ଦେଖନ୍ତୁ ଭିଡ଼ିଓ : ଜାଙ୍କଲିନ୍ ଅରବିନ୍ଦ ଭିଡିଓ କରୁଥିବା ସମୟରେ ଭଉଣୀ ସହ ଝଗଡା, ଭିଡ଼ିଓ ଦେଖିଲେ ହେବେ ତାଯୁବ…

0

ବନ୍ଧୁଗଣ ଆପଣ ଜାଣିଛନ୍ତି ନିକଟରେ ଟେଲି ଜଗତର ଜଣେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଜାଙ୍କଲିନ ପରିଡ଼ା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କର ବିବାହର ଅନେକ ଫଟୋ ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ଆପଣ ଦେଖିବାକୁ ପାଇଥିବେ। ତେବେ ଆପଣ ତ ଜାଣିଛନ୍ତି ଅଭିନେତ୍ରୀ ଜାଙ୍କଲିନ ଓଡ଼ିଆ ଧାରାବାହିକ ଜଗତରେ ନିଜର ଅଭିନୟର ପାରଦର୍ଶିତା ଦେଖାଇ ଅଭିନୟର ଯାଦୁରେ ଓଡ଼ିଆ ଟେଲି ଜଗତର ଜଣେ ଆଗ ଧାଡ଼ିର ଜଣାଶୁଣା ଲୋକପ୍ରିୟ କଳାକାର ହୋଇ ପାରିଛନ୍ତି।ସେ ଏମିତି ଜଣେ ନାୟିକା ଯାହାଙ୍କୁ ଭଲ ପାଆନ୍ତି ସାରା ଓଡ଼ିଶା ବାସୀ ଏବଂ ଅଗଣିତ ଦର୍ଶକ।

ସେ ତାଙ୍କର ମିଠା କଥା ସାଙ୍ଗକୁ ଆକର୍ଷଣୀୟ ହସ ପାଇଁ ସବୁବେଳେ ଲୋକ ମାନଙ୍କ ର ପ୍ରଥମ ପସନ୍ଦ ପାଲଟି ଅଛନ୍ତି। କିଏ ବା ତାଙ୍କୁ ଭଲ ନପାଏ। ଏଭଳି ଜଣେ କଳାକାର ଯିଏକି ନିଜର ସୁନ୍ଦର୍ ଅଭିନୟର ଯାଦୁରେ ସମସ୍ତଙ୍କ ହୃଦୟ ଜିତି ପାରିଛନ୍ତି।ତେବେ ତାଙ୍କର ଏହି ଭଳି ଗୁଣ ତାଙ୍କୁ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ହକ୍ ଦାର କରିଛି। ଆଉ ସେଥିପାଇଁ ତାଙ୍କର ପ୍ରଶଂସକ ମାନେ ତାଙ୍କ ପାଇଁ ପାଗଳ ହୋଇଥାନ୍ତି।ସେ ଦେଖିବାକୁ ଯେତିକି ସୁନ୍ଦର୍ ଅଭିନୟ ମଧ୍ୟ ତାଙ୍କର ସେତିକି ଦମଦାର। ତାଙ୍କର ବହୁତ୍ ସାରା ଫ୍ୟାନ ରହିଥିବା ବେଳେ ଅନେକ ପ୍ରଶଂସକ ତାଙ୍କୁ ଅନୁସରଣ କରିଥାନ୍ତି।

ସେ ଅନେକ ସମୟରେ ତାଙ୍କର ପରିବାର, ସାଙ୍ଗ ସାଥି ମାନଙ୍କ ସହିତ ବିତାଉଥିବା ଖୁସିର ମୁହୂର୍ତ୍ତ କୁ କ୍ୟାମେରା ରେ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥାନ୍ତି।ଏହି ନିକଟରେ ତାଙ୍କର ବାହାଘର ର କିଛି ଦୃଶ୍ୟ କୁ ସେ ସେୟାର କରିଥିଲେ। ବିବାହ ସମୟର ଅନେକ ଫଟୋ କୁ ସେ ଉଠାଇବା ସହ ବହୁତ ମଜା ମସ୍ତି ମଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା। ତାଙ୍କ ପୁରୁଷ ବନ୍ଧୁ ଅରବିନ୍ଦ ଙ୍କ ସହ ଜାକଲିନ ଙ୍କ ବିବାହ ହେବା ପରେ ସେମାନେ ବିବାହ ପରେ ବହୁତ୍ ଖୁସି ନଜର ଆସିଛନ୍ତି। ସେମାନଙ୍କ ଯୋଡ଼ି ବେଶ ସୁନ୍ଦର୍ ଲାଗୁଛି।

ଏବେ ଆଉ ଏକ ଭିଡିଓ ସେ ସେୟାର କରିଛନ୍ତି ଯେଉଁଥିରେ ଅରବିନ୍ଦ ଙ୍କ ସହ ଭିଡିଓ ସୁଟିଂ କରୁଥିବାର ଦେଖିବାକୁ ମିଳିଛି।ଏହି ସମୟରେ ଅରବିନ୍ଦ ଙ୍କ ଭଉଣୀ ଅରବିନ୍ଦ ଙ୍କ ସହ ଖୁସି ମଜାର ସହ ମାରପିଟ୍ କରୁ ଥିବାର ମଧ୍ୟ ଦେଖିବାକୁ ମିଳିଛି।ଏହି ଭିଡିଓ ରେ ସେମାନେ କିପରି ଭାବରେ ଖୁସିର ସହ ମାରପିଟ୍ ଲାଗୁଛନ୍ତି ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ।ଏହି ସମୟରେ ଜାଙ୍କଳିନ ଅପର ପଟେ କ୍ୟାମେରା ପଛରେ ରହି ଭାଇ ଭଉଣୀଙ୍କ ଏହି ମାରପିଟ୍ କୁ ଉପଭୋଗ କରୁଛନ୍ତି ଏବଂ ହସୁ ଛନ୍ତି। ବିବାହ ପରେ ଜାଙ୍କଲିନ ଏବଂ ଅରବିନ୍ଦ ଙ୍କ ଏହିଭଳି ଖୁସି ମୁହୂର୍ତ୍ତର କିଛି ଭିଡିଓ ପ୍ରଶଂସକ ମାନଙ୍କୁ ବେଶ୍ ପସନ୍ଦ ଆସୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।