ଯାତ୍ରା ଷ୍ଟେଜରେ ରୁପା ଓ ପିଣ୍ଟୁ କଲେ ରୋମାଣ୍ଟିକ ଡ୍ୟାନ୍ସ, ମାତ୍ର 4 ଘଣ୍ଟାରେ 40 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଆମ ମାନଙ୍କ ସାମ୍ନା କୁ ଆସିଛି ତାହା ହେଉଛି ରୁପା ଆଉ ପିଣ୍ଟୁ ଙ୍କୁ ନେଇକି କିଛି ଭାଇରାଲ ଭିଡିଓ | ଆଉ ଯେଉଁଠି କୁହାଯାଉଛି କି ଯାତ୍ରା ର ମହା ମଞ୍ଚ ରେ ବର୍ତ୍ତମାନ ନଜର ଆସିଛନ୍ତି ରୁପା ଆଉ ପିଣ୍ଟୁ | ତାହା ସହିତ ସୁନ୍ଦର ଭାବରେ ଡାନ୍ସ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ସେମାନଙ୍କୁ ଯାତ୍ରା ର ମହାମଞ୍ଚ ରେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଯାତ୍ରା ମଞ୍ଚରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଯାତ୍ରା ମଞ୍ଚ ର କଥା | ଆପଣ ମାନେ ଜାଣିଥିବେ କି ଯାତ୍ରା ମଞ୍ଚ ରେ ନିଜର ଡାନ୍ସ ସହିତ ଅଭିନୟ ର ଝଲକ ଦେଖାଇବା ପାଇଁ ଅନେକ ହିରୋ ହିରୋଇନ ମାନେ ମଧ୍ୟ ଆସିଥାନ୍ତି | ଆଉ ଦର୍ଶକ ମାନେ ମଧ୍ୟ ସେମାନଙ୍କୁ ପାଖରେ ପାଇଁ ଖୁସି ହୋଇଥାନ୍ତି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଥିଲା ରୁପା ଆଉ ପିଣ୍ଟୁ ଙ୍କୁ ଏକା ସାଥିରେ |

ତେବେ ଆପଣ ମାନେ ରୁପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ମାଧ୍ୟମରେ ରୁପା ଆଉ ପିଣ୍ଟୁ ଙ୍କୁ ଭଲ ଭାବରେ ଜାଣିଥିବେ | ସେମାନେ ଯେଉଛନ୍ତି ଓଡିଶା ର ନମ୍ବର 1 ଭ୍ଲୋଗର | ଯେଉଁ ମାନେ କି ଅନେକ ମ୍ୟୁଜିକ ଭିଡ଼ିଓ କରିଛନ୍ତି ଓ ତାହା ବ୍ୟତୀତ ସେମାନଙ୍କର ଦୌନନ୍ଦିନୀ ଜୀବନରେ ଘରୁଥିବା ସମସ୍ତ କଥା କୁ ସମସ୍ତଙ୍କ ସହିତ ସେୟାର କରି ଦର୍ଶକ ମାନଙ୍କ ର ପ୍ରିୟ ର ପାତ୍ର ହୋଇ ପରିଛନ୍ତି ସେମାନେ | ଆଉ ସେମାନଙ୍କୁ ସାରା ଓଡ଼ିଶା ଲୋକ ମାନେ ବେଶ ଭଲ ଭାବରେ ମଧ୍ୟ ଜାଣିଛନ୍ତି ବୋଲି କୁହାଯାଉଛି | ସେହି ରୁପା ଆଉ ପିଣ୍ଟୁ ଙ୍କୁ ଏକାଠି ଦେଖିବାକୁ ମିଳିଥିଲା ଯାତ୍ରା ର ମହାମଞ୍ଚ ରେ |

ଆଉ ଯେଉଁଠି କୁହାଯାଉଛି କି ତାଙ୍କର ଆଲବମ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ମେଘ ନନ୍ଦିନୀ ସହିତ ସେମାନଙ୍କର ସମସ୍ତ ମ୍ୟୁଜିକ ଭିଡ଼ିଓ ସଙ୍ଗ ରେ ମଞ୍ଚ ଉପରେ ସୁନ୍ଦର ଭାବରେ ଦୁଇଜଣ ଡାନ୍ସ କରିଥିବାର ଦେଖିବାକୁ ମଧ୍ୟ ମିଳିଥିଲା | ଆଉ ଦର୍ଶକ ମାନେ ମଧ୍ୟ ଆଗ୍ରହ ର ସହିତ ପିଣ୍ଟୁ ଆଉ ରୁପା ଙ୍କୁ ଦେଖିବା ପାଇଁ ଆସିଥିଲେ | ଆଉ ସେମାନେ ମଧ୍ୟ ଦର୍ଶକ ମାନଙ୍କର ଭଲ ପାଇବା ପାଇ ବେଶ ଖୁସି ହେଇଥିବାର ନଜର ଆସିଛନ୍ତି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment