ଆଶ୍ଚର୍ଯ୍ୟ ! ଯମ ହାବୁଡ଼ରେ 2022 ଘଟିବାକୁ ଯାଉଛି କଳି ଯୁଗର ଶେଷ ଭୟଙ୍କର ଦୃଶ୍ୟ…ଦେଖନ୍ତୁ ଭିଡ଼ିଓ

0

ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ମହିମା ଏବଂ ତାଙ୍କର ଦିବ୍ୟ ଦର୍ଶନ ଅନେକଙ୍କୁ ସତ୍ ମାର୍ଗରେ ପରିଚାଳିତ ହେବା ପାଇଁ ପ୍ରେରିତ କରିଛି। କେବଳ ସେ ନୁହେଁ ତାଙ୍କ ଭଳି ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ।ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ପ୍ରମାଣ ଆମେ ଏବେ ପାଉଛୁ।

ତେବେ ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା। ଯାହାକୁ କହୁଛନ୍ତି ମାଳିକା ବିଶାରଦ ଦିବାକର ଦାସ। ଏହି ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ ଅଟେ।ସେ କହିଛନ୍ତି ଯେ ୨୦୨୨୨ ରେ କଣ ସବୁ ଏମିତି କ୍ଷୟକାରୀ ଘଟଣା ଘଟିବାକୁ ଯାଉଛି ଏବଂ ଏହାର ପ୍ରଭାବ କିପରି ଭାବରେ ମଣିଷ ସମାଜ ଉପରେ ପଡ଼ିବ।

ତେବେ ଯାହା ସବୁ ମାଳିକା ରେ ବର୍ଣ୍ଣିତ ରହିଛି, ଯେ ବାଇଶି ପାହାଚରେ ମୀନ ଖେଳିବ, ନୀଳଚକ୍ର ଛୁଇଁବ ପାଣି, ମୋବାଇଲ୍ ଫୋନ୍ ସାଜିବ ଖେଳନା, ନେଟୱର୍କ ଏବଂ ସାଟେଲାଇଟ୍ କିଛି କାମ କରିବ ନାହିଁ, ଲଞ୍ଜା ତାରା ଖସିବ, ଶୁନ୍ୟରୁ ଭୈରବ ଡାକିବ, ବିଶ୍ଵ ମାନଚିତ୍ରରୁ ହଟି ଯିବ ଚାଇନା, ବର ଓହଳ ଗାଦି ଛୁଇଁବ, ଆଉ ଯୁଗ ପରିବର୍ତ୍ତନ ର ସଙ୍କେତ ମିଳିବ। ତେବେ ଏସବୁ କଥା ସତ କି କାଳ୍ପନିକ ତାକୁ ନେଇ ମତ ରଖିଛନ୍ତି ଦିବାକର ଦାସ।ସେ କହିଛନ୍ତି ଏସବୁ ଜିନିଷ ସତ ଘଟିବ। ଯାହା ମହାପୁରୁଷ ଲେଖିଛନ୍ତି ସେସବୁ ନିଶ୍ଚୟ ସମୟକ୍ରମେ ଘଟିବ, ଏଥିରେ ସନ୍ଦେହ ନାହିଁ।

ଏହାଛଡା ଧିରେ ଧିରେ ସମାଜ ରେ ଅରାଜକତା ବୃଦ୍ଧି ପାଇବ। କେହି କାହାକୁ ମାନିବେ ନାହିଁ। ଚୋରି, ତସ୍କର ବୃଦ୍ଧି ପାଇବ। ଏସବୁ ଏତେ ମାତ୍ରାରେ ବୃଦ୍ଧି ପାଇବ ଯେ ସତ୍ ବୋଲି ଜିନିଷ କିଛି ରହିବ ନାହିଁ।୨୦୨୨ ମସିହାରେ ଅନେକ ବଡ଼ ବିପତ୍ତି ର ସାମ୍ନା କରିବ ମଣିଷ ସମାଜ। ବଡ ବଡ ବ୍ୟାଧି ସବୁ ଦେଖାଦେବ। ଏହାକୁ ନେଇ ହନ୍ତ ସନ୍ତ ହୋଇ ପଡ଼ିବ ସାରା ମଣିଷ ସମାଜ। ତେବେ ଅନେକ ସଂଖ୍ୟାରେ ଲୋକେ ରୋଗରେ ପଡ଼ିବେ। ଏମିତି ସବୁ ରୋଗ ଦେଖାଦେବ, ଯାହାକୁ ଡ଼ାକ୍ତର ବିଶେଷଜ୍ଞ ମାନେ ମଧ୍ଯ ଚିହ୍ନି ପାରିବେ ନାହିଁ। ତେଣୁ ୨୦୨୨ ଅନେକ ଙ୍କ ପାଇଁ ଦୁଃଖ ଦାୟକ ସ୍ଥିତି ସୃଷ୍ଟି କରିବ ଯଦି ମଣିଷ ସଚେତନ ନହୁଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।