ଆଶ୍ଚର୍ଯ୍ୟ ! ଯାହା ନେଇଛ ସବୁ ଖାଓ ନହେଲେ ଅଇଁଠା ପ୍ଲେଟ ଧରି ବୁଲ… ଦେଖନ୍ତୁ Video

ବନ୍ଧୁଗଣ ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆରେ ଏମିତି ଅନେକ ଘଟଣାର ଭିଡିଓ ମଧ୍ୟ ଦେଖିବାକୁ ପାଉଥିବେ।ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଦେଖି ପାରୁଛନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମେ ହଠାତ୍ ଟିକେ ଚକିତ ହୋଇପଡୁ। କିଛି ଭିଡିଓ ଏମିତି ବି ଥାଏ ଯାହାକୁ ଦେଖିଲେ ଆପଣ ନିଜର ହସକୁ ଅଟକାଇ ପାରନ୍ତି ନାହିଁ। ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ।

ତେବେ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ତେଣୁ ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ଏହିସବୁ ଭିଡିଓ ମାନଙ୍କୁ ଭିତରୁ କିଛି ଭିଡିଓ ଏମିତି ଥାଏ ଯାହାକୁ ଲୋକେ ବେଶି ପସନ୍ଦ କରିବା ସହ ଏଥିପ୍ରତି ପ୍ରତିକ୍ରିୟା ଶିଳ ହୋଇ ପଡନ୍ତି ଏବଂ ଏପରି ଭିଡିଓ କୁ ଅଧିକ ମାତ୍ରାରେ ସେୟାର ମଧ୍ଯ କରନ୍ତି,ଯାହା ଭାଇରାଲ ହେବାରେ ଲାଗିଥାଏ।ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ।
ଏବଂ ଭାରି ଅଜବ ପ୍ରକାରର ହୋଇଥାଏ।

ତେବେ କହିବାକୁ ଗଲେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।କିନ୍ତୁ ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ, ଯାହା ଏକ ସୁନ୍ଦର୍ ବାର୍ତ୍ତା ପ୍ରଦାନ କରୁଛି। ଏଠାରେ ଏକ ଅଭିନବ କାର୍ଯ୍ଯ ଦେଖିବାକୁ ମିଳିଛି। ଏଠାରେ ଦେଖିବାକୁ ମିଳିଛି ଯେ ଏକ କାର୍ଯ୍ୟକ୍ରମରେ ଆୟୋଜିତ ଏକ ଭୋଜିରେ ଡଷ୍ଟବିନ୍ ପାଖରେ ଜଣେ ବ୍ୟକ୍ତି ଛିଡା ହୋଇଛନ୍ତି।ଏହା ଦେଖିବା ପାଇଁ ସେ ଛିଡା ହୋଇଛନ୍ତି ଯେ ସମସ୍ତେ ଖାଇ ସାରି ଫାଙ୍କା ପ୍ଲେଟ ଆଣି ପକାଉଛନ୍ତି କି ନାହିଁ।

ତେବେ ଯେଉଁମାନେ ଖାଲି ପ୍ଲେଟ୍ ନଆଣି ଖାଦ୍ୟ ବଳିଥିବା ପ୍ଲେଟ୍ ଧରି ଆସୁଛନ୍ତି ସେମାନଙ୍କୁ ଏହି ବ୍ୟକ୍ତି ଜଣଙ୍କ ସେହିପରି ଅଇଁଠା ପ୍ଲେଟ୍ ଧରି ବୁଲିବାକୁ କହୁଛନ୍ତି। ଯାହା ନେଇଚ ସବୁ ଖାଅ, ନହେଲେ ସେମିତି ଅଇଁଠା ପ୍ଲେଟ୍ ଧରି ବୁଲିବାକୁ କହିବାରୁ ଅନେକ ଖାଲି ପ୍ଲେଟ୍ ଆଣି ତାଙ୍କୁ ଦେଖାଇବା ପରେ ବ୍ୟକ୍ତି ଜଣଙ୍କ ସେଠାରେ ଥିବା ଡଷ୍ଟବିନରେ ପ୍ଲେଟ୍ ପକାଇବାକୁ ଦେଉଛନ୍ତି। ତେବେ ଏହି କାର୍ଯ୍ୟକ୍ରମ ରେ ଖାଦ୍ୟ ନଷ୍ଟ ନକରିବା ପାଇଁ, ସଚେତନ କରିବା ପାଇଁ ନିଆ ଯାଇଥିବା ଏହି ଅଭିନବ ପ୍ରୟାସ ସମସ୍ତଙ୍କୁ ଟିକେ ଆଶ୍ଚର୍ଯ୍ୟ କରୁଥିବ। ଏନେଇ ସମସ୍ତଙ୍କ ମତ ସମାନ ହୋଇ ନପାରେ, କିନ୍ତୁ ଏଭଳି ପ୍ରୟାସର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment