କ’ଣ ଚିନି ଖାଇଲେ ଡାଏବେଟିସ୍‌ ହୋଇଥାଏ କି ? ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ । Dr. Sukanya Gobindan

ଆଜିକାଲି ବୟସ ବଡ଼ିବା ସହିତ ଲୋକ ମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଇ ଯାଉଛନ୍ତି ।ଆଉ ସେସବୁ ମୂଳରେ ରହିଛି ଆମର ବ୍ୟସ୍ତ ଜୀଵନ ଚର୍ଯ୍ୟା ଓ ଅବ୍ୟବସ୍ତିତ ଖାଦ୍ୟ ପ୍ରଣାଳୀ ।ତେବେ ଆମେ କେତେ ବେଳେ କଣ ଖାଦ୍ୟ ଖାଇ ଥାଉ ତାହାର କିଛି ନଜର ନଥାଏ, ଆମ ପାଟିକୁ ଯେଉଁ ଖାଦ୍ୟ ସ୍ୱାଦ ଲାଗୁଥାଏ ଆଉ ଆମ ଆଗରେ ସେହି ଖାଦ୍ୟ ଥିଲେ ଆମେ ନିଜକୁ ଆଉ ନୀୟତ୍ରୀତ କରି ପାରୁନା ।ତେବେ ପରବର୍ତ୍ତୀ ସମୟରେ ଆମେ ବହୁତ ଭଞଙ୍କରୀ ରୋଗରେ ପୀଡିତ ହେଇଯାଉ ।

ତେବେ ଆଜିକାଲି ଡାଇବେଟିସ ପ୍ରତି ଘରେ ଘରେ ଦେଖା ଯାଉଛି ଆଉ ଏହା ଯାହାକୁ ଥରେ ହୁଏ ତାହା ଆଉ ଭଲ ହୁଏନା ।ତେବେ ବହୁତ ଲୋକଙ୍କ ମାନଙ୍କ ଭିତରେ ଏକ ଧାରଣା ରହିଥାଏ କି ଚିନି ଖାଇଲେ ଡାଇବେଟିସ ହେଇଥାଏ ତେବେ ଜାଣି ରଖନ୍ତୁ ଏହା ଆପଣଙ୍କର ଏକ ଭୁଲ ଧାରଣା ଅଟେ ।ତେବେ ମିଠା ବା ଚିନି ଜାତୀୟ ଖାଦ୍ୟ ଖାଇଲା ବେଳେ କିଛି ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ ଯାହା ଦ୍ୱାରା ଆପଣଙ୍କୁ ଡାଇବେଟିସ ହେବ ନାହିଁ ।ତେବେ ଆସନ୍ତୁ ଜାଣିବା ସେହି ଦିଗ ଗୁଡିକ କଣ କଣ ।

1.ପ୍ରଥମେ ଧ୍ୟାନ ଦେବେ ଯଦି ଚିନି ଖାଇଲେ ବି ଆପଣଙ୍କ ଓଜନ ଠିକ ରହୁଛି ତାହେଲେ ଆପଣଙ୍କୁ ଡାଇବେଟିସ ନାହିଁ ।ଆଉ ଯଦି ଯଦି ଚିନି ଖାଇବା ସହ ଆପଣଙ୍କ ଓଜନ ଖୁବ ଶୀଘ୍ର ବଡିବାରେ ଲାଗୁଛି ତାହେଲେ ଆପଣଙ୍କୁ ନିଶ୍ଚିତ ଡାଇବେଟିସ ରହିଛି ।

2.ଆଉ ଯେତେବେଳେ ରୁଟି ଖାଇଲେ ସେଥିରେ କ୍ୟାଲୋରୀ କମ ଥାଏ ଓ ପେଟ ବି ପୁରୀ ଯାଏ କିନ୍ତୁ ମିଠା ରେ କ୍ୟାଲୋରୀ ଅଧିକା ଥାଏ ଓ ପେଟ ପୁରେ ନାହିଁ ।ଆଉ ଲଗାତର ଏମିତି ମିଠା ଖାଇବା ସହ ଓଜନ ବଡ଼ିଲେ ଡାଇବେଟିସ ହେଇଥାଏ ।

ଡାଇବେଟିସ ହେବାର କାରଣ :-

-ପ୍ରତ୍ୟେକ ମଣିଷ ପ୍ରତିଦିନ 1200 ରୁ 1500 କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଦରକାର ।କିନ୍ତୁ ସେହି ଜାଗାରେ ଆପଣ 3ରୁ 4ତା ମିଠା ଖାଉ ଛନ୍ତି ତାହେଲେ ତାହା 800 ରୁ 900 କ୍ୟାଲୋରୀ ପୂରଣ କରି ଦେଉଛି ।ଆଉ ତାପରେ ଯେତେ ବି ଖାଦ୍ୟ ଖାଇଲେ ତାହା 1300 କ୍ୟାଲୋରୀ ରୁ ଅଧିକା ହେଇ ଯାଉଛି ।

-ତେବେ ଅଧିକା କ୍ୟାଲୋରୀ କୁ ଵର୍ଣ୍ଣ କରିବା ପାଇଁ ଆମ ଶରରୀରେ ସେତିକି ଇନସୁଳୀନ ନାହିଁ ।ତେଣୁ ବଳକା କ୍ୟାଲୋରୀ ଆମ ଶରୀରରେ ସୁଗାଲ ଲେବୁଲ କୁ ବଡେ଼ଇ ଦେଇଥାଏ ।

କେମିତି ନହେବ ଡାଇବେଟିସ:-

-ତେଣୁ ସେଥିପାଇଁ ଆପଣଙ୍କୁ ଅଧିକ ମିଠା ଓ ମସଲା ଯୁକ୍ତ ଖାଦ୍ୟକୁ ଏଡାଇବାକୁ ହେବ ।

-ଆଉ ଖାଦ୍ୟ ଖାଇବା ଅନୁସାରେ ଏକ୍ସାସାଇଜ କରିବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment