ଛିଃ.. ଛିଃ.. ପୁଣି ଓଡ଼ିଶାରେ ଲଜ୍ୟା ! ଶୁନଶାନ ଜଙ୍ଗଲ ବଣଭିତରେ ଯୁବକ ,ଯୁବତୀଙ୍କ ଭିଡ଼ିଓ ଭାଇରାଲ…ଦେଖନ୍ତୁ VIDEO

ପ୍ରେମ ନିଃସ୍ବାର୍ଥ ଆଉ ଶାଶ୍ୱତ। ପ୍ରେମ ମାନେନା ବୟସ, ଜାତି ଧନୀ ଗରିବ। ବେଳେବେଳେ ପ୍ରେମ୍ ସମ୍ପର୍କର ମୂଲ୍ୟକୁ ବି ବୁଝେନା। ତେବେ ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ୱିକ୍ସର ।ପ୍ରତିବର୍ଷ ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ପାଳନ କରାଯାଏ। ତେବେ ଏହି ଏହି ଭାଲେଣ୍ଟାଇନ୍ସ ୱିକ୍ସ କାହାପାଇଁ ବେଶ ଖାସ୍ ରହିଛି ତ ଆଉ କିଏ ପ୍ରେମ ସପ୍ତାହ ରେ ପ୍ରେମ କରି ହଟହଟା ହେଉଛି । ହଁ ଆଜ୍ଞା ପ୍ରେମ ସପ୍ତାହ ରେ ରାସଲୀଳା କରୁ ଧରା ପଡିଗଲେ ପ୍ରେମୀ ଯୁଗଳ। ଆଉ ତା ପରେ ଯାହା ହେଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ। ଆପଣ ନିଜେ ନଦେଖିଲେ ତାହା ବିଶ୍ୱାସ କରିବେ ନାହିଁ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଆପଣ ମାନେ ପ୍ରତିଦିନ ଦେଖିବା ପାଇଁ ପାଉଥିବେ ଆଉ ଏହି ଭାଇରାଲ ଭିଡିଓ ହିଁ ଲୋକଙ୍କ ମନୋରଞ୍ଜନର ଏକ ସର୍ବୋତ୍ତମ ମାଧ୍ୟମ ପାଲଟିଛି। ତେବେ ଭଇରାଲ ହେଉଥିବା ଭିଡିଓ ଗୁଡିଏ ମଧ୍ୟରୁ କେତେକ ଲୋକଙ୍କୁ ବେଶ୍ ପସନ୍ଦ ଆସି ଥାଏ। ଆଉ କେତେକ ଭିଡିଓ ଦେଖି ଲୋକେ ଇମୋସ୍ନାଲ ହୋଇ ହେଉଥିବା ବେଳେ ଅନ୍ୟ କେତେକ ଭିଡିଓ ରହିଛି ଯାହାକୁ ଦେଖି ଲୋକେ ତୀବ୍ର ନିନ୍ଦା କରନ୍ତି। ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ବେଶ୍ ଭାଇରାଲ ହେବାରେ ଲାଗିଛି ଯାହା ଆପଣ ନିଜେ ନଦେଖିଲେ ତାହା ବିଶ୍ୱାସ କରିବେ ନାହିଁ।

ତେବେ ଏବେ ଚାଲିଛି ଭାଲେଣ୍ଟାଇନ୍ ସପ୍ତାହ। ପ୍ରେମିକ ପ୍ରେମିକା ମାନେ ଉତ୍ସବ ମନାଉଛନ୍ତି। ତେବେ ଏଠାରେ ଏହି ଭିଡିଓ କୁ ଟିକେ ଭଲ ଭାବରେ ଦେଖନ୍ତୁ ଏକ ନିଛାଟିଆ ସ୍ଥାନରେ ପ୍ରେମିକ ପ୍ରେମିକା ପ୍ରେମ କରୁଥିବା ସମୟରେ କିଛି ଯୁବକ ଆସି ଦୁହିଁଙ୍କୁ ବିରୋଧ କରିଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳୁଛି ବିହାର ରାଜ୍ୟରେ। ବିହାର ରାଜ୍ୟର ଦୁଇ ପ୍ରେମୀ ଯୁଗଳ ଏହି ପ୍ରେମ ସପ୍ତାହ ରେ ନିଜ ପ୍ରେମକୁ ଆଉ ଟିକିଏ ନିବିଡ କରିବା ପାଇଁ ଏକ ମନ୍ଦିର ରେ ଦେଖା ହୋଇ ଅନୈତିକ କାର୍ଯ୍ୟରେ ଲିପ୍ତ ରହିଥିଲେ।

ଏହି ସମୟରେ କିଛି ଯୁବକ ସେମାନଙ୍କୁ ଦେଖି ଦେଇଥିଲେ। ଏବଂ ଉଭୟଙ୍କୁ ଧରି ବିବାହ କରିବା ପାଇଁ କହିଥିଲେ।ଏହା ପରେ ହିନ୍ଦୁ ରୀତି ନୀତି ଅନୁସାରେ ମନ୍ଦିରରେ ଦୁହିଁଙ୍କ ବିବାହ କରାଇ ଥିଲେ ଯୁବକ ମାନେ। ପ୍ରେମିକ ପ୍ରେମିକା ମଥାରେ ସିନ୍ଦୁର ଦେଇଥିଲା। ତେବେ ସେଠାକାର ଏହି ଦୃଶ୍ୟ କୁ କେହିଜଣେ ମୋବାଇଲ ରେ ଉତ୍ତଳନ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଘଟଣାକୁ ସ୍ଥାନୀୟ ଲୋକେ ନିନ୍ଦା କରିବା ସହ ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment