ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଶୁଣିଲେ ଆପଣ ଙ୍କ ଆଖିରେ ମଧ୍ୟ ପାଣି ଆସିଯିବ | ତେବେ ଆପଣ ମାନେ ତ ଜାଣିଛନ୍ତି ଶ୍ରାବଣ ମାସ ଆସିଲେ କଉଡ଼ିଆ ମାନଙ୍କର ଭିଡ଼ ସମସ୍ତ ଶୌବ ପୀଠ ମାନଙ୍କରେ ଲାଗିଥାଏ | ଆଉ ଭକ୍ତ ମାନେ ମଧ୍ୟ ଦେବ ଦେବ ମହାଦେବ ଙ୍କ ପ୍ରତି ଥିବା ଭକ୍ତି ଭାବରେ ଶିବ ଙ୍କ ପାଖକୁ ଯାଇଥାନ୍ତି | ଆଉ ଶିବ ଙ୍କ ମୁଣ୍ଡରେ ପାଣି ଢାଳି ପୁଣ୍ୟ ମଧ୍ୟ ଅର୍ଜନ କରିଥାନ୍ତି | କିନ୍ତୁ ବର୍ତ୍ତମାନ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯୋଉଁଥିପାଇଁ କାଉଡ଼ିଆ ଜଣଙ୍କ ପ୍ରାଣ ହରାଇଥିବାର ଜଣା ପଡିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଘଟିଥିବା ସେଭଳି ଗୋଟିଏ ଅଭାବନୀୟ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆପଣମାନେ ତ ବେଶ ଭଲ ଭାବରେ ଜଣାଇଥିବେ କି ଶ୍ରାବଣ ମାସ ହେଉଛି ଗୋଟିଏ ଧର୍ମ ଓ ଭକ୍ତି ର ମାସ | ଆଉ ଯୋଉଁ ମାସ ହେଉଛି ମହାଦେବ ଙ୍କର ପ୍ରିୟ ମାସ କାରଣ ଏହି ମାସରେ ଭକ୍ତ ମାନେ କେତେ ଭକ୍ତି ଆଉ ଆଶା ନେଇକି ଠାକୁରଙ୍କ ପାଖକୁ ଯାଇଥାନ୍ତି | ଆଉ କାନ୍ଧରେ ବାହୁଙ୍ଗୀ କଢେଇ ପାଣି ନେଇ ଶୌବ ପୀଠ ଯାଇଥାନ୍ତି ଆଉ ସେଠି ମହାଦେବ ଙ୍କୁ ଜଳାଭିଷେକ କରନ୍ତି | ତେବେ ସେହି ଭଳି ଜଳ ଲାଗି ପାଇଁ ଯାଇଥିଲେ ଦୁଇଜଣ ଭକ୍ତ ଆଉ ଏପରି ଘଟଣା ଘଟିଲା ଯାହା ସମସ୍ତଙ୍କୁ ମର୍ମାହତ କରାଇଦେଇଛି |
ତେବେ ଘଟିଥିବା ଘଟଣା ଟି ହେଉଛି ଢେଙ୍କାନାଳ ଜିଲ୍ଲା କରଞ୍ଜକ ଥାନା ଅନ୍ତର୍ଗତ କୁଆଳ ଗ୍ରାମ ରୁ | ତେବେ ଯାହା ଜଣା ପଡିଛି କି ଗୁଆଳି ଗ୍ରାମ କେନାଲ ରୁ ଜଳ ଲାଗି ପାଇଁ ପାଣି ଉଠାଇବାକୁ ଆସିଥିଲେ ଦୁଇ ଭକ୍ତ | ଆଉ ପାଖରେ ଥିବା ଅଷ୍ଟଶମ୍ଭୁ ଙ୍କ ମନ୍ଦିରକୁ ଜଳ ଲାଗି ପାଇଁ ଆସୁଥିଲେ | ଆଉ ଏହା ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଥିବାରୁ ପାଣି ଆଣିବା ପାଇଁ ବାଇକ ଯୋଗେ ଆସିଥିଲେ କେନାଲ ନିକଟକୁ | ଆଉ ପାଣି ବୁଡାଇବା ସମୟରେ ପାଦ ଖୋସିଯିବା ଫଳରେ କେନାଲ ରେ ଭାସିଯାଇଥିଲେ ଦୁଇ ଜଣା କଉଡ଼ିଆ |
ତେବେ ଭାସିଯାଇଥିବା କାଉଡ଼ିଆ ଜଣଙ୍କ ହେଉଛନ୍ତି ତାଳଚେର ଆଇଟିଆଇ ଅଞ୍ଚଳର ମହେଶ ବାବୁ | ତେବେ ଦୁଇଜଣ କଉଡ଼ିଆ ଅସାବଧାନତା ଯୋଗୁଁ ଭାସିଯାଇଥିବା ବେଳେ ନିକଟସ୍ଥ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ଖବର ପାଇଁ ଜଣଙ୍କୁ ଉଦ୍ଦାର କରିଥିଲେ ମାତ୍ରା ଆଉ ଜଣେ ନିଖୋଜ ଥିବାର ଜଣା ପଡିଛି | ତେବେ ନିଖୋଜ ଲୋକ ଟିକୁ ଖୋଜିବା ପାଇଁ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗ କୁ କଲ କରିଥିଲେ ଆଉ ସେମାନେ ଆସି ଖୋଜା ଖୋଜି କରିଥିଲେ ମଧ୍ୟ ଏବେ ଯାଏ ନିଖୋଜ ଲୋକର କିଛି ବି ପର୍ତ୍ତା ମିଳି ନ ଥିବାର ସୂଚନା ମିଳିଛି | ଯାହା ଏବେ ସେସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।