OMG ! ଜଗା ଦର୍ଶନ ପରେ ଉଡ଼ିଗଲା ଯୁବକଙ୍କ ପ୍ରାଣ ବାୟୁ, ମହାବାହୁଙ୍କ ଦର୍ଶନ ପରେ ଟଳିପଡିଲେ…ଦେଖନ୍ତୁ ଏହି ଅଦ୍ଭୁତ Video

ବେଳେବେଳେ ମୃତ୍ୟୁ କେତେବେଳେ ଆସି ପହଞ୍ଚି ଯାଇଥାଏ ଯାହାକୁ ଜାଣିବା ସାଧାରଣ ମଣିଷ ପାଖରେ ସହଜ ହୋଇ ପାରିନାହିଁ। ଆଉ ମୃତ୍ୟୁ କେବେ କାହାକୁ ବାଛ ବିଚାର କରି ନଥାଏ ସେମିତି ଧନୀ ଓ ଗରିବ ରେ କିଛି ସାମଞ୍ଜସ୍ୟ ନ ଥାଏ ଏବଂ ମୃତ୍ୟୁ ଆଗରେ ସମସ୍ତେ ସମାନ। ତେବେ ଆସନ୍ତୁ ଜାଣିବା ଏଠାରେ ଏକ ଅଭାବନୀୟ ଘଟଣା ଜଣେ ଭକ୍ତ ପାଖରେ ଘଟି ଯାଇଛି। ଏହିଠାରେ ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାହା ସମସ୍ତଙ୍କ ଆଖି ରୁ ଲୁହ ବାହାର କରି ଦେଇଛି ଆଉ ଏବେ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି।

ଆଉ ଏହି ଘଟଣା ଟି ଯାହା ଦେଖୁବାକୁ ମିଳିଛି ତାହା ଅତି ଦୁଃଖଦ ପୁର୍ଣ୍ଣ। ଏବେ ଏହି ଘଟଣା ଦେଖିବା ପରେ ତାଙ୍କର ପ୍ରିୟଜନ ମାନେ କାନ୍ଦି କାନ୍ଦି ଗଡ଼ିଲେଣି ଯାହା ଅବସ୍ଥା ଦେଖିଲେ ଆପଣ ଙ୍କ ଆଖିରୁ ମଧ୍ୟ ଲୁହ ଆସିଯିବ। ଏଠାରେ ଆସିଥିଲେ ଏହି ପୁରୁଷ ଜଣଙ୍କ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ହେଲେ ପରେ ଏମିତି କିଛି ଘଟି ଗଲା ଯାହା ଏବେ ସୋସିଆଲ ମିଡ଼ିଆରେ ନଜର କୁ ଆସିଛି। ଏବେ ଏହି ଘଟଣା ଟି ସୋସିଆଲ ମିଡ଼ିଆରେ ଶୋକର ଛାୟା ଖେଳି ଯାଇଛି। ଏହି ଘଟଣା ଟିରେ କିଛି ପୁରୁଷ ଓ ମହିଳା ମାନେ ନିଜ ସମ୍ପର୍କୀୟ ସହିତ ପୁରୀ ବୁଲିବା ପାଇଁ ଆସିଥିଲେ।

ଆଉ ତା ପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ମନ୍ଦିର ଭିତରକୁ ମଧ୍ୟ ଯାଇଥିଲେ ଯାହା ସୂଚନା ଯୋଗ୍ୟ। ସେଠାରୁ ଆସିବା ପରେ ମା ବିମଳା ଦେବୀ ମନ୍ଦିର ବୁଲିବାକୁ ଯାଇଥିଲେ ହେଲେ ଏମିତି କିଛି ଜଣେ ପୁରୁଷଙ୍କର ହେଲା ଯାହା ପାଇଁ ସଂଗେ ସଂଗେ ମେଡିକାଲ ନେଇ ଯାଇଥିଲେ। ସେଠାରେ କହିବାକୁ ଗଲେ ଅଚେତ ହୋଇ ପଡ଼ିଥିଲେ ଏବଂ ପରବର୍ତ୍ତୀ ସମୟରେ ଡାକ୍ତର ତାଙ୍କୁ ଦେଖିବା ପରେ ମୃତ୍ୟୁ ଘୋଷଣା କରିଥିଲେ। ଯାହା ଏବେ ଶୋକର ଛାୟା ଚାରିଆଡେ ଖେଳି ଗଲାଣି ଯାହା ମଧ୍ୟ ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ଆଉ ତାଙ୍କର ବୁଲିବାକୁ ଆସିବା ସମୟରେ ଏମିତି କିଛି ଘଟି ଯିବା ତାହା ଏକ ଦୁର୍ଭାଗ୍ୟ ଜନକ ଘଟଣା।

ଏବେ ଏହି ଘଟଣା ସମ୍ପର୍କରେ ତାଙ୍କର ପ୍ରିୟଜନ ମାନେ ଜାଣିବା ପରେ ସେହି ମେଡ଼ିକାଲ ଭିତରେ କାନ୍ଦ ର ଶବ୍ଦ ଫାଟୁଛି ଯାହା ଏଠାରେ ସୂଚନା ମିଳିଛି। ଆଉ ସମସ୍ତେ ମିଶି କରି ଭଗବାନ ଙ୍କ ଧାମ ବୁଲିବା ପାଇଁ ଆସିଥିଲେ ହେଲେ ସେହିଦିନ ଯେ ଶେଷ ରାତି ହେବ ତାହା କେହି ଜାଣିନଥିଲେ। ଭଗବାନଙ୍କ ଦର୍ଶନ ପରେ ଏମିତି ଘଟଣା ଘଟିଛି ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ସେ ପୁଣି ବହୁତ ଦୂରରୁ ଭକ୍ତିରେ ସହିତ ଭଗବାନଙ୍କ ଦର୍ଶନ ଲାଗି ଆସି ପହଂଚି ଥିଲେ ହେଲେ ମୃତ୍ୟୁ ଆଗରେ କେହି ବି ବଂଚି ପାରନ୍ତି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment