New Twist – ଜେଲ ଭିତରେ ପାଗଳର ଅଭିନୟ କରୁଛି ସୈତାନ ଶିବ… ଦେଖନ୍ତୁ Video

ପ୍ରତିଦିନ କିଛି ନା କିଛି ଅଘଟଣା ଦେଖିବା ପାଇଁ ମିଳୁଛି। ଲୋକ ମାନଙ୍କ ମଧ୍ୟରେ ମଣିଷ ପଣିଆ ଗୁଣ ଦେଖିବା ପାଇଁ ମିଳୁନାହିଁ। ଚୋରି, ହତ୍ୟା, ଡକାୟତି, ହତ୍ୟା, ବଳାତ୍କାର ଭଳି ଘଟଣା ପ୍ରତିଦିନ ଦେଖିବା ପାଇଁ ମିଳୁଛି। ଏହା ବ୍ୟତୀତ ବର୍ତ୍ତମାନ ସମୟରେ ପାରିବାରିକ ଘଟଣା ଅଧିକ ମାତ୍ରାରେ ବଢ଼ିଗଲାଣି, ଆପଣ ମାନେ ଦେଖିଥିବେ ପ୍ରାୟତଃ ଅଧିକାଂଶ ପରିବାର ମଧ୍ୟରେ ବିଭିନ୍ନ ପ୍ରକାର କଳହ ଲାଗି ଅନେକ ପ୍ରକାର ବଡ଼ ବଡ଼ ଅପରାଧ ଘଟି ଯାଉଛି।

କେଉଁଠି ବାପା ପୁଅ ମଧ୍ୟରେ ଝଗଡା ଲାଗି ବାପ ପୁଅକୁ ମାରି ଦେଉଛି ତୋ ଆଉ କେଉଁଠି ମାଆ ପୁଅ ମଧ୍ୟରେ ଝଗଡା ଲାଗି ମାଆ ପୁଅକୁ ହତ୍ୟା କରିଦେଉଛି। ତେବେ ଏଭଳି ଭାବରେ ଅନେକ ଘଟଣା ଆମ ସମାଜରେ ଘଟିଥାଏ। ତେବେ ଏଭଳି କିଛି ଘଟଣା ବର୍ତ୍ତମାନ ସମୟରେ ଆପଣ ମାନେ ଦେଖିଥିବେ , ଗୋଟିଏ ପରିବାର ରେ ୫ ଜଣକୁ ମାରିଥିଲେ। ତେବେ ଜେଲ ମଧ୍ୟରେ ଅଛନ୍ତି। ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ଜେଲ ଭିତରେ ରହିଥିବା ଶିବ।

ବନ୍ଧୁଗଣ ଆପଣ ସମସ୍ତେ କିଛି ଦିନ ପୂର୍ବରୁ ଶୁଣିଥିବେ ଯେ ଗୋଟିଏ ପରିବାରର 5 ଜଣ ତାଙ୍କ ସାନଭାଇ ହତ୍ୟା କରିଛନ୍ତି। ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ଏବଂ ସେ କହିଥିଲେ ଯେ ତାଙ୍କ ବଡ଼ ଭାଇ ତାଙ୍କୁ ବହୁତ ହଇରାଣ କରିଛନ୍ତି। ସେଥିପାଇଁ ସେ ଗୋଟିଏ ପରେ ହତ୍ୟା କରି ଥିଲେ। ମରିବା ପରେ ସେମାନଙ୍କ ମୃତ ଦେହ ନିକଟରେ ପ୍ରୟତ ୧ ଘଣ୍ଟା ବସିଥିଲେ କାଳେ କିଏ ବଞ୍ଚିଯିବ। ଏହା ପରେ ସେ ପ୍ରଥମେ ତାଙ୍କ ଶ୍ୱଶୁରଙ୍କ ଘରକୁ ଆସିଥିଲେ। ଘରକୁ ଯିବା ପରେ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କଲା। ବର୍ତ୍ତମାନ ସେ ଜେଲରେ ଅଛନ୍ତି। ସେ ଜେଲରେ ପାଗଳ ପରି କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ଯାହା ଜଣା ପଡୁଛି ଯେ ତାଙ୍କ ମନ ମଧ୍ୟରେ ଟିକିଏ ହେଲେ ବି ଡର କିମ୍ବା ଭୟ ନାହିଁ।

ଟିକିଏ ହେଲେ ଅନୁତାପ ମଧ୍ୟ ନାହିଁ, ମନ ମଧ୍ୟରେ ଯେଉଁ ସମ୍ପତି ପାଇଁ ବଡ଼ ଭାଇର ପରିବାରକୁ ମାରିଥିଲା। ସେଇ ସମ୍ପତି ଭୋଗ କରିବାର ଲୋଭ ମନ ମଧ୍ୟରେ ରହିଛି। ତାଙ୍କର ଏଭଳି ପାଗଳ ଭଳି ଅଭିନୟ କଲେ ହୁଏତ ତାଙ୍କୁ କିଛି ମାତ୍ରାରେ ସଜା କମ ହୋଇଯିବ। ଆଉ ସେ ଜେଲରୁ ଖୁବ ଶୀଘ୍ର ବାହାରକୁ ବାହାରି ଆସି ଉପଭୋଗ କରିବେ। ଏଭଳି ଭାବରେ ପାଗଳ ଭଳି ହେଉଛି। ଖାଇବା ପାଇଁ ଦେଲେ ଖାଇବା ଫୋପାଡ଼ି ଦେଉଛି। ସମସ୍ତଙ୍କୁ ମାରିଦେବ ବୋଲି କହୁଛନ୍ତି। ଯାହାବି ହେଉ ଏଭଳି ଭାବରେ ସେ ବର୍ତ୍ତମାନ ଜେଲ ରେ ବ୍ୟବହାର ଦେଖାଉ ଛନ୍ତି। କେବଳ ଦେଖିବାର ବିଷୟ ଏହା ରହିଲା ଯେ କେବେ ତାଙ୍କୁ ନ୍ୟାୟ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment