ଜୀବନ ଅଛି ତ ସମସ୍ୟା ଅଛି, କାହାର ଜୀଵନରେ କେତେବେଳେ କଣ ହେବ କେହି କହିପାରିବେ ନାହିଁ। ଯେମିତି ସାରୁ ପତ୍ରରେ ପାଣିଟି ପଡିଲେ ଢଳ ଢଳ ହୋଇ ତଳକୁ ଖସି ପଡେ, ମଣିଷ ଜୀବନ ଠିକ ସେମିତି ଅଟେ। ଜୀବନ ହେଉଛି ପାଣି ଫଟକା ପରି, କେତେବେଳେ କାହାର ଜୀବନ ଯିବ, କେହିବି କହି ପାରିବେ ନାହିଁ। ମୃତ୍ୟୁ ଯେବେ ଆସେ ତାକୁ କେହି କେବେ ଅଟକାଇ ପାରେ ନାହିଁ। କିନ୍ତୁ ଯଦି ଯାହାର ଆୟୁଷ ଥାଏ ତାହାଲେ ସ୍ୱୟଂ ଯମ ଚାହିଁଲେ ମଧ୍ୟ କେହି ନେଇ ପାରିବେ। ତେବେ ବେଳେ ଏଭଳି କିଛି ଆକସ୍ମିକ ଦୃଘଟଣା ଆସେ ଯାହାକୁ ଜାଣିବା ମାତ୍ରେ ଅତ୍ୟନ୍ତ ଦୁଃଖ ଲାଗିଥାଏ।
ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ ମଧ୍ୟ କରିବେ। ତେବେ ଘଟଣାଟି ହେଉଛି ଦୁଇଜଣ ମସ୍ୟଜୀବୀ ମାଛ ଧରିବା ସମୟରେ ହଠାତ ପାଣି ମାଡ଼ି ଆସିଲା ଆଉ ସେମାନେ ଗଛ ଉପରେ ଫସି ଯାଇଥିବାର ସୂଚନା ମିଳିଛି। ତେବେ ଘଟଣାଟି ଛୋଟ ଲାଗୁଥିଲେ, ବାସ୍ତବରେ ଏହା ଏକ ଲୋମ ତାଙ୍କୁରି ପୂରା ଘଟଣା ଜାଣିଲେ। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ଏଭଳି ଏକ ଲୋମ ଟାଙ୍କୁରା ଘଟଣା ନୂଆ ପଡା ଜିଲ୍ଲାରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ କମନା ଥାନା ନାୟକ ପଡା ଗାଁର ରାମସିଂ ଭୁଏ ଓ ଧନ ସିଂ ପହଁରିଆ ଦୁହେଁ ଲୟର ଇନ୍ଦ୍ରଜଳ ପ୍ରକଳ୍ପର କେଟ ମେଟ ଅଞ୍ଚଳକୁ ମାଛ ଧରିବା ପାଇଁ ଯାଇଥିଲେ। ଏହା ପରେ ହଠତ ଜଳ ଭଣ୍ଡାର ପାଣି ବଢି ଯାଇଥିଲା ଜୀବନ ରକ୍ଷା କରିବା ପାଇଁ ଦୁଇଜଣ ଏକ ଗଛ ଉପରକୁ ଚଡି ଯାଇଥିଲେ। ପାଣିର ପ୍ରଖର ଏତେ ଥିଲା ଯେ ସେମାନେ ତଳକୁ ଖସି ପାରିନଥିଲେ।
ଏପଟେ ସନ୍ଧ୍ୟ ହୋଇଯାଇଥିବାରୁ ଘୋର ଲୋକେ ବ୍ୟସ୍ତ ହୋଇ ଯାଇଥିଲେ। ଏହା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ ଅଗ୍ନିଶମ ବିଭାଗ ଖବର ପାଇ ସେମାନଙ୍କୁ ଖୋଜା ଖୋଜି କରିଥିଲେ। ଏହା ପରେ ସେମାନେ ପାଣି ଭିତରେ ଫସି ରହିଥିବାର ଦେଖିବା ପାଇଁ ପାଇଥିଲେ। ଉଦ୍ଧାର ପାଇଁ ବୋଟ ଆସି ପାରିଲା ନାହିଁ। ଶେଷରେ ଅଗ୍ନିଶମ କର୍ମଚାରୀ ପହଁରି ସେମାନଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସକ୍ଷମ ହୋଇଥିଲେ। ତାଙ୍କ ପରିବାର ଲୋକେ ଅନେକ ଧନ୍ୟବାଦ ଜଣାଇ ଥିଲେ। ରାମସିଂ ଭୁଏ ଓ ଧନ ସିଂ ପହଁରିଆ ୧୨ ଘଣ୍ଟାର କାହାଣୀ ସେମାନେ ବଖାଣି ଥିଲେ। ତେବେ ଏପଟେ ଅଗ୍ନିସମ ଅଧିକାରୀଙ୍କ ଏଭଳି କମ ପାଇଁ ତାଙ୍କୁ ଚାରି ଆଡୁ ପ୍ରଶଂସା ମିଳିଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।