ଦେଖନ୍ତୁ ଭିଡ଼ିଓ : ଜାଙ୍କଲିନ୍ ଅରବିନ୍ଦ ଙ୍କ ଭିଡିଓ ହେଲା ଭାଇରାଲ…

0

ଅନେକ ସମୟରେ ଆପଣ ମାନେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ ଅଭିନୟ ଜଗତର କଳାକାର ମାନଙ୍କର ଖବର ସାମ୍ନାକୁ ଆସୁଥିବାର।ଏବେ ସୁଟିଂ ବନ୍ଦ ଥିବା ବେଳେ ସେମାନେ କିପରି ଭାବରେ ଘରେ ସେମାନଙ୍କ ସମୟ ଅତିବାହିତ କରୁଛନ୍ତି ତାହା ଭିଡିଓ ମାଧ୍ୟମରେ ଦେଖିବାକୁ ମିଳୁଛି।ତେବେ ଆପଣ ମାନେ ତ ଜାଣିଛନ୍ତି ଓଡ଼ିଆ ଧାରାବାହିକ ଜଗତରେ ନିଜର ଅଭିନୟର ପାରଦର୍ଶିତା ଦେଖାଇ ଅଭିନୟର ଯାଦୁରେ ଓଡ଼ିଆ ଟେଲି ଜଗତର ଜଣେ ଆଗ ଧାଡ଼ିର ଜଣାଶୁଣା ଲୋକପ୍ରିୟ କଳାକାର ହୋଇ ପାରିଛନ୍ତି ଅଭିନେତ୍ରୀ ଜାକଲିନ ପରିଡ଼ା।

ସେ ଏମିତି ଜଣେ ନାୟିକା ଯାହାଙ୍କୁ ଭଲ ପାଆନ୍ତି ସାରା ଓଡ଼ିଶା ବାସୀ ଏବଂ ଅଗଣିତ ଦର୍ଶକ। ସେ ତାଙ୍କର ମିଠା କଥା ସାଙ୍ଗକୁ ଆକର୍ଷଣୀୟ ହସ ପାଇଁ ସବୁବେଳେ ଲୋକ ମାନଙ୍କ ର ପ୍ରଥମ ପସନ୍ଦ ପାଲଟି ଅଛନ୍ତି। କିଏ ବା ତାଙ୍କୁ ଭଲ ନପାଏ। ଏଭଳି ଜଣେ କଳାକାର ଯିଏକି ନିଜର ସୁନ୍ଦର୍ ଅଭିନୟର ଯାଦୁରେ ସମସ୍ତଙ୍କ ହୃଦୟ ଜିତି ପାରିଛନ୍ତି।ତେବେ ତାଙ୍କର ଏହି ଭଳି ଗୁଣ ତାଙ୍କୁ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ହକ୍ ଦାର କରିଛି। ଆଉ ସେଥିପାଇଁ ତାଙ୍କର ପ୍ରଶଂସକ ମାନେ ତାଙ୍କ ପାଇଁ ପାଗଳ ହୋଇଥାନ୍ତି।ସେ ଦେଖିବାକୁ ଯେତିକି ସୁନ୍ଦର୍ ଅଭିନୟ ମଧ୍ୟ ତାଙ୍କର ସେତିକି ଦମଦାର।

ଅନେକ ସମୟରେ ସେ ତାଙ୍କର ଖୋଲା ବିଚାର ଭିତ୍ତିକ କଥା ପାଇଁ ଚର୍ଚ୍ଚାର ପରିସରକୁ ଆସିଥାନ୍ତି।ଆପଣ ତ ଜାଣିଛନ୍ତି କେବଳ ଅଭିନୟ ପାଇଁ ନୁହଁ ବରଂ ନିଜର ମାନବିକତା, ଉଦାରତା ଏବଂ ବଳିଷ୍ଠ ବ୍ୟକ୍ତିତ୍ବ ପାଇଁ ସେ ଅଧିକ ପରିଚିତ। ଅନେକ ପ୍ରଶଂସକ ତାଙ୍କୁ ଅନୁସରଣ କରିଥାନ୍ତି। ତାଙ୍କର ମଜା ମସ୍ତି ମଧ୍ୟ ଟିକିଏ ନିଆରା।ସେ ଅନେକ ସମୟରେ ତାଙ୍କର ପରିବାର, ସାଙ୍ଗ ସାଥି ମାନଙ୍କ ସହିତ ବିତାଉଥିବା ଖୁସିର ମୁହୂର୍ତ୍ତ କୁ କ୍ୟାମେରା ରେ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥାନ୍ତି।ଏବେ ସେହିପରି ତାଙ୍କର ବାହାଘର ର କିଛି ଦୃଶ୍ୟ କୁ ସେ ସେୟାର କରିଛନ୍ତି।

ତାଙ୍କ ବାହାଘରର ଅନେକ ଦୃଶ୍ୟକୁ ରେକର୍ଡ କରି ସେ ଦର୍ଶକ ମାନଙ୍କ ପାଇଁ ଏବେ ସାମ୍ନାକୁ ଆଣିଛନ୍ତି। ଏଥିରେ ସେ କେତେ ଖୁସି ଅଛନ୍ତି ତାହା ଆପଣ ଦେଖିବାକୁ ପାଉଥିବେ। ତେବେ ଅଭିନେତ୍ରୀ ଜାକଲିନ ପରିଡ଼ା ବିବାହ କରୁଥିବା ଯୁବକଙ୍କ ନାମ ହେଉଛି ଅରବିନ୍ଦ। ବିବାହରେ ହାତ ଗଣ୍ଠି ପଡ଼ିବା, ସିନ୍ଦୂର ପିନ୍ଧେଇବା ଆଦି ଦୃଶ୍ୟକୁ ସେ ଏଠାରେ ଦେଖାଇଛନ୍ତି।ଏହା ପୂର୍ବରୁ ଘର ଲୋକଙ୍କ ସହ ତାଙ୍କର ମଜା ମସ୍ତିର ଝଲକ ମଧ୍ୟ ସେ ଏହି ଭିଡ଼ିଓରେ ଦେଖାଇଛନ୍ତି। ବିଭିନ୍ନ ପ୍ରକାର ଢଙ୍ଗରେ ସେ ଫଟୋ ଉଠାଇବା ସହ ବହୁତ ମଜା ମସ୍ତି ମଧ୍ୟ କରୁଛନ୍ତି। ଅରବିନ୍ଦ ଙ୍କ ସହ ଜାକଲିନ ଙ୍କ ଯୋଡ଼ି ବେଶ ସୁନ୍ଦର୍ ଲାଗୁଛି। ଆପଣ ବି ଏହି ଭିଡ଼ିଓରେ ତାଙ୍କର ମଜା ମସ୍ତିର ଝଲକ ଦେଖି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।