ଶେଷରେ ହେଲା ମହାଖୁଲାସା ! ଜମାନ ବନ୍ଦୀ ଲେଖିବା ସମୟରେ କାହିଁକି ବସିଥିଲେ DFO ସବୁ ପର୍ଦାଫାଶ କଲା CCTV କ୍ୟାମରା ରେ ପର୍ଦାଫାଶ…

0

ଆଜିକାଲି ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଭଳି ଘଟଣା ସମାଜରେ ଦେଖିବା ପାଇଁ ପାଇଥାଉ। ପ୍ରତିଦିନ ବିଭିନ୍ନ ଅପରାଧ ଦେଖିବା ପାଇଁ ମିଳୁଛିଡକାୟତ, ଚୋରି ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ଦେଖିବା ପାଇଁ ମିଳୁଛି। ଏହା ବ୍ୟତୀତ ପାରିବାରିକ ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବରେ ସମାଜରେ ଦେଖିବା ପାଇଁ ମିଳୁଛି। ମନୁଷ୍ୟ ବର୍ତ୍ତମାନ ଚାପ ଆଡ଼କୁ ଧୀରେ ଧୀରେ ଗତି କରୁଛି। ସେଥିପାଇଁ ସମାଜରେ ବିଭିନ୍ନ ପ୍ରକାର ଘଟଣା ଦେଖିବା ପାଇଁ ମିଳୁଛି।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି, AFO ମୃତ୍ୟୁ ହୋଥିବା ଘୋଟଣା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ପ୍ରତ୍ୟେକ ଦିନ ACF ମୃତ୍ୟୁ ଘଟଣାରେ କିଛି ନା କିଛି ଖବର ଶୁଣିବା ପାଇଁ ମିଳୁଛି, ତେବେ ମାନବା ଅଧିକାର କମିଶନ ACFଙ୍କ ମୃତ୍ୟୁ ନେଇ ଏଭଳି କିଛି ପ୍ରଶ୍ନ କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିବା ସହିତ, ACF ଙ୍କ ହତ୍ୟା ହୋଇଥିବା ସ୍ପଷ୍ଟ ସୂଚନା ମିଳୁଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ପାରଳାଖେମୁଣ୍ଡି ACF ସୋମ୍ୟରଂଞ୍ଜନ ମହାପାତ୍ର ଅଚାନକ ନିଆଁରେ ପୋଡି ମୃତ୍ୟୁ ହୋଇଯିବା ଏହାକୁ କେହିବି ସହଜରେ ଗ୍ରହଣ କୃପାରୁନାହାନ୍ତି। ଆଉ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଯେଉଁଭଳି ଭାବରେ ଘୃଣା କରୁଥିଲେ। ଲୋକଙ୍କ ସନ୍ଦେହ ଆହୁରି ଦୃଡ଼ କରିଛି। ତେବେ ACF ସୋମ୍ୟରଂଞ୍ଜନ ମୃତ୍ୟୁ ଦୀର୍ଘ ୧୯ ଦିନ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ଖବର ପାଉନାହାନ୍ତି, ପାରଳାଖେମୁଣ୍ଡି ପୋଲିସ ଆଧିକାରୀ। ବର୍ତ୍ତମାନ ସୁଦ୍ଧା ସନ୍ଦେହ ଘେରରେ ରହିଛି ତାଙ୍କର ମୃତ୍ୟୁର ରହସ୍ୟ, ତେବେ ତାଙ୍କ ସନ୍ଦେହ ଜନକ ମୃତୁକୁ ନେଇ ମାନବା ଅଧିକାର କମିଶନ ACFଙ୍କ ମୃତ୍ୟୁ ନେଇ ଏଭଳି କିଛି ପ୍ରଶ୍ନ କରିଛନ ? ତେବେ ତାଙ୍କ କହିବା କଥା ଯେ ଜଣେ ACF ଅଧିକାରୀ ନିଆଁରେ ପୋଡ଼ି ହେବା ଅସମ୍ଭବ। କାରଣ ସେମାନଙ୍କୁ ଟ୍ରେନିଂ ଦିଆଯାଇଥାଏ, ଯେ ଯଦି ଜଙ୍ଗଲରେ ନିଆଁ ଲାଗିଯାଇଥାଏ, ତାକୁ କିପରି ଭାବରେ ଲିଭାଯିବ ଏବଂ ନିଜ ଦେହରେ ଯଦି ନିଆଁ ଲାଗିଯାଇଥାଏ। ତାହାଲେ ଏହାକୁ କିପରି ଭାବରେ ଲିଭା ଯିବ।

ଗୋଟିଏ ରୁମରେ ସାଧାରଣ କାଗଜ ପୋଡ଼ାରେ ନିଆଁ ଲାଗିବା ଅସମ୍ଭବ, ଯେଉଁ ଜାଗାରେ ନିଆଁ ଲାଗିଥିଲା ସେଠାରେ ଜିନିଷ ଗୁଡିକ କିପରି ଭାବରେ ଠିକ ଠାକ ହୋଇ ରହିଥିଲା। କାରଣ ଯଦି ଗୋଟିଏ ଛୋଟ ମାଛ ଦେହରେ ନିଆଁ ଲାଗିଲେ ଯେପରି ଛୋଟ ପଟ ଡାକିଥାଏ ଆଉ ମଣିଷ କିପରି ଭାବରେ ଗୋଟିଏ ଜଗାରେ ଠିଆ ହୋଇ ରହିଲା। ତଦନ୍ତ ବେଳେ DFO ନିଜେ ସବୁ ପ୍ରମାଣ ନଷ୍ଟ କରିଥାଇ ପାରନ୍ତି ? କିମ୍ବା ପୋଲିସ DFO ସହିତ ବୁଝାମଣା ହୋଇଛି କି ? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମଧ୍ୟରେ ରହିଛି। ତେବେ ଖାଲି ଦେଖିବାର ବିଷୟ ଯେ କେବେ ତାଙ୍କୁ ନ୍ୟାୟ ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।