ଦେଖନ୍ତୁ Shocking ଭିଡ଼ିଓ : ଜଗି ରହିଥିଲା ଯମ ହଠାତ୍ ବୁଡିଗଲା ସ୍କୁଟର, ଆଉ ତା ପରେ ସ୍ଵାମୀ ସ୍ତ୍ରୀ ସହ ହେଲା ଏମିତି…

ହଁ ଆଜ୍ଞା କଥା ଟି ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ହେଲେ କଥା ଟି ସତ ଏମିତି ଏକ ଘଟଣା ଯାହା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ଲାଗିଛି, କଥାରେ ଅଛି ଦର୍ଶକ ବନ୍ଧୁ ଯେତେବେଳେ ମୃତ୍ୟୁ ଆସେ ତାକୁ କେହି ରକି ପାରେନି ଆଉ ଯେତେବେଳେ ମୁର୍ତ୍ୟୁ ନ ଥାଏ ସେତେବେଳ ଆପଣଙ୍କ କୌଣସି କ୍ଷତି ହେଇନଥାଏ ଯାହା ଏହି ଭିଡ଼ିଓ ରେ ପ୍ରମାଣ ହେଇସାରିଛି, ଯେଉଁଠି ମୃତ୍ୟୁ ମୁହଁରେ ବଞ୍ଚି ଯାଇ ଛନ୍ତି ଜଣେ ପୋଲିସ କର୍ମଚାରୀ ଓ ତାଙ୍କ ସ୍ତ୍ରୀ , ବର୍ଷା ହୋଇ ସବୁଜାଗାରେ ପାଣି ଭର୍ତ୍ତି ହାପିଯାଇଥିଲା , ଓ ସେ ସ୍କୁଟି ପର୍କିଙ୍ଗ କରିଲା ବେଳେ ଘଟିଥିଲା ଏପରି ଘଟଣା ଯାହା ତାଙ୍କର ଜୀବନ ଯାଉ ଯାଉ ବଞ୍ଚିଥିଲା ବୋଲି କହିଛନ୍ତି| ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ପୂରା ଘଟଣା କଣ ଥିଲା ସେ ବିଷୟରେ ଟିକେ ନଜର ପକାଇବା |

ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ର ଖାଲିଖଟ ଠାରେ , ଯାହା ଜଣା ପଡୁଛି କି ସ୍ୱାମୀ ଓ ସ୍ତ୍ରୀ ଜଣଙ୍କ ଆଇଥିଲେ ଡାକ୍ତର ଙ୍କ ପାଖକୁ ଆଉ ସ୍ୱାମୀ ଜଣଙ୍କ ହେଉଛନ୍ତି ପୋଲିସ ବାବୁ, ସେ ଆସି ଡାକ୍ତରଙ୍କ ପାଖକୁ ଯିବା ବେଳେ ସ୍କୁଟିକୁ ପର୍କିଙ୍ଗ ପାଇଁ ପାଖକୁ ନେଇଯାଉଥିଲା ବେଳେ ସ୍କୁଟିଟି ହଟାତ ଗଲି ପଡିଛି ଗୋଟିଏ ଡ୍ରେନ ଭିତରକୁ ଆଉ CCTV ଫୁଟେଜରୁ ଯାହା ଜଣା ପଡୁଛି ସ୍କୁଟି ସହ ସ୍ୱାମୀ ଓ ସ୍ତ୍ରୀ ମଧ୍ୟ ପଶିଯାଇଥିଲେ ସେହି ଗର୍ତ୍ତ ଭିତରେ |

ଏପରି ଘଟଣାକୁ ଦେଖିଲା ପରେ ପାଖରେ ଥିବା ଲୋକମାନେ ଦୌଡ଼ି ଆସିଥିଲେ ଆଉ ଘଟଣା ସ୍ଥଳରୁ ସ୍ୱାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ , ତେବେ ସ୍ୱାମୀ ଜଣଙ୍କ ହେଉଛନ୍ତି ପୋଲିସ ବାବୁ ଆଉ ସେ ତାଙ୍କ ସ୍ତ୍ରୀଙ୍କୁ ଡାକ୍ତର ଙ୍କ ପାଖକୁ ନେଇ ଆସିଥିଲେ , ଘଟଣା ସ୍ଥଳରେ ସେହି ସ୍ୱାମୀ ଓ ସ୍ତ୍ରୀଙ୍କୁ ହାତ ଧରି ଟାଣିକି ସେ ନାଳରୁ କାଢ଼ିଥିଲା ବେଳେ ଅଳ୍ପକେ ବର୍ତ୍ତୀ ଯାଇଥିଲା ଦୁଇଜଣଙ୍କ ଜୀବନ , ଆଉ ଉଦ୍ଧାର କରି ଉପରକୁ ଆସିଥିଲେ ମଧ୍ୟ ସେମାନେ, କିନ୍ତୁ ଯାହା ଜଣା ପଡୁଛି କି ସ୍କୁଟିଟି କୁଆଡେ ସେହି ଡ୍ରେନ ଭିତରେ ପୋଳେଇଯାଇଛି , ଯାହାର ଆଉ ଦେଖା ମିଳୁନି |

ତେବେ ଘଟଣାରୁ ଯାହା ଜଣା ପଡୁଛି କି ଅଧିକ ବର୍ଷା ହେବା ଫଳରେ ଏପରି ଅବସ୍ଥା ହୋଇଛି ଓ ଯାହା ଫଳରେ ପାଖରୁ ମାଟି କରି ନେଇକି ଯାଇଛି ଓ ସେଇଠି ବଡ ଗର୍ତ୍ତ ଟିଏ ସୃଷ୍ଟି ହୋଇଛି, କିନ୍ତୁ ପାଣି ଜମିକି ଥିବାରୁ ସେହି ଗର୍ତ୍ତ ଟି ଜଣା ପଡିନଥିଲା ଓ ସେମାନେ ସେଠାରେ ପୋଡ଼ିଯାଇଥିଲେ, ତେବେ ଏହି ଖବର ଯୋଗୁଁ କିଏ କିଏ କୋମେନ୍ଟ ରେ ପ୍ରଧାନମନ୍ତ୍ରୀ ଙ୍କ ସୁଇମିଂ ପୁଲ ବୋଲି ମଧ୍ୟ କହିଛନ୍ତି ତେବେ ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ବହୁତ କମେଣ୍ଟ ମଧ୍ୟ ଆସିଛି|

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment