ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥବା ଅନେକ ଭିଡ଼ିଓ ଆପଣ ମାନେ ପ୍ରତେକ ଦିନ ଦେଖିବାକୁ ପାଉଥିବେ | ତେବେ ଅନେକ ସମୟରେ ଆପଣ ମାନେ ଯାତ୍ରା ଜଗତର କିଛି ମନ ଛୁଆଁ ଡାଇଲଗ ଗୁଡ଼ିକ ମଧ୍ୟ ଭାଇରାଲ ହେଉଥିବାର ଦେଖୁଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଯାତ୍ରା ର ହଟ ଡାନ୍ସର ଭାବରେ ଯାହାଙ୍କ ଆପଣ ମାନେ ଜାଣିଥିବେ ସେହି ରାଣୀ ପଣ୍ଡା ଙ୍କ ବିଷୟରେ | ଆଉ କ. କେଉଁ ଭଳି ଭାବରେ ଯାତ୍ରା ର ମଞ୍ଚ ଉପରେ ରାଣୀ ପଣ୍ଡା ତାଙ୍କର ଜବରଦସ୍ତ ଅଭିନୟ ଦେଖାଇ ଦର୍ଶକ ମାନଙ୍କ ର ମନକୁ କିଣି ନେଇଛନ୍ତି ତାହା ଏହି ଭାଇରାଲ ହେଉଥବା ଭିଡ଼ିଓ ରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଯାତ୍ରା ଜଗତ ବିଷୟରେ | ଯାତ୍ରା ଜଗତରେ ଯାତ୍ରା କଳାକାର ମାନେ ତାଙ୍କର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଉଛନ୍ତି | ଆଉ ତାଙ୍କର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ କେତେବେଳେ ହସଉଛନ୍ତି ତୋ ଆଉ କେତେବେଳେ ଅଭିନୟ ରେ ଦର୍ଶକ ଙ୍କୁ କନ୍ଦାଇ ବାକୁ ଲାଗୁଛନ୍ତି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ହଟ ଆଇଟମ ଡାନ୍ସର ଭାବରେ ଆପଣ ମାନେ ଯାହାଙ୍କ ବେଶ ଭଲ ଭାବରେ ଜାଣିଥିବେ ସେ ହେଉଛନ୍ତି ରାଣୀ ପଣ୍ଡା |
ତେବେ ସେହି ରାଣୀ ପଣ୍ଡା ସ୍ବର୍ଣ୍ଣ ମହଲ ର ଯାତ୍ରା ମଞ୍ଚରେ ନିଜର ଅଭିନୟ କୁ ପ୍ରାକ୍ଟିସ କରିବାକୁ ଲାଗିଛନ୍ତି ଥିଏଟର ରେ ବୋଲି କୁହାଯାଉଛି | ଆଉ ଯାହା ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ କେଉଁ ଭଳି ଭାବରେ ରାଣୀ ପଣ୍ଡା ଙ୍କର ପେଟ ରେ ଛୁରୀ ମରା ଯାଇଛି | ଆଉ ତାଙ୍କୁ 5 ଜଣ ମିଶିକି ମଧ୍ୟ ରେପ କରିଥିବା କଥା ଟି ଏହି ଭାଇରାଲ ହେଉଥିବା ଭିଡ଼ିଓ ରେ ଅଭିନୟ ମାଧ୍ୟମରେ କହିଛନ୍ତି ରାଣୀ ପଣ୍ଡା |ଆଉ ତାଙ୍କର କହିବା କଥା ଯେତେବେଳେ ଗୋଟିଏ ଝିଅ ର ରେପ ହୋଇଯାଏ ସେତେବେଳେ ଲୋକ ମାନେ ତାଙ୍କୁ ବେସିଆ ସଜାଇ ଦେଇଥାନ୍ତି |
ଆଉ ତାହା ବ୍ୟତୀତ ଯାତ୍ରା ମଞ୍ଚ ରେ ଯେତେବେଳେ ହଟ ଡାନ୍ସ କରିବାକୁ ଲାଗିଥାଉ ସେତେବେଳେ ଝିଅ ଖରାପ ହୋଇଥାନ୍ତି, କିନ୍ତୁ ପୁଅ ମାନେ ଯେତେବେଳେ ସେହି ଡାନ୍ସ କୁ ପସନ୍ଦ କରନ୍ତି ଆଉ ଶହ ଶହ ଟଙ୍କା ଦେଇ ଟିକେଟ କାଟି ଯେତେବେଳେ ଦେଖିବା ପାଇ ଆସନ୍ତି ସେତେବେଳେ ସେମାନଙ୍କର କୌଣସି ଭୁଲ ନ ଥାଏ ବୋଲି ପ୍ରଶ୍ନ କରିଛନ୍ତି ଅଭିନୟ ମାଧ୍ୟମରେ ରାଣୀ ପଣ୍ଡା | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।