ଯାହା କହିଲା ସେୟା କଲି…ଏବେ କିନ୍ତୁ ଧୋକା ଦେଇ ଠକିଦେଲା ଧୋକାବାଜ ପ୍ରେମିକ… ଦେଖନ୍ତୁ Video

ଆମ ଦୁନିଆରେ ନାରୀ ହେଉଛି ଏକ ଏମିତି ମେରୁଦଣ୍ଡ ଯିଏ ନରହିଲେ ସବୁକିଛି ଅଚଳ ହେଇଯିବ ।ବହୁତ ସମୟରୁ ଆମ ଦୁନିଆରେ ନାରୀ ମାନଙ୍କୁ ବହୁତ ଉପରେ ରଖା ଯାଇଛି କିନ୍ତୁ ତାହା କେବଳ କଥାରେ କାରଣ କାଲି ବି ନାରୀ ଅବହେଳିତ ଓ କାହାର ହାତର କଣ୍ଢେଇ ପରି ଥିଲା ଆଉ ଆଜି ତ ସେ ଖେଳିବାର ଏମିତି ଉପକରଣ ହେଇ ଜାଇଛି ଯିଏ ଯେମିତି ଚାହୁଁଛି ସେ ସେମିତି ତାକୁ ବ୍ୟବହାର କରୁଛି ।କିନ୍ତୁ ଆଜିର ସମାଜରେ ସେହି ନାରୀ ସହ କିଛି ଖରାପ ଯେତେବେଳେ ହେଉଛି ସେ ଆଉ ଚୁପ ରହି ବସୁନାହିଁ ।

କାରଣ ଏବେ ପ୍ରତ୍ୟେକ ନାରୀ ନିଜର ହକ ପାଇଁ ଲଡେଇ କରିବା ଜାଣି ଗଲେଣି ତାଙ୍କ ସହ ଯେତେବେଳେ ବି କିଛି ଅନ୍ୟାୟ ହେଉଛି ସେମାନେ ତାହାର ନ୍ୟାୟ ପାଇଁ ଆଗକୁ ଆସୁଛନ୍ତି ।କିନ୍ତୁ ସବୁପରେ ବି ଏବେ ଯାଏ ବି ନାରୀ ମାନେ କୋଉଠି ବି ସୁରକ୍ଷିତ ନାହାନ୍ତି ତାଙ୍କୁ କେତେବେଳେ କିଏ ମିଛ ଛଳନା ଓ ପ୍ରତିଶ୍ରୁତି ଦେଇ ଠକି ଦେଉଛି ସେମାନେ ଜାଣି ପାରୁ ନାହାନ୍ତି ଆଉ ଯେତେବେଳେ ଜାଣୁଛନ୍ତି ସେତେବେଳକୁ ସବୁକିଛି ବଦଳି ଯାଇଥାଏ ।ତେବେ ନିକଟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଜଣେ ମହିଳା ନିଜର ନ୍ୟାୟ ପାଇଁ ଆଗକୁ ଆସିଛନ୍ତି ।

ତେବେ ଏହି ଘଟଣା ହେଉଛି ଯାଜପୁର ଜିଲ୍ଲାରେ ସୁକିନ୍ଦା ଅଞ୍ଚଳରେ ତେବେ ସୂଚନା ଅନୁଯାୟୀ ସେଠାକାର ଜଣେ ମହିଳାଙ୍କୁ ଜଣେ ବ୍ୟକ୍ତି ବିବାହ କରିଥିଲେ ।କିନ୍ତୁ ଏବେ ସେହି ଯୁବକ ମହିଳାଙ୍କ ସହ ବିବାହ ସମ୍ପର୍କକୁ ଅସ୍ବୀକାର କରିଛନ୍ତି ଓ ସେହି ମହିଳା ତାଙ୍କର ଧରମ ମାଆ ବୋଲି କହିଛନ୍ତି ।ତେବେ ଏବେ ମହିଳା ଜଣଙ୍କ ସେହି ଯୁବକ ନାଁରେ ଅଭିଯୋଗ ଆଣିଛନ୍ତି କିନ୍ତୁ ଯୁବକର ପରିବାର ଲୋକ ଏହି କଥାକୁ ମାନି ନାହାନ୍ତି ।ତେବେ ଶେଷରେ ମହିଳା ପେଟ୍ରୋଲ ବୋତଲ ଓ କିଛି ଫୋଟ ନେଇ ମେଡିଆ ଆଗରେ ପହଞ୍ଚିଛନ୍ତି ।

ସବୁଠୁ ବଡ଼ କଥା ହେଲା ମହିଳା ଆଗରୁ ବି ବିବାହିତ ତେଣୁ ଏହି ଘଟଣାର କିଛି ବି ତଥ୍ୟ ଠିଜରେ ଜାଣି ହେଉ ନାହିଁ ।ତଥାପି ପୋଲିସ ସେହି ଯୁବକକୁ ଆରେଷ୍ଟ କରିଛନ୍ତି ଆଉ ଘଟଣାର ଯାଞ୍ଚ କରୁଛନ୍ତି ।ତେବେ ଏହି ପରି ଘଟଣା ଗୁଡିକ ପ୍ରତିଦିନ ଘଟୁଛି କୋଉଠି ନାରୀ ନିଜେ ଠକୁଛି ତ ପୁଣି ସେ କାହାକୁ ନିଜ ଠକାମୀର ଶିକାର କରୁଛି ।ତେବେ ଏବେ ଦୁନିଆର ସବୁଠି ଆଉ ସବୁ ଜାଗାରେ ଏହି ଘଟଣା ହେଉଛି ଆଉ ଦିନକୁ ଦିନ ବଡିବାରେ ବି ଲାଗିଛି କିନ୍ତୁ ଲୋକମାନେ ନା ନିଜକୁ ସୁଧାରୁଛନ୍ତି ତା ଜାଗାରେ ଅନ୍ୟ ମାନଙ୍କୁ ଏକ ପ୍ରୋତ୍ସାହନ ଦେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment