ବାହାଘର ପରେ ଯାତ୍ରା ପାଟିରେ ଯୋଗ ଦେଲେ olywod ଅଭିନେତ୍ରୀ ରିୟା ଦେ ( Riya Dey )… ଦେଖନ୍ତୁ video

ରିୟା ଦେ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ। ତାଙ୍କର ଦମଦାର ଅଭିନୟ ଆପଣ ମାନେ ପରଦା ଉପରେ ନିଶ୍ଚିତ ଭାବେ ଦେଖିବାକୁ ପାଇଥିବେ। ଆଉ ତାଙ୍କ ଅଭିନୟ ଖୁବ୍ ପସନ୍ଦ ମଧ୍ୟ କରନ୍ତି ଦର୍ଶକ। ଖୁବ୍ ଅଳ୍ପ ଦିନ ମଧ୍ୟରେ ନିଜର ଆକ୍ଟିଙ୍ଗ ଏବଂ ଡାନ୍ସ ମାଧ୍ୟମରେ ଦର୍ଶକଙ୍କ ଭଲ ପାଇବା ଜିତି ପାରିଥିଲେ ରିୟା।ତେବେ ରିୟାଙ୍କୁ ପ୍ରଥମ ଥର ପାଇଁ ଓଡିଆ କଥାଚିତ୍ର ‘ପ୍ରେମ ଅଢେଇ ଅକ୍ଷର’ ମାଧ୍ୟମ ରେ ଓଡିଆ ସିନେମା ଜଗତରେ ପାଦ ରଖି ଥିଲେ। ଯେଉଁଥିରେ ସେ ଓଲିଉଡ଼ର ସୁପରଷ୍ଟାର ବାବୁଶାନ ଙ୍କ ସହିତ ନଜର ଆସି ଥିଲେ। ଆଉ ଦର୍ଶକ ଏହି ଯୋଡିକୁ ପସନ୍ଦ ମଧ୍ୟ କରିଥିଲେ ଆଉ ଏହା ପର ଠାରୁ ରିୟା ଏକାଧିକ ସିନେମା ରେ ନଜର ଆସିଛନ୍ତି।

ଓଡିଆ କଥାଚିତ୍ର କ୍ରିମିନାଲ, ଇଡିଅଟ୍,ଏମିତି ବି ପ୍ରେମ ହୁଏ,ତୁ ମୋ ଦେହର ଛାଇ,ଲଭ ମାଷ୍ଟର,ତୁ ଯେ ସେଇ,କଲେଜ ଟାଇମ ,ପାଗଳ କରିଚୁ ତୁ ,ଗୋଲାପି ଗୋଲାପି, ଗୋଲାପି ଗୋଲାପି ୨,ରଘୁପତି ରାଘବ ରାଜାରାମ, କଳକୀ, ହରି ଓମ୍‌ ହରି, ଦିଓ୍ଵାନା ହେଲି ତୋ ପାଇଁ, ପ୍ରେମ ପାଇଁ ମହାଭାରତ ଭଳି ଅନେକ ସଫଳ ଫିଲ୍ମର ନାୟିକା ସାଜିଛନ୍ତି ରିୟା। ଯାହାକୁ ଦର୍ଶକ ମାନଙ୍କ ବହୁତ୍ ଭଲ ପାଇବା ମଧ୍ୟ ମିଳି ସାରିଛି।

ତେବେ ଗତ ଦିନ ମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନେତ୍ରୀ ରିୟା ଦେ। ବ୍ୟବସାୟୀ ସୁନୀଲ ଦଳାଇ ଙ୍କୁ ପ୍ରେମ ବିବାହ କରିଛନ୍ତି ରିୟା। ତେବେ ରିୟାଙ୍କ ବିବାହ ରେ ମଧ୍ୟ ଓଲିଉଡ଼ ର ଅନେକ ନାମୀ ଦାମୀ କଳାକାର ଯୋଗ ଦେଇଥିଲେ।ତେବେ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ରିୟା ଦେ ଙ୍କ ଏମିତି ଏକ ଭିଡିଓ ସାମ୍ନା କୁ ଆସିଛି ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଯାତ୍ରା ପେଣ୍ଡାଲ ରେ ନଜର ଆସିଛନ୍ତି ଅଭିନେତ୍ରୀ ରିୟା ଦେ। ବିବାହ ପରେ ପ୍ରଥମ ଥର ପାଇଁ ରିୟା ଙ୍କୁ ଯାତ୍ରା ପେଣ୍ଡାଲ ରେ ଦେଖିବାକୁ ପାଇଥିଲେ ଦର୍ଶକ। ରିୟା ଷ୍ଟେଜ ରେ ଖୁବ୍ ସୁନ୍ଦର୍ ଡାନ୍ସ ମଧ୍ୟ କରି ଥିବାର ଦେଖିବାକୁ ମିଳୁଛି।ଯାହାକି ଫ୍ୟାନସ୍ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଲୋକେ ଏହି ଭିଡିଓକୁ ଜମେଇ କି ଦେଖୁଛନ୍ତି ଏବଂ ପସନ୍ଦ ମଧ୍ୟ କରୁଛନ୍ତି ଏହା ଉପରେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।

ଆପଣ ମଧ୍ୟ ରିୟାଙ୍କ ଏହି ସୁନ୍ଦର୍ ଭିଡିଓକୁ ଦେଖି ତାର ମଜା ନିଅନ୍ତୁ। ଏହି ଭିଡିଓଟି ଆପଣଙ୍କୁ ଖୁବ୍ ପସନ୍ଦ ଆସିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment