ଓଃ..କି..ଡ୍ୟାନ୍ସ ! ଟିପି ଟିପି ବର୍ଷ ପାଣି ଗୀତରେ ନିଶା ଯାତ୍ରା ମଞ୍ଚରେ କଲେ ଏମିତି ହଟ ଡ୍ୟାନ୍ସ ,ଦେଖିଲେ ନିଜକୁ ସମ୍ଭାଳି ପାରିବେନି…ଦେଖନ୍ତୁ viral ଭିଡ଼ିଓ ଟିକୁ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି ଯାତ୍ରା ଜଗତର ଦମ ଦାର ଅଭିନୟ ଓ ଡାନ୍ସ ର କମାଲ ଦେଖିବାକୁ ମିଳିଥାଏ ଯାତ୍ରା ମଞ୍ଚରେ ଯାହା ଦର୍ଶକ ମାନଙ୍କର ମନକୁ କିଣି ନେଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ନିଜର ହଟ ଡ୍ରେସ ସହିତ ହଟ ଡାନ୍ସ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ନିଶା ମହାରଣା ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ହଟ ଆଲବମ କୁଇନ ଯିଏ କି ନିଜକୁ ସନି ଲିଅନି ବୋଲି କହିଥାନ୍ତି ଓଡିଶା ର ସନି ଲିଅନି ନିଶା ମହାରଣା ଙ୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ | ଯିଏକି ନିଜର ଡାନ୍ସ ମାଧ୍ୟମରେ ଯାତ୍ରା ମଞ୍ଚରେ ହଟ ଆଇଟମ ଡାନ୍ସ ଦେଖାଇବା ସହିତ ହଟ ଡ୍ରେସ ପିନ୍ଧି ଦର୍ଶକ ମାନଙ୍କର ମନକୁ କିଣି ନେଇଥିବା ନିଶା ମହାରଣା ଙ୍କ ର ଅନେକ ହଟ ପୋରଫୋମେନ୍ସ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ସ୍ବର୍ଣ୍ଣ ମନ୍ଦିର ଯାତ୍ରା ମଞ୍ଚରେ ନିଜର ଡାନ୍ସ ର ଜଲୱା ଦେଖାଇବାକୁ ଲାଗିଛନ୍ତି ନିଶା ମହାରଣା ତାହା ଦେଖିବାକୁ ମିଳିଛି |

ତେବେ ଏହା ସହିତ ଦେଖିବାକୁ ମିଳିଥିଲା କି ସେ ସବୁବେଳେ ଟୋକା ମାନଙ୍କୁ ହିଟ କରିବା ପାଇଁ ଚାହିଁଥାନ୍ତି | ଆଉ ଟୋକା ମାନଙ୍କୁ ହିଟ ଟିକିଏ କରିବା ପାଇଁ ସେ ଖୋଲି ଥାଆନ୍ତି ବୋଲି କହିବା ପାଇଁ ଲାଗିଥିଲେ | ତାହା ସହିତ ନିଶା ହଟ ହଟ ଡ୍ରେସ ପିନ୍ଧିବା ସହିତ ଶରୀରର ବିଭିନ୍ନ ଅଙ୍ଗ କୁ ଦେଖାଇ ଶାଢ଼ୀ ପିନ୍ଧିଛନ୍ତି ଆଉ ଦର୍ଶକ ମାନଙ୍କୁ ନିଜ ପାଖକୁ ଆକୃଷ୍ଟ କରିବା ପାଇଁ ମଧ୍ୟ ଚେଷ୍ଟା କରିଥିବାର ଦେଖିବାକୁ ମିଳିଥିଲା ଯାତ୍ରା ମଞ୍ଚ ରେ |

ଆଉ ତାହା ସହିତ ଏକ ସୁନ୍ଦର ଡାଇଲଗ ର ଯାଦୁ ଦେଖାଇବାକୁ ଲାଗିଥିଲେ ନିଶା ମହାରଣା ଯାତ୍ରା ମଞ୍ଚରେ ଆଉ ତାହା ସହିତ ହଟ ଡାନ୍ସ ର କମାଲ ମଧ୍ୟ ଦେଖାଇ ଥିଲେ ନିଶା ମହାରଣା | ଆଉ ଦର୍ଶକ ମାନଙ୍କୁ ମଧ୍ୟ ବେଶ ମନ ରଞ୍ଜନ କରାଇଥିଲେ ନିଶା | ଆଉ ଯାତ୍ରା ମଞ୍ଚରେ ନିଶା ମହାରଣା ଙ୍କୁ ଲୋକ ମାନେ ଦେଖିବା ପରେ ବେଶ ଖୁସି ହୋଇ ଯାଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment