ଦେଖନ୍ତୁ Exclusive ଭିଡିଓ ! ମୁହଁ ଖୋଲିଲେ ଶ୍ରଦ୍ଧାଞ୍ଜଳି…ଅଭିନୟ ପ୍ରତି ବହୁତ ଆଗ୍ରହ ରଖିଥିଲା ଶ୍ରଦ୍ଧାଞ୍ଜଳି ,ସୁଯୋଗ ଦେଇଥାନ୍ତା ଅର୍ଚ୍ଚନା,ହେଲେ ସେ ମତେ…..

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିଲେ ଅର୍ଚନା ନାଗ ଙ୍କ ବିଷୟରେ ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ | ଧନି ଓ ପ୍ରଭାବ ଶାଳୀ ଲୋକ ମାନଙ୍କୁ ନିଜ ପାଖକୁ ଆକୃଷ୍ଟ କରିବା ପାଇଁ ପୁରା ପୁରି ଭାବରେ ଲାଗି ପଡିଥିଲେ ଅର୍ଚନା | ତେବେ ଖାଲି ସେ ଏକ ନୁହଁ ତା ତାଙ୍କ ସହିତ ସେ ତାଙ୍କର ସାଙ୍ଗ ଓ ସହକର୍ମୀ ମାନଙ୍କୁ ମଧ୍ୟ ତାଙ୍କର ଏହି କାମ ରେ ନିୟୋଜିତ କରୁଥିଲେ ବୋଲି କୁହାଯାଇଛି | ଆଉ ବର୍ତ୍ତମାନ ଥାନା ରେ ଇଡି ଜେରା କରିବା ପରେ ସମସ୍ତ ଘଟଣା ବାର୍ତ୍ତମାନ ଜଣା ପଡିଥିବା କଥା କୁହାଯାଉଛି | ଆଉ ଯେଉଁଠି ଜଣା ପଡିଛି କି ଅର୍ଚନା ଙ୍କର ସହକର୍ମୀ ଶ୍ରଦ୍ଧାଞ୍ଜଳି ଙ୍କର କୁଆଡେ ହିରୋଇନ ହେବା ପାଇଁ ବହୁତ ଇଛାଥିଲା, ଆଉ ଯେଉଁଠି ପାଇଁ ସେ ଏମିତି କିଛି କରିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଯାହା କୁହାଯାଉଛି କି ହନିଟ୍ରାପ ରେ ଫୋସାଇ କୋଟି କୋଟି ଟଙ୍କା ର ମାଲିକାଣି ହେଉଥିଲେ ସୁନ୍ଦରୀ ଅର୍ଚନା | ଆଉ ଯାହା କୁହାଯାଉଛି କି ଅର୍ଚନା ଯାହା କରି ପାରୁନଥିଲେ ସେହି ସ୍ଥାନରେ ଶ୍ରଦ୍ଧାଞ୍ଜଳି କୁ ସେ ପଠାଉଥିଲେ | ବିଶେଷ କରିକି ବ୍ଲାକ ମେଲିଂ ଭଳି କାମରେ ଅର୍ଚନା ନିୟୋଜିତ କରିଥିଲେ ଶ୍ରଦ୍ଧାଞ୍ଜଳି ଙ୍କୁ | ଆଉ ଯାହା ଜଣା ପଡିଛି କି ଶ୍ରଦ୍ଧାଞ୍ଜଳି ଙ୍କର ହିରୋଇନ ହେବାକୁ ଇଚ୍ଛା ଥିବାରୁ ସେ ସମସ୍ତଙ୍କର କଥା ରେ ରାଜି ହେଇ ଯାଉଥିଲେ ବୋଲି କହିଛନ୍ତି ଅର୍ଚନା |


ଆଉ ଯେଉଁଠି ଜଣା ପଡିଛି କି ଅର୍ଚନା କହିଥିଲେ କୁଆଡେ ଶ୍ରଦ୍ଧାଞ୍ଜଳି ଙ୍କୁ ହିରୋଇନ କରିଦେବେ ମାତ୍ର 3 କୋଟି ଟଙ୍କା ପାଇବା ପରେ ଆଉ ନିଜର ଓକିଲ ର ମିଛ ପରିଚୟ ମଧ୍ୟ ଦେଉଥିଲେ | ଆଉ ଯେଉଁଥିପାଇଁ ଅକ୍ଷୟ ପରିଜା ପାଖକୁ ସେ ଯାଇଥିଲେ ଟଙ୍କା ପାଇଁ | ଆଉ ଯେତେବେଳେ ଅକ୍ଷୟ ପରିଜା ଶ୍ରଦ୍ଧାଞ୍ଜଳି ଙ୍କ ନାଁ ରେ ସେପ୍ଟେମ୍ବର 29 ରେ ଅଭିଯୋଗ କରିଲେ ସେତେବେଳେ ଶ୍ରଦ୍ଧାଞ୍ଜଳି ନଭେମ୍ବର 2 ରେ ଅର୍ଚନା, ତାଙ୍କର ସ୍ୱାମୀ ଜଗବନ୍ଧୁ ଓ ଖଗା ନାଁ ରେ ଅଭଯୋଗ କରିଥିଲେ |

ଆଉ ପୋଲିସ ଘଟଣାର ତଦନ୍ତ କରିବା ପରେ ନଭେମ୍ବର 6 ରେ ଅର୍ଚନା ଙ୍କୁ ଓ ତାହାର 15 ଦିନ ପରେ ଜଗବନ୍ଧୁ ଙ୍କୁ ଗିରଫ କରିଥିଲା | ଆଉ ଏବେ ଖଗା କୁ ଗିରଫ କରିବା ପରେ ଇଡି ବର୍ତ୍ତମାନ ସମସ୍ତ ଘଟଣା ର ତଦନ୍ତ ଆରମ୍ଭ କରିଛି ବୋଲି କୁହାଯାଉଛି |ତାହା ସହିତ ଶ୍ରଦ୍ଧାଞ୍ଜଳି ଙ୍କର ହିରୋଇନ ହେବା ପାଇଁ କଣ ସବୁ କରିଥିଲେ ଓ ଅର୍ଚନା ଙ୍କ ସହିତ କଣ ସବୁ ସମ୍ପର୍କ ସମସ୍ତ ଘଟଣା ର ପରଦା ଫାସ ହେଉଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment