ଜଗନ୍ନାଥଙ୍କ ନନ୍ଦିଘୋଷର ରଥର ସାରଥୀ କିଏ ? ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନାହାନ୍ତି

0

ଆଜିର ସମାଜରେ ପ୍ରତ୍ୟେକ ବାପା ମା ସେମାନଙ୍କ ପିଲା ମାନଙ୍କୁ ବଡ ମଣିଷ କରିବା ପାଇଁ ଚାହିଥାନ୍ତି । କିନ୍ତୁ ଆଜିର ସମୟରେ ଗୋଟିଏ ସରକାରୀ ଚାକିରୀ କରିବା ପାଇଁ ହେଲେ ଇଣ୍ଟରଭ୍ୟୁ ଦେବାକୁ ପଡିଥାଏ । ଏହା ବ୍ୟତୀତ କେତେକ କମ୍ପିଟେଟିଭ ପରିକ୍ଷା ମଧ୍ୟ ଦେବାକୁ ପଡିଥାଏ । ଏହି ସବୁ ପରିକ୍ଷାରେ ଦୁଇ ତିନି ମାର୍କରେ ପିଲାମାନେ କଟି ଯାଇଥାନ୍ତି ।

ଆପଣମାନେ ଜାଣିଛନ୍ତି କମ୍ପିଟେଟିଭ ଏକ୍ସାମରେ ଜେନେରାଲ ନଲେଜର ବହୁତ ଆବଶ୍ୟକତା ରହିଛି । ସେଥିପାଇଁ ଆମ ଶିକ୍ଷା ଜୀବନରେ ସାଧାରଣ ଜ୍ଞାନର ଆବଶ୍ୟକତା ରହିଛି , ଯାହା ଆମ କ୍ୟାରିଅର ପାଇଁ ଅତ୍ୟନ୍ତ ଜରୁରୀ । ତେବେ ଆସନ୍ତୁ ଜାଣିବା କେତେକ ଜେନେରାଲ ନଲେଜର ପ୍ରଶ୍ନ ଉତ୍ତର ସମ୍ପର୍କରେ ।

1 ଇଂରେଜ ମାନେ କେବେ ଓଡିଶାକୁ ଶାସନ କଲେ ?
ଉତ୍ତର – 14 ଅକ୍ଟୋବର 1803 ।

2 ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ କେବେ ଗଠନ ହେଲା ?
ଉତ୍ତର – 1936 ମସିହା ।

3 ଓଡିଶାରେ କେବେ ଉତ୍କଳ ଦିବସ ପାଳନ ହୁଏ ?
ଉତ୍ତର – ଏପ୍ରିଲ 1 ।

4 ଓଡିଶାର ପ୍ରଧାନ ଭାଷା କଣ ଅଟେ ?
ଉତ୍ତର – ଓଡିଆ ।

5 ହିନ୍ଦୁଧର୍ମର ଅନ୍ୟନାମ କଣ ?
ଉତ୍ତର – ସନାତନ ଧର୍ମ ।

6 ମୁସଲମାନ ମାନଙ୍କ ଧର୍ମକୁ କଣ କୁହାଯାଏ ?
ଉତ୍ତର – ଇସଲାମ ଧର୍ମ ।

7 ହିନ୍ଦୁ ଧର୍ମର ଧର୍ମ ପୁସ୍ତକର ନାମ କଣ ?
ଉତ୍ତର – ବେଦ ଏବଂ ଗୀତା ।

8ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ କେଉଁ ରାଜାଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ?
ଉତ୍ତର – ଅନନ୍ତ ବର୍ମାଚୋଡଗଙ୍ଗ ଦେବ ।

9 ଜଗନ୍ନାଥ ମନ୍ଦିର ଅନ୍ୟ କେଉଁ ନାମରେ ମଧ୍ୟ ଜଣା ଯାଇଥାଏ ?
ଉତ୍ତର- ବଡ ଦେଉଳ ।

10 ମହାପ୍ରଭୁ ଜଗନ୍ନାଥଙ୍କର ରଥର ନାମ କଣ ?
ଉତ୍ତର – ଗରୁଡଧ୍ୱଜ ।

12 ନନ୍ଦିଘୋଷ ରଥରେ ବ୍ୟବହାର ହେଉଥିବା ପତାକାର ନାମ କଣ ?
ଉତ୍ତର – ତ୍ରିଲୋକ୍ୟମୋହିନୀ ।

13 ନନ୍ଦିଘୋଷ ରଥ ବା ପ୍ରଭୁ ଜଗନ୍ନାଥଙ୍କର ରକ୍ଷକ କିଏ ଅଟନ୍ତି ?
ଉତ୍ତର – ଗରୁଡ ।

14 ଜଗନ୍ନାଥଙ୍କର ରଥ ନନ୍ଦିଘୋଷ ରଥର ସାରଥୀ କିଏ ?
ଉତ୍ତର – ଦାରୁକ ।

15 ଓଡିଶାର ବୃହତ୍ତମ ସବଡିଭିଜନର ନାମ କଣ ?
ଉତ୍ତର – ମାଲକାନଗିରୀ ।

16 ଓଡିଶାର ବୃହତ୍ତମ ପୁଷ୍କରିଣୀର ନାମ କଣ ?
ଉତ୍ତର – ବିନ୍ଦୁସାଗର ।

17 ଆମେ ପଢୁଥିବା ବର୍ଣ୍ଣବୋଧର ଲେଖକ କିଏ ?
ଉତ୍ତର – ମଧୂସୁଦନ ରାଓ ।

18 ଓଡିଶାର କେଉଁ ମନ୍ଦିର ହାତୀ ଭଳି ?
ଉତ୍ତର – ପାରାଦ୍ୱୀପର ଲୋକନାଥ ମନ୍ଦିର ।

19 ଓଡିଶାର କେଉଁ ସ୍ଥାନ ତୁଳସୀକ୍ଷେତ୍ର ରୂପେ ପରିଚିତ ?
ଉତ୍ତର -କେନ୍ଦ୍ରାପଡା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।