“ଜଣେ ପ୍ରେମକୁ ପାଇବାକୁ ସଂର୍ଘଷ କରୁଥିବା ବେଳେ ଅନ୍ୟଜଣେ ନିଜ ପ୍ରେମକୁ ମାରିଦେଇଛି”… ଶୁଣନ୍ତୁ କଣ କହିଲେ… ଦେଖନ୍ତୁ Video

0

ସୋସିଆଲ ମିଡ଼ିଆ ଗୋଟିଏ ଏମିତି ପ୍ଲାଟଫର୍ମ ଯେଉଁଠି ସବୁ ଘଟଣା ଅତି ସହଜରେ ସମସ୍ତ ପାଖରେ ଖୁବଶୀଘ୍ର ପହଞ୍ଚି ପାରିବ। ଏମିତି ଭିଡ଼ିଓ ଭାଇରଲ ହେଉଛି ବେଳେ ବେଳେ ସମସ୍ତେଙ୍କୁ ଦୁଃଖ ଦେଇଥିବା ବେଳେ ଅଉ କେତେକ କଥା ପ୍ରେରଣା ଦେଇଥାଏ। ଘଟଣା ଏମିତି ଏକ ଘଟିଛି ବର୍ତ୍ତମାନ ଯାହା ଭାଇରଲ ସବୁଦିନ ହେଉଛି ଆଉ ଏବେ ସୁମିତ ଓ ତପସ୍ୱିନୀ ଏବଂ ସୌମ୍ୟ ଓ ସୋନାଲି ଙ୍କୁ ନେଇ ନୂଆ ଟୁଇଷ୍ଟ ଆସିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେ ବିଷୟରେ।

ଏହା ସେହିପରି ଏକ ଘଟଣା ଯାହାକୁ ସାରା ଓଡିଶା ବାସୀ ନ୍ୟାୟ ପାଇଁ ଚାହିଁ ବସିଛନ୍ତି। ଏମିତି ଘଟଣା ଆଗରୁ ବହୁତ ଥର ଓ ବହୁତ ଜାଗାରେ ଦେଖା ଯାଇଥିଲେ ମଧ୍ୟ ନ୍ୟାୟ କେଉଁଠି ମିଳିଛି ତ କେଉଁଠି ସଂଘର୍ଷ ଚାଲିଛି। ସମସ୍ତେ ଜାଣିଥିବେ କିଛିଦିନ ତଳେ ପ୍ରେମ ପାଇଁ ଆଉ ଏକ ଘଟଣା ସାମ୍ନାକୁ ଆସିଥିଲା।କିନ୍ତୁ ସେ ଘଟଣାରେ ବିବାହ ବନ୍ଧନ ହେବା ପରେ ଦୁହିଁଙ୍କର ଝଗଡା ହୋଇଥିଲା ଯାହା ପ୍ରାଥମିକ ସୂତ୍ରରୁ ଜଣା ପଡ଼ିଛି। ଆଉ ଏବେ ସେହିପରି ଏକ ଘଟଣା ଚାରିଆଡେ ଘୁରି ବୁଲୁଛି। ଏଠାରେ ସେହି ପ୍ରେମ ପାଇଁ ଜଣେ ପ୍ରେମିକ ତା ପ୍ରେମିକା ପାଇଁ ନିଜ ଜୀବନକୁ ହାରି ଦେଇଛି। ଏହି ସମୟରେ ମଡେଲର ସୌମ୍ୟ ଓ ସିଙ୍ଗର ସୋନାଲି ଦୁହେଁ ପ୍ରେମ ବନ୍ଧନରେ ବାନ୍ଧି ହେବା ଦ୍ୱାରା ବହୁତ ମାନସିକ ନିର୍ଯ୍ୟାତନା ପାଇବା ପରେ ଶେଷରେ ସୌମ୍ୟ ସୁଇସାଇଡ଼ କରିଥିଲେ।

ସେପଟେ ସୁମିତ ଓ ତପସ୍ୱିନୀ ନିଜ ପ୍ରେମକୁ ନେଇ ସଂଘର୍ଷ କରିଥିବା ବେଳେ ଏପଟେ ସୌମ୍ୟ ଓ ସୋନାଲି ନିଜ ପ୍ରେମ ସଂଘର୍ଷ ନ ଜୀବନ ହାରି ଦେଇଥିଲେ। ଏହାକୁ ସମସ୍ତେ ନ୍ୟାୟ ପାଇଁ ବହିତ ଚେଷ୍ଟା କରୁଛନ୍ତି ସୌମ୍ୟ ପରିବାର କିନ୍ତୁ ଏଭିଡ଼େନ୍ସ ସବୁ ରହିଥିଲେ ମଧ୍ୟ ପୋଲିସ ତଦନ୍ତ କରିବାରେ ବିଳମ୍ବ କରୁଛି ଯାହା ଅଭିଯୋଗ କରା ଯାଇଛି। ଅନ୍ୟପଟେ ତପସ୍ୱିନୀ ନ୍ୟାୟ ପାଇବାକୁ ଯାଇ ଏବେ ଯାଏ ବହୁତ ଚେଷ୍ଟା କରିଛନ୍ତି ଆଉ ଏବେ ଯାଏ ସମାଧାନ ହୋଇ ପାରିନାହିଁ। ଏହି ସବୁ ଘଟଣାକୁ ନେଇ ବର୍ତ୍ତମାନ ବହୁତ ସାରା ସାମାଜିକ କର୍ମୀ ମାନେ ସହଯୋଗର ହାତ ବଢ଼ାଇଛନ୍ତି। ଆଉ ଏହି ଘଟଣାକୁ ସାଧାରଣରେ ବହୁତ ସମାଲୋଚନା କରି ଥିବାର ଦେଖା ଦେଇଛି।

ଆଉ ଜଣେ ସାଧାରଣ ଲୋକ ଯାହା କହିଲେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ସେ କହିଲେ ଯେ ଗୋଟିଏ ହେଉଛି ପ୍ରତାରିତ ପ୍ରେମ କାହାଣୀ ଆଉ ଗୋଟିଏ ପ୍ରତାରିତ ବିବାହ ବନ୍ଧନ। ପ୍ରତାରିତ ପ୍ରେମ କାହାଣୀ ସୌମ୍ୟ ଓ ସୋନାଲି ଙ୍କରେ ଏଥିରେ ସଂଘର୍ଷ କରି ସୌମ୍ୟ ନିଜ ଜୀବନକୁ ବାଜି ଲଗେଇ ଦେଇଥିବା ବେଳେ ଆଡେ ପ୍ରତାରଣା ବିବାହ ବନ୍ଧନରେ ତପସ୍ୱିନୀ ଓ ସୁମିତ ପ୍ରେମ ପାଇଁ ସଂଘର୍ଷ କରି ନ୍ୟାୟ ଦାବିରେ ଅଛନ୍ତି। ଏଥିରେ ଦୁହିଁଙ୍କ ପରିବାର ଯଦି ଥିଲା ଭାବରେ ବୁଝମୁଣା ହେବେ ତେବେ ସବୁକିଛି ସମାଧାନ ହୋଇ ପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।