ଯାହା କହିଲେ ସବୁ କଲୁ ଆମକୁ ଠକିଦେଲେ ଠକ ସାର… ଦେଖନ୍ତୁ ଭାଇରାଲ Video

ଅନେକ ସମୟରେ କିଛି ଲୋକଙ୍କର କିଛି ଏପରି ଅସାଧୁ କାର୍ଯ୍ଯକଳାପ , ଠକିବା, ଲୁଟିନେବା ଭଳି ଘଟଣା ସଂପର୍କରେ ଆମେ ଆସିଥାଉ ଯାହା ସାଧାରଣରେ ଏକ ଚର୍ଚ୍ଚାର ବିଷୟ ହୋଇଥାଏ।ଆପଣ ତ ଅନେକ ସମୟରେ କିଛି ଏହିପରି ଡକାୟତି ର ଘଟଣା ଦେଖିବାକୁ ପାଉଥିବେ। କିଛି ଚୋରି, ଠକେଇ ଏମିତି ରହିଛି ଯାହାକୁ ବିଶ୍ୱାସ କରିବା ସହଜ ନୁହେଁ।କିଛି ଏମିତି ଅସାଧୁ ଲୋକ ରହିଛନ୍ତି ଯେଉଁମାନେ ସୁଯୋଗ ଦେଖି କିଛି ଏଭଳି ଡକାୟତି କରନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ ଏବଂ ବିଶ୍ୱାସ କରି ହୁଏନାହିଁ ଯାହା ବହୁତ୍ ଭୟାନକ ବି ହୋଇଥାଏ। ଏଭଳି ଘଟଣା ତ ଆପଣ ଅନେକ ସମୟରେ ଆପଣଙ୍କ ଚତୁଃପାର୍ଶ୍ଵରେ ଦେଖିବାକୁ ପାଉଥିବେ।

ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯାଉଥିବେ। ଏପରି ଠକେଇ ଯେ ଅନ୍ୟକୁ କେତେ ପ୍ରଭାବ ପକାଇଥାଏ ତାହା ଆପଣ ଜାଣି ପାରୁଥିବେ। ତେବେ ସମାଜରକିଛି ଏଭଳି ଦୃଶ୍ୟ ଏଭଳି ଠକାମୀର ଶିକାର ହେବା ସାଧାରଣ ଜନତା ଙ୍କୁ ଭୟଭୀତ କରୁଛି ନିଶ୍ଚିତ। କେତେବେଳେ କିଛି ଜିନିଷ ହରାଇବା ଭୟରେ ତ ପୁଣି କେତେବେଳେ ଜୀବନ ଚାଲିଯିବା ଭୟରେ ଆମେ ବାହାରକୁ ବାହାରିଲେ ବି ବିଚଳିତ ହୋଇ ପଡୁଛୁ। ତେବେ ଏକଥା ଆମେ ଏହିପାଇଁ କହୁଛୁ ଯେ କିପରି ଭାବରେ ସମାଜରେ ପ୍ରତିଦିନ ଏପରି ଭାବରେ ଠକ, ତସ୍କର ମାନେ ସାଧାରଣ ଜନତାଙ୍କୁ ଲୁଟୁଅଛନ୍ତି ସେହିପରି ଘଟଣା ସାମ୍ନାକୁ ଆସିବାରେ ଲାଗିଛି।

ଏହିଭଳି ଅନେକ ଘଟଣା ପ୍ରତିଦିନ ଘଟୁଛି ଏବଂ ଯେଉଁଠି କେତେବେଳେ କିଏ ଠକାମୀ ର ଶିକାର ହେଉଛି ତାହା କହିହେବ ନାହିଁ।ଯେଉଁପାଇଁ ଆମେ ସଚେତନ ରହିବା ଆବଶ୍ୟକ। ସେହିପରି ଏକ ଘଟଣା ଏବେ ନିକଟରେ ଘଟିଛି। ଯେଉଁଠି ମହିଳା କର୍ମଚାରୀ ମାନେ ତାଙ୍କ ହକ ପାଇବା ପାଇଁ ଧାରଣା ଦେଇଛନ୍ତି ଏବଂ ତାଙ୍କର ଅଭିଯୋଗ କୁ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।ଏହି ମହିଳା କର୍ମଚାରୀ ମାନେ କହିଛନ୍ତି ଯେ ତାଙ୍କୁ କର୍ମ ନିଯୁକ୍ତି ଦିଆଗଲା ଏବଂ ଏଥିପାଇଁ ତାଙ୍କୁ କାମ ବି ଦିଆଗଲା। କିନ୍ତୁ ଏବେ କାମ କରି ସାରିବା ପରେ ତାଙ୍କୁ ତାଙ୍କ ହକ ବା ଟଙ୍କା ମିଳୁନାହିଁ।

ଯେତେ କହିଲେ ବି ତାଙ୍କ କଥା କେହି ଶୁଣୁ ନାହାନ୍ତି। ତାଙ୍କର ମାଲିକ ମଧ୍ୟ ତାଙ୍କର କଥାକୁ ଗୁରୁତ୍ଵ ଦେଉ ନାହାଁନ୍ତି। ସେମାନେ ଅଭିଯୋଗ କଲେ ମଧ୍ୟ ତାଙ୍କର ଆଭିଯୋଗ କୁ ଶୁଣୁ ନାହାଁନ୍ତି। ଏବେ ପୁଣି ତାଙ୍କୁ କାମ ଅଧିକ ଦିଆ ଯାଇଛି। ସେମାନେ ଦିଆଯିବା ଅନୁସାରେ କାମ ବି କରୁଛନ୍ତି। କିନ୍ତୁ ପାରିଶ୍ରମିକ ନ ମିଳିବା ସେମାନଙ୍କୁ ଏପରି କରିବାକୁ ବାଧ୍ୟ କରିଛି। ଯେ ତାଙ୍କୁ କାମରେ ରଖିଥିଲେ ତାଙ୍କ ନାମ ଅଜୟ ବେହେରା। ତାଙ୍କୁ ଫୋନ୍ କଲେ, ଫୋନ୍ ରିଙ୍ଗ ହେଉଛି କିନ୍ତୁ ସେ ଉଠାଉ ନାହାଁନ୍ତି ବୋଲି କହିଛନ୍ତି ଏହି ମହିଳା କର୍ମଚାରୀ ମାନେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment