ଜରୁରୀ ଖବର ! OTP ଦେଲେ ଏଥର ମିଳିବ ରାସନ ସାମଗ୍ରୀ, ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ…

0

ରାସନ୍ କାର୍ଡ ହିତାଧିକାରୀ ମାନଙ୍କ ପାଇଁ ବଡ଼ ଖବର । ଓଟିପୀ ଦେଲେ ମିଳିବ ରାସନ୍ ସାମଗ୍ରୀ । ତେଲେଙ୍ଗାନା ସରକାର ଙ୍କ ବଡ଼ ନିଷ୍ପତି ।ରାସନ୍ କାର୍ଡ ହିତାଧିକାରୀ ଙ୍କ ସମେତ ଅନ୍ନପୂର୍ଣ୍ଣା ତଥା ଅନ୍ତରଦୟ ହିତାଧିକାରୀ ମାନଙ୍କୁ ପ୍ରତି ମାସ ମିଳୁ ଥିବା ରାସନ୍ ସାମଗ୍ରୀ ଏବେ ବାଓମେଟ୍ରିକ ପଦ୍ଧତି ସ୍ଥାନ ରେ ବା ମୋବାଇଲ ଅଟିପୀ ବା ଆଇଆରସି ଅନ୍ଥେତିକ ଜରିଆ ରେ ମିଳିବ । ଜାତୀୟ ଗଣ ମାଧ୍ୟମ ଦ ହିନ୍ଦୁ ନିୟୁଜ ପେପର ର ଏକ ରିପୋର୍ଟ ଅନୁସାରେ ରାସନ୍ କାର୍ଡ ସହିତ ଜଡିତ ଏହି ନିୟମ ଦେଶର ପ୍ରଥମ ରାଜ୍ୟ ତେଲେଙ୍ଗାନା ରେ ଫେବୃଆରୀ ୧ ରୁ ବା ଆଜି ଠାରୁ ଲାଗୁ ହେବା ପାଇଁ ଯାଉଛି ।

କରନା ସଂକ୍ରମଣ କୁ ଆଖି ଆଗରେ ରଖି ତେଲେଙ୍ଗାନା ସରକାର ଏମିତି ଏକ ନିଷ୍ପତି ନିଆ ଯାଇଛି । ମୋବାଇଲ ନମ୍ବର ସହିତ ଆଧାର କାର୍ଡ ଲିଙ୍କ୍ ଜରୁରୀ ଅଟେ । ତେଲେଙ୍ଗାନା ର ସିଭିଲ ଯୋଗାନ ବିଭାଗ ର ଜଣେ ବରିଷ୍ଠ ଅଧିକାରୀ ଙ୍କ ସୂଚନା ଅନୁସାରେ ସମସ୍ତ କାର୍ଡ ହିତାଧିକାରୀ ମାନଙ୍କୁ ରାସନ୍ ସାମଗ୍ରୀ ପାଇବା ପାଇଁ ରାସନ୍ କାର୍ଡ ନମ୍ୱର୍ କୁ ମୋବାଇଲ ନମ୍ବର ସହିତ ଲିଙ୍କ୍ କରିବାକୁ ହେବ ।

ଯାହା ଫଳରେ ଉକ୍ତ ନମ୍ୱର୍ ରେ ସରକାର ଙ୍କ ତରଫରୁ ଓଟିପିି ପଠା ଯାଇ ପାରିବ । ତେବେ ଏହି ନିଷ୍ପତି ଟି ତେଲେଙ୍ଗାନା ହାଇକୋର୍ଟ ଦ୍ଵାରା ଜାରି ହୋଇଥିବା ଏକ ନିର୍ଦ୍ଦେଶାବଳୀ ଅନୁଯାୟୀ ସରକାର ଜାରି କରିଛନ୍ତି । ବାୟୋମେଟ୍ରିକ ଜାଗା ରେ ଓଟିପି ଦ୍ଵାରା ମିଳିବ ହିତାଧିକାରୀ ମାନଙ୍କୁ ରାସନ୍ ।

ତେବେ ଏହି ନିଷ୍ପତି ର ପ୍ରାଥମିକ ଜରିଆ ରେ ଏହି ନିଷ୍ପତି ର ପାଳନ ତେଲେଙ୍ଗାନା ର ହାଇଦ୍ରାବାଦ ଓ ରଙ୍ଗାରେଡି ଜିଲ୍ଲା ରେ ଏହି ସୁବିଧା ଫେବୃଆରୀ ୧ ରୁ ବା ଆଜି ଠାରୁ ଲାଗୁ କରାଯିବ ବୋଲି ସୂଚନା ମିଳିଛି । ଏହି ସୁବିଧା ଜରିଆ ରେ ହିତାଧିକାରୀ ମାନଙ୍କ ମୋବାଇଲ ନମ୍ବର କୁ ପଠା ଯିବା ଅଟିପି ଜରିଆ ରେ ରାସନ୍ ସାମଗ୍ରୀ ପ୍ରଦାନ କରାଯିବ ର ସୁବିଧା ରହିଛି । ଯାହା ଫଳରେ ରାସନ୍ ସାମଗ୍ରୀ ନେବା ପାଇଁ ଲୋକ ମାନଙ୍କୁ ଆଉ ଘଣ୍ଟା ଘଣ୍ଟା ଲାଇନ୍ ରେ ରହି ଅପେକ୍ଷା କରିବା ପାଇଁ ପଡ଼ିବ ନାହିଁ ।

ଏହି ନିଷ୍ପତି ରେ ସାଧାରଣ ଲୋକ ମାନଙ୍କୁ ଅନେକ ସହାୟତା ମିଳି ପାରିବ । ଲୋକ ମାନେ ସାଧାରଣ ରାସନ୍ ସାମଗ୍ରୀ ଆଣିବା ପାଇଁ ଡିଲର ପାଖରେ ଘଣ୍ଟା ଘଣ୍ଟା ଧରି ଲାଇନ୍ ରେ ଛିଡ଼ା ହୋଇ ଅପେକ୍ଷା କରିବା ପାଇଁ ପଡ଼ିଥାଏ। ତେବେ କରନା ଭାଇରସ ର ସଂକ୍ରମଣ କୁ ନିୟନ୍ତ୍ରଣ ରେ ରଖିବା ପାଇଁ ଓ କଟକଣା କୁ ଆଖିରେ ରଖି ତେଲେଙ୍ଗାନା ସରକାର ତରଫରୁ ଏପରି ଏକ ବଡ଼ ନିଷ୍ପତି ନିଆ ଯାଇଛି ବୋଲି ସୂଚନା ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।