Exclusive : ଯାଞ୍ଚ୍‌ ହେବ କଲ୍‌ ଡିଟେଲସ୍‌… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ବହୁ ଚର୍ଚ୍ଚିତ ଅଭିନେତା ମାନଙ୍କ ମଧ୍ୟରୁ ଜଣେ ଥିଲେ ଅଭିନେତା ରାଇମୋହନ, ଅନେକ ଚଳଚିତ୍ର ଓ ଅପେରା କରି ଚଳଚିତ୍ର ଦୁନିଆରେ ନିଜ ନାଁ କୁ ଉପରେ ରଖିଥିଲେ ସେହି ଅଭିନେତା ଜଣଙ୍କ, ଆଉ ସମସ୍ତଙ୍କ ମନରେ ଜାଗା ମଧ୍ୟ କରିଥିଲେ | କିନ୍ତୁ ରାଇମୋହନ ଙ୍କ ଏପରି ମୃତ୍ୟୁର ଘଟଣା ସମସ୍ତଙ୍କୁ କୋରେଇ ଦେଇଛି ଚିନ୍ତିତ ତେବେ କଣ ପାଇଁ ରାଇମୋହନ ଭଳି ଜଣେ ଅଭିନେତା ଏହିଭଳି ଷ୍ଟେପ ନେଇଥିଲେ , ଆଉ ସମ୍ପୂର୍ଣ୍ଣ ଘଟଣା ପଛରେ କଣ ରହସ୍ୟ ରହିଛି , ତାହାକୁ ଜାଣିବା ପାଇଁ ପୁରା ପୋଲିସ ଟିମ ଲାଗି ପଡିଥିଲେ | ଆଉ କଣ ପାଇଁ ରାଇମୋହନ ଙ୍କ ମୃତ୍ୟୁ ହେଲା ସମସ୍ତ ଘଟଣା ର କାରଣ ଜାଣିବା ପାଇଁ ଚାହିଁଥିଲେ ଓ ତଦନ୍ତ ମଧ୍ୟ କରି କିଛି ତଥ୍ୟ ମଧ୍ୟ ଦେଇଥିଲେ ପୋଲିସ ଆଦିକାରୀ |ତେବେ ଆସନ୍ତୁ ଜାଣିବା କଣ ଥିଲା ସେହି ତଥ୍ୟ ଆଉ ଘଟଣା ପଛରେ କଣ ଥିଲା ପ୍ରକୃତ ରହସ୍ୟ ଆସନ୍ତୁ ଜାଣିବା |

ତେବେ ପୋଲିସ ଅଧିକାରୀ ରାଇମୋହନ ଙ୍କ ମୃତ୍ୟୁ ଘଟଣା ନେଇକି ତଦନ୍ତ କରିଥିଲେ , ଆଉ ସମସ୍ତ ଘଟଣାରୁ ଯାହା ଜଣା ପଡିଥିଲା କି ସମସ୍ତ ଘଟଣା ପଛରେ ତାଙ୍କ ପାରିବାରିକ ବିବାଦ ସାମିଲ ଅଛି, ଆଉ ସେଇ ବାରିବାରିକ ବିବାଦ ପାଇଁ ଏମତି ହେଇଛି ବୋଲି କିଛି ମାତ୍ରାରେ ତଦନ୍ତ ରୁ ଜଣା ପଡିଛି |ପୋଲିସ ଅଧିକାର ଙ୍କ କହିବା କଥା କି ରାଇମୋହନ ପ୍ରେମ ବିବାହ କରିଥିଲେ ଆଉ ଜଣେ ସ୍ତ୍ରୀ ହିସାବରେ ସ୍ୱାମୀଙ୍କ ପାଖେ ପାଖେ ରହିବା ହେଉଛି ସ୍ତ୍ରୀଙ୍କ ଧର୍ମ | ତେବେ ରାଇମୋହନ ଙ୍କ ସମ୍ବେଦିନ ଶିଳ ମୁହୂର୍ତ୍ତ ରେ ରାଇମୋହନ ଙ୍କୁ ଯୋଗିଥିଲେ ହୁଏତ ତାଙ୍କ ସହିତ ଏପରି କିଛି ଘଟଣା ଘଟିନଥାନ୍ତା |ତେବେ ରାଇମୋହନ ଓ ତାଙ୍କର ପତ୍ନୀ ପରସ୍ପର ପରସ୍ପରଙ୍କୁ ବହୁତ ଭଲ ପାଉଥିଲେ , ଯାହା ରାଇମୋହନ ଙ୍କ ପାଖରେ ଥିବା 60 ବର୍ଷ ତଳର ଚିଠି କୁ ଦେଖିଲେ ରାଇମୋହନ ଓ ରଞ୍ଜିତା ଙ୍କ ମଧ୍ୟରେ ଥିବା ସମ୍ପର୍କ କଥା କୁ ଜାଣିପାରିବେ |

ତେବେ ପୋଲିସ ଅଧିକାରୀ ଙ୍କର ଯାହା କହିବା କଥା କି ଯେତେବେଳେ ରାଇମୋହନ ଏହି ଭଳି ମାନସିକ ଟେନସନ ରେ ଥିଲେ ସେତେବେଳେ ରଞ୍ଜିତା କୁଆଡେ ଯାଇଥିଲେ , ଆଉ ତାଙ୍କର ଦୁଇ ଝିଅ କୁଆଡେ ଥିଲେ | ତେବେ ଆଉ ଗୋଟିଏ କଥା ମଧ୍ୟ କହିଥିଲେ କି ସେ ଚାହୁଁଥିଲେ କି ତାଙ୍କର ଝିଅ ସବୁବେଳେ କିଛି କଥା ତାଙ୍କ ସହିତ ସେୟାର କରନ୍ତୁ | ଆହୁରି ମଧ୍ୟ ସେ ପୋଲିସ ଅଧିକାରୀ କହିଥିଲେ କି ପ୍ରେତେକ ବାପା ଚାହାଁନ୍ତି କି ତାଙ୍କ ଝିଅ ଗୋଟିଏ ଭଲ ପୁଅଙ୍କୁ ବିବାହ କରୁ |ତେବେ ପରିବାର ରେ ଯାହା ବି ପ୍ରୋବ୍ଲେମ ହେଇଛି ସ୍ତ୍ରୀ ହିସାବରେ ସମାଧାନ କରିବା କଥା କିନ୍ତୁ ତାହା ହୋଇନଥିଲା, ଆଉ ଯାହା ଫଳରେ ଏପରି ଘଟଣା ଘଟିଛି ବୋଲି କୁହାଯାଉଛି |

ତେବେ ଏହି ସବୁ ପାରିବାରିକ ବିବାଦ ଯୋଗୁଁ ଏମିତି ଘଟଣା ଘଟିଛି ବୋଲି ଆଦିକାରୀ ଜଣଙ୍କ କହିଛନ୍ତି ଯାହା ସେସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment