ଜନ୍ମ ଦେଇଥିଲା ମା, ଛଡାଇ ନେଲା ପ୍ରେମ… ଜଣେ ମାଆ କାନ୍ଦି କାନ୍ଦି କଣ କହୁଛି… ଦେଖନ୍ତୁ Video

କିଛି ଦିନ ତଳେ ଏକ ଘଟଣା ଏବେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି ଯେଉଁଠି ଜଣେ ଯୁବତୀ ପ୍ରେମ ପାଇଁ ନିଜ ଜୀବନ କୁ ବାଜି ଲଗେଇ ଦେଇଛନ୍ତି ଏବଂ ଏପଟେ ନିଜ ଜନ୍ମ ମାଆ ଠାରୁ ଦୂରେଇ ଗଲା। ଆଉ ଏହି ସବୁ କାରଣ ହୋଇଛି ସେହି ପ୍ରେମ ଯାହା ଏବେ ତାଙ୍କ ମାଆ ଏଠାରେ କହିଛନ୍ତି। ଏହିଠାରେ ଏମିତି ଏକ ଦୃଶ୍ୟ ନଜରକୁ ଆସିଛି ଯାହା ଆପଣ ମାନେ ମଧ୍ୟ ଦେଖିଥିବେ ଆଉ ତାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରରେ ଭାଇରଲ ହେବାରେ ଲାଗିଛି। ଏହିଠାରେ କିଛି ଦିନ ଘଟି ଯାଇଥିବା ଘଟଣାର ରହସ୍ୟ ଜଣାପଡିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା। ଆଉ ତାଙ୍କର ପରିବାର ଲୋକ ମଧ୍ୟ ମୁହଁ ଖୋଲିଛନ୍ତି ଯାହା ଏବେ ସୂଚନା ଯୋଗ୍ୟ।

ନିକଟରେ ଏକ ଘଟଣା ଦେଖା ଦେଇଥିଲା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ନିକଟରେ। ଆଉ ଏହିଠାରେ ଜଣା ପଡ଼ିଛି ଯେ ଜଣେ ଯୁବତୀ ପୋଲ ଉପରୁ ନଈ ଭିତରକୁ ଡେଇଁ ଥିଲେ ଯାହାର ପରବର୍ତ୍ତୀ ସମୟରେ ଆତ୍ମହତ୍ୟା କରିଛନ୍ତି ବୋଲି ଜଣା ପଡ଼ିଛି।ଆଉ ଏହାର ପଛରେ ଏବେ ପ୍ରେମ ସମ୍ପର୍କ କୁ ନେଇ ଏମିତି କିଛି ଘଟି ଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଏଠାରେ ଘଟଣା ଏବେ ଧୀରେ ଧୀରେ ରହସ୍ୟ ଭିତରକୁ ଟାଣି ହୋଇ ଯାଉଛି ଯାହାର ତଦନ୍ତ ଏବେ ଚାଲିଛି।

ଏହି ଘଟଣାରେ ଯୁବତୀ ଜଣଙ୍କ ଗୋଟିଏ ପୁଅ କୁ ପ୍ରେମ କରିବା ଭିତରେ କିଛି ତିକ୍ତତା ଦେଖା ଯାଇଥିଲା ବୋଧ ହୁଏ ଯାହା ଏବେ ହାତ ଲେଖା ଚିଠି ରୁ ଜଣାପଡିଛି ଏବଂ ତାଙ୍କର ଭଉଣୀ ମଧ୍ୟ କହିଛନ୍ତି । ଆଉ ଏଠାରେ ଯୁବତୀ ର ପ୍ରେମପାଇଁ ଏମିତି କରିଛି ବୋଲି ତାହା ସେହି ସେ ଚିଠି ରୁ ଜଣା ପଡ଼ିଛି। ଆଉ ଏପଟେ ତାଙ୍କର ମାଆ ନିଜର ପ୍ରତିକ୍ରିୟା ରଖିଛନ୍ତି ଯାହା ଏଠାରେ ଦେଖିବାକୁ ମିଳିଛି। ଆଉ ସେ କହୁଛନ୍ତି ଯେ ମୁଁ ତାଙ୍କୁ ଛୋଟ ରୁ ଏତେ ବଡ଼ କରିଲି ଏବଂ ମୁଁ ଗୋଟିଏ ବିଧବା ମହିଳା ମୋରେ ଦୁଃଖ କିଏ ବୁଝିବ।

ଛୋଟ ସମୟରୁ ମୁଁ ତାକୁ ପଢେଇ ଥିଲି ଆଉ ବଡ଼ ହେବା ପରେ ଡାକ୍ତର ପଢିବା ପାଇଁ ସ୍ୱପ୍ନ ଦେଖିଥିଲେ ହେଲେ ପ୍ରେମ ତାକୁ ଏମିତି କରି ଦେଲା। ଏହି ଠାରେ ତାଙ୍କ ମାଆ ମଧ୍ୟ କହିଲେ ଯେ ଝିଅ ଛୋଟ ଥିବା ସମୟରେ ତା ବାପା ମାରି ଯାଇଥିଲେ ହେଲେ ତାକୁ କଷ୍ଟ କରି ବଡ଼ କରିଲି ଏବଂ ବାପା ର ଅନୁପସ୍ଥିତ କୁ ଭାବିବାକୁ ଦେଇ ନଥିଲି। ଆଉ ତାର ସବୁ ସୁବିଧା ଅସୁବିଧା ବୁଝିଥିଲେ ହେଲେ ସେହି ଯୁବକ ମୋ ଝିଅକୁ ମୋ ଠାରୁ ଛଡେଇ ନେଲା ଯାହା ତାଙ୍କ ମାଆ ଏଠାରେ କହିଛନ୍ତି। ଆଉ ଏମିତି ସବୁ ପ୍ରେମ ପାଇଁ ହୋଇଥିବା ନେଇ ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment