ଜଣେ ଲୋକ ମଣିଷ ମାରିଦେଲା ,ବନ୍ଧୁକ ମିଳିଲାନି ବୋଲି କଣ ସଜା ମିଳିବନି… ମେମୋରୀ ଚିପ୍ ମିଳିଲାନି ବୋଲି କଣ ଶର୍ମିଷ୍ଠାକୁ ସଜା ହେବନି… ଏ ନେଇ କଣ କହିଲେ ଓକିଲ… ଦେଖନ୍ତୁ Video

କିଛି ଦିନ ତଳେ ଏକ ଘଟଣା ସାମ୍ନାକୁ ଆସିଥିଲା ଯାହା ଆପଣ ମାନେ ମଧ୍ୟ ଦେଖିଥିବେ। ଆଉ ଏହି ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ଙ୍କର ମୃତ୍ୟୁ ନେଇ ଏବେ ପୁଣି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ଓକିଲ ଏହି ଘଟଣା ର ନ୍ୟାୟିକ ଉପରେ କିଛି ନିଜର ମନ୍ତବ୍ୟ ରଖିଛନ୍ତି। ଏପଟେ ତାଙ୍କର ପରିବାର ଲୋକ ନ୍ୟାୟ ପାଇଁ ଦାବିରେ ରହିଛନ୍ତି ହେଲେ ନ୍ୟାୟ ମିଳିବାରେ ବହୁତ ବିଳମ୍ବ ହେଲାଣି। ତେବେ ଆସନ୍ତୁ ଜାଣିବା ସେହି ଘଟଣା ରେ ନ୍ୟାୟ ସମ୍ପର୍କରେ କଣ କହିଛନ୍ତି।

ଏହିଠାରେ ପୁଣି କ୍ୟାମେରା ମ୍ୟାନ ମାନସ ଙ୍କର ମୃତ୍ୟୁ ଉପରୁ ପରଦା ଉଠି ପାରି ନାହିଁ ଯାହା ଏବେ କୋର୍ଟ ରେ ବିଚାର ଧୀନ। ଏହି ଘଟଣା ଏବେ ପର୍ଯ୍ୟନ୍ତ ଏତେ ଦିନ ବିତି ଯାଇଥିଲେ ତାଙ୍କର ପରିବାର ଙ୍କୁ ନ୍ୟାୟ ମିଳି ପାରିନାହିଁ। ଆଉ ଏହାରି ଭିତରେ ଆଗରୁ ଗିରଫ ହୋଇ ସାରିଛି ବାବୁ ନିରଞ୍ଜନ ସେଠୀ ଏବଂ କିଛି ଦିନ ତଳେ ୱେବ ପୋର୍ଟାଲ ମାଲିକାଣି ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ କ୍ରାଇମବ୍ରାଞ୍ଚ ହାତ ରେ ଧରା ପଡିଛନ୍ତି। ଆଉ ତାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଅଫିସ ନେଇ ବହୁତ ଦିନ ଧରି ଜେରା କରା ଯାଇଥିଲା। ସେହି ସମୟରେ ବାବୁ ନିରଂଜନ ମଧ୍ୟ ସେମାନଙ୍କ ସହିତ ମୁହାଁ ମୁହିଁ ଜେରା କରିବା ଦ୍ୱାରା କିଛି ସତ ମଧ୍ୟ ବାହାର କୁ ଆସିଛି।

ଆଉ ଏହିଠାରେ ମୁଖ୍ୟ ଅଭିଯୁକ୍ତ ଭାବେ ଶର୍ମିଷ୍ଠା ରହିଛନ୍ତି ଯାହା ସବୁ କୋର୍ଟ ରେ ଏବେ ବିଚାର ଧୀନ ଏବଂ ତାଙ୍କୁ ଆର୍ଥିକ କ୍ଷେତ୍ରରେ ସହଯୋଗ କରିଥିଲେ ନିରଂଜନ ଯାହା ସବୁ ସ୍ପଷ୍ଟୀକରଣ ସେ ଏଠାରେ ଦେଇଛନ୍ତି। ଏହି ଘଟଣା ଏବେ ତଦନ୍ତ କରିବା ପରେ ମଧ୍ୟ ଦୋଷୀ ଙ୍କୁ ଦଣ୍ଡ ମିଳି ପାରି ନାହିଁ। ଆଉ ତାଙ୍କର ସବୁ ପ୍ରକାର ଜେରା ଏବଂ ସିନ ରିକ୍ରେସନ ସବୁ କ୍ରାଇମବ୍ରାଞ୍ଚ କରି ଯାହା କୋର୍ଟ ରେ ସବୁ ଫାଇଲ ରହିଛି। ଶେଷରେ ଏବେ ତାଙ୍କୁ ଦଣ୍ଡ ବିଧାନ କେବଳ ରହିଛି ଯାହା ତାଙ୍କ ପରିବାର ଲୋକ ଦାବିରେ ରହିଛନ୍ତି।

ଏହିଠାରେ ଜଣେ ଓକିଲ ମଧ୍ୟ କହିଛନ୍ତି ଯେ, ସବୁ ତଦନ୍ତ ସରିଥିଲେ ମଧ୍ୟ ଏଠାରେ ଦୋଷୀ ସତ ସ୍ୱୀକାର କରିଛନ୍ତି ମଧ୍ୟ ଯାହା କୋର୍ଟ ର ବିଚାର କୁ ଅପେକ୍ଷା। ଆଉ ମଧ୍ୟ କହିଛନ୍ତି ଯେ ଚିଫ୍ ମିଳିଲା ନାହିଁ ବୋଲି ଭାବିବ ନାହିଁ ଯେ ଦୋଷୀ ଙ୍କୁ ଦଣ୍ଡ ମିଳିଲା ନାହିଁ, କିନ୍ତୁ ଏଠାରେ ଅଭିଯୁକ୍ତ ମାନଙ୍କ ନିହାତି ଦଣ୍ଡ ବିଧାନ କରା ଯିବ ଏବଂ ମାନସ ପରିବାର ଲୋକଁ ମାନେ ନ୍ୟାୟ ଦାବିରେ ଅପେକ୍ଷା ଯାହା ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ଏହି ଘଟଣା ର ଏତେ ଦିନ ହୋଇ ଯାଇଥିଲେ ମଧ୍ୟ ନ୍ୟାୟ ରେ ତାହା ବିଳମ୍ବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବା

Leave a Comment