ହଁ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ |ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ବେଶ ଖୁସି ହୋଇ ଯାଇଥାନ୍ତି ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଯାତ୍ରା ମଞ୍ଚରେ ଦେଖିବାକୁ ମିଳୁଥିବା ଯାତ୍ରା କଳାକାର ମାନଙ୍କର ଜବରଦସ୍ତ ଅଭିନୟ ର କମାଲ | ଆଉ ଯାହାକୁ ଦେଖି ଦର୍ଶକ ମାନେ ବେଶ ଏନଜୟ କରୁଥିବାର ମଧ୍ୟ ଦେଖା ଯାଇଛି , ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ କି ଆଜି କାଲି ଯାତ୍ରା ଜଗତ ଦିନ କୁ ଦିନ ଆଗକୁ ଯିବାକୁ ଲାଗିଲାଣି | ଆଉ ଯାତ୍ରା କଳାକାର ମାନେ, ତାଙ୍କର ମନଛୁଆ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି |ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ଯାତ୍ରା ଜଗତରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ଯାତ୍ରା କଳାକାର ଙ୍କର ଇମୋସନାଲ ସିନ ଟି | ଯେଉଁଥିରେ ଦେଖିବାକୁ ମିଳିଛି କି ଏକ ସୁନ୍ଦର ଲଭ ଷ୍ଟୋରି କୁ ନେଇକି ଏକ ମନ ଛୁଆଁ ଇମୋସନାଲ ସିନ ଦେଖିବାକୁ ମିଳିଛି |
ଭାଇରାଲ ହେଉଥିବା ଯାତ୍ରା ଅଭିନୟ ରେ ” ଦରଦୀ ମନରେ ଦରଦ ଦେଲା ” ର ଏକ ମନଛୁଆ ଯାତ୍ରା ଅଭିନୟ ର କମାଲ ଦେଖିବାକୁ ମିଳିଛି ଯାତ୍ରା ମଞ୍ଚରେ |ଆଉ ଯେଉଁଠି ଯାତ୍ରା ମଞ୍ଚରେ ସରୁନି ଗପ କି ସରୁନି କଥା ର ଏକ ମନଛୁଆ ଗୀତ ମାଧ୍ୟମରେ ଦୁଇଜଣ ଙ୍କର ଅଭିନୟ ଦେଖିବାକୁ ମିଳିଛି | ଆଉ ଯେଉଁଠି ପ୍ରେମିକା ପ୍ରେମିକ ମାନେ ଅଲଗା ହେଵା ପରେ ସେମାନଙ୍କର ମନରେ କେଉଁ ଭଳି ଭାବରେ ଦୁଃଖ ହୋଇଛି ଆଉ ପରେ ଦେଖା ହେଲା ପରେ ନିଜ ନିଜର ଦୁଃଖ ଓ ମନର କଥା କୁ ପ୍ରକାଶ କରିଛନ୍ତି ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି |
ଆଉ ଏହି ଭଳି ଭାବରେ ଯାତ୍ରା ମଞ୍ଚରେ ଅଭିନୟ କୁ ଦେଖି ଦର୍ଶକ ମାନେ ବେଶ ଖୁସି ହୋଇ ଯାଇଛନ୍ତି ବୋଲି କୁହାଯାଉଛି | ଆଉ ସେମାନଙ୍କର ଏହି ଭଳି ଇମୋସନାଲ ସିନ ରେ ଦର୍ଶକ ମାନଙ୍କର ଆଖିରେ ମଧ୍ୟ ପାଣି ଆସି ଯାଇଛି |ଆଉ ଦର୍ଶକ ମାନେ ମଧ୍ୟ ରୁପମ ଓ ନନ୍ଦିନୀ ଙ୍କ ଅଭିନୟ କୁ ଦେଖିକି ପ୍ରସଂଶା କରିବାକୁ ଲାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।