ଦେଖନ୍ତୁ Shocking ଭିଡ଼ିଓ : ଜଣେ ମହିଳା ୮ ଫୁଟ ଲମ୍ବର ଅହିରାଜ ଧରି ତିନି ଜଣଙ୍କ ଜୀବନ ବଞ୍ଚାଇଲେ, ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…

0

ବନ୍ଧୁଗଣ ବର୍ତ୍ତମାନର ସୋସିଆଲ ମିଡ଼ିଆ ଯୁଗରେ ପ୍ରତିଦିନ କିଛିନା କିଛି ଖବର ବିଷୟରେ ଶୁଣିବା ପାଇଁ ପାଇଥାଉ। ଆଜିର ସମୟରେ ସୋସିଆଲ ମିଡିଆ ଏକ ବଡ଼ ଭୂମିକା ଗ୍ରହଣ କରୁଛି, ସମସ୍ତେ ସୋସିଆଲ ମିଡିଆ ସହିତ ଜଡିତ ଅଟନ୍ତି। ଆମେ ଗୋଟିଏ ସ୍ଥାନରେ ବସି ଆମର ସୋସିଆଲ ମିଡିଆ ମାଧ୍ୟମରେ ସମଗ୍ର ବିଶ୍ୱରେ ଯାହା ଘଟୁଛି ତାହା ଜାଣି ପାରୁଛେ। ସୋସିଆଲ ମିଡିଆରୁ ସବୁଦିନ କିଛି ନା କିଛି ନୂଆ ଘଟଣା ବିଷୟରେ ଅବଗତ ହୋଇଥାଉ। କିନ୍ତୁ ଏପରି କିଛି ଆଶ୍ଚର୍ଯ୍ୟ କର ଘଟଣା ସୋସିଆଲ ମିଡିଆରେ ଦେଖାଯାଏ, ଯାହାକୁ ଆମେ ବିଶ୍ୱାସ କରୁନାହୁଁ କିନ୍ତୁ ସେହି ଘଟଣା ସତ୍ୟ ହୋଇଥାଏ।

ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଆଶ୍ଚର୍ୟ୍ଯ କର ଘଟଣା ଦେଦଖିବା ପାଇଁ ମିଳିଛି। ଯାହାକି ଜଣେ ମହିଳା ୮ ଫୁଟ ଲମ୍ବର ଅଜଗର କୁ ହାତରେ ଧରି ଜଙ୍ଗଲ ରେ ଛାଡିବା ଭଳି ଘଟଣା, ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି। ସେହି ମହିଳା ବର୍ତ୍ତମାନ ସୋସିଆଲ ମିଡିଆରେ ସାହସୀ ମହିଳା ନାମରେ ସମ୍ବଧନ କରୁଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ଏଭଳି ଏକ ଘଟଣା ଘଟିଛି, ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଞ୍ଚଳରେ, ତେବେ ସୂଚନା ଅନୁସାରେ କଲ ମୁଣ୍ଡା ଏବଂ ସ୍ତ୍ରୀ କୁଲି ମୁଣ୍ଡ ଉଭୟ ଛୁଆଙ୍କ ସହିତ ଘରେ ରହୁଥିଲେ। ହଠାତ ଦେଖିଥିଲେ ଯେ ତାଙ୍କ ଦୁଆର ସମୂଖ ରେ ଏକ ବିରାଟ ଅହିରାଜ ସାପ ସୋଇଛି, ସେ ଭୟଭିତ ହୋଇ ଯାଇଥିଲେ ଏବଂ ପରେ ଝରକା ଭାଙ୍ଗି ବାହାରକୁ ବାହାରି ‘ରେଞ୍ଜରଙ୍କୁ କହିଥିଲେ। ତାପରେ ରେଞ୍ଜର ସାପ ହେଲ୍ପ ଲାଇନ ରେ କଲ କରି ସାପ ଧରାଳିଙ୍କୁ ଡାକିଥିଲେ। ସସ୍ମିତା ନାମକ ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ ରାତି ୮ ଟା ସମୟରେ ଆସି ପହଞ୍ଚିଥିଲେ। ତେବେ ସସ୍ମିତା ଏବଂ ତାଙ୍କ ସ୍ୱାମୀ ଦୀର୍ଘ ୨ ଘଣ୍ଟା ର ଅକ୍ଳାନ୍ତ ପରିଶ୍ରମ ପରେ ସସ୍ମିତା ଅତି ନିର୍ଭୟରେ ସାପ ଧରିଥିଲେ।

ତେବେ ତେବେ ଏହି ଅହିରାଜ ସାପଟିର ଆନୁମାନିକ ବୟସ ପ୍ରାୟତଃ ୪ ବର୍ଷ ହେବ ଏବଂ ସାପଟିର ଲମ୍ବ ୮ ଫୁଟ ହୋଇଥିଲା। ତେବେ ବନ୍ଧୁଗଣ ସାପ ଧରିବା ଏତେ ସହଜ ସାଧ୍ୟ ନୁହେଁ, ତେବେ ଜଣେ ମହିଳା ହୋଇ କିଏ କି ଜଣେ ପ୍ରଫେସନାଲ ସାପ ଧରାଳି ନୁହନ୍ତି। ଏହା ପରେ ବି ସେ ଅତି ନିର୍ଭୟରେ ସାପଟିକୁ ଧରିଲା ତାହା ଅତ୍ୟନ୍ତ। ଗର୍ବର ବିଷୟ କାରଣ ସାପ କ୍ଷଣିକ ମଧ୍ୟରେ ଜୀବନ ନେଇଯିବ। ଏଭଳି କାମ ପାଇଁ ସସ୍ମିତା ଏବଂ ତାଙ୍କ ସ୍ୱାମୀ ବର୍ତ୍ତମାନ ସବୁଠି ପ୍ରଶଂସା ର ଶୁଅ ଛୁଟୁଛି। ତେବେ ବନ୍ଧୁଗଣ ଆମେ ଏଠାରେ ଖହି ରଖୁଛୁ , ଆପଣ କେବେବି ସାପ ଧରିବେ ନାହିଁ , କାରଣ ସାପ ଧରିବା ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଦରକାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।