ଯାହାକୁ ରଖେ ଅନନ୍ତ , କି କରିପାରିବ ବଳବନ୍ତ , ଦେଖନ୍ତୁ ଏ ଭିଡିଓକୁ

0

କଥାରେ ଅଛି ଭଗବାନ ଯାହାକୁ ରକ୍ଷା କରିବେ ତାକୁବା କିଏ ମାରି ପାରିବ। କୌଣସି ଉପାୟରେ ବି ସେ ରକ୍ଷା କରିବା ପାଇଁ ଚାଲି ଆସିବେ। ନହେଲେ କିଛି ଚମତ୍କାର ନିଶ୍ଚୟ କରିବେ। ତେଣୁ ଯାହାର ଯେତେବେଳେ ଯାହା ଘଟିବାର ଥିବ ତାହା ନିଶ୍ଚୟ ଘଟିବ ଏଥିରେ କୌଣସି ଦ୍ଵିମତ ନାହିଁ। ଏହାକୁ କେହି ରୋକି ପାରିବେ ନାହିଁ। ଘଟଣା ଦୁର୍ଘଟଣା ଆମ ଜୀବନରେ କେତେବେଳେ ଘଟି ଯାଇଥାଏ ତାହା ପୂର୍ବରୁ କହିବା ସମ୍ଭବ ନୁହେଁ। ବିପଦ କେତେବେଳେ କାହା ପାଖକୁ ମାଡି ଆସିବ ତାହା କେହି କହି ପାରିବେ ନାହିଁ। ଆଉ ଯଦି କିଛି ଘଟିବାର ନଥିବ ତାହେଲେ ବିପଦ ଆସିଲେ ବି ଆପେ ଆପେ ଟଳି ଯିବ, କୌଣସି ଅସୁବିଧା ହେବ ନାହିଁ।

ସେଇପାଇଁ କୁହାଯାଏ ରଖେ ହରି ତ ମାରେ କିଏ। ସେ କେତେବେଳେ କାହାରି ମାଧ୍ୟମରେ ଦୂତ ସାଜି ସେ ଜୀବନ ବଞ୍ଚାଇ ପାରନ୍ତି ତ ଆଉ କେତେବେଳେ ଆଶ୍ଚର୍ଯ୍ୟକର ଘଟଣା ଘଟାଇ ଆପଣଙ୍କ ଜୀବନ ବଞ୍ଚାଇ ପାରନ୍ତି। ସେହିପରି ଏକ ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ଆପଣ ଏହି ଘଟଣା ସଂସ୍ପର୍ଶରେ ଆସିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଏବଂ ଏହା ଭାବିବେ ଯେ ଏହା ବାସ୍ତବରେ କିପରି ସମ୍ଭବ ଅଟେ। ଏହାର ପୂର୍ବାନୁମାନ କେହି କରି ପାରିବେ ନାହିଁ। ଯାହା ଅଚାନକ ଭାବରେ ଆସିଥାଏ ଏବଂ ମଣିଷକୁ ଗଭୀର ଦୁଃଖ ଭିତରକୁ ଠେଲି ଦେଇଥାଏ।

ଆଉ ପୁଣି କେତେବେଳେ ଜୀବନ ସହିତ ସଂଗ୍ରାମ କରିଥାଏ, ଶେଷରେ ଜୀବନ ବି ଚାଲି ଯାଇଥାଏ।ସାମାନ୍ୟ ଅସାବଧାନତା ବେଳେବେଳେ ମଣିଷ ଉପରେ ଭାରି ପଡ଼ିଥାଏ। ଯେଉଁ କାରଣରୁ ଭୟଙ୍କର ବିପଦ ସବୁ ମଣିଷ ଉପରକୁ ମାଡି ଆସିଥାଏ। ଏଥିପାଇଁ ଯେଉଁ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥାଏ ତାହା ବା କଷ୍ଟ ଦାୟକ ହୋଇପଡେ। ବେଳେବେଳେ କେମିତି ଅତିରୁ ଇତି ହୋଇ ଯାଇଥାଏ ତାହା ଆପଣ ଅନେକ ଘଟଣାରୁ ଜାଣି ପାରୁଥିବେ। କିଛି ବ୍ୟକ୍ତି ମାନେ ସେମାନଙ୍କ ଅସ୍ବାଭାବିକ କାର୍ଯ୍ୟ କଲାପ କାରଣରୁ ଏମିତି ଘଟଣାକୁ ଅନେକାଂଶରେ ନିମନ୍ତ୍ରଣ କରିଥାନ୍ତି।

ସେହିପରି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣ ସ୍ପଷ୍ଟ ହୋଇଯିବେ କିପରି ବଡ଼ ବଡ ଦୁର୍ଘଟଣା ରୁ ମଣିଷ ଅଳ୍ପକେ ବର୍ତ୍ତି ଯାଇଥାଏ।ଏହି ଘଟଣା ହେଉଛି ସ୍ମାର୍ଟ ସିଟି ଦାହଡ ର ଏକ ରାସ୍ତାର। ଏଠାରେ ଏକ ଟର୍ଣିଂ ପଏଣ୍ଟ ରେ ଏକ ବସ ଆଉ ଏକ ଗାଡ଼ି ଧକ୍କା ହେବା ଫଳରେ ବାଇକ୍ ଚାଳକ ଜଣଙ୍କ ଗାଡିରୁ ଛିଟକି ହୋଇ ପଡ଼ି ବସ ତଳକୁ ପଶି ଯାଇଥିଲେ।ପରେ କିଛି ସମୟ ପରେ ସେ ଉଠି ଚାଲିଥିଲେ। ତାଙ୍କର କୌଣସି ଗୁରୁତର ଆଘାତ ହୋଇ ନଥିବା ଦେଖିବାକୁ ମିଳିଛି। ଏତେ ବଡ ଦୁର୍ଘଟଣାରୁ ସେ ବର୍ତ୍ତି ଯାଇଥିବାରୁ ଏହାକୁ ଦେଖି ସମସ୍ତେ ଅବାକ୍ ହେବା ସହିତ ଖୁସି ମଧ୍ୟ ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।