ଝାଉଁ ବଣ ଭିତରୁ 2 ଯୁବତୀଙ୍କୁ ଟାଣି ଆଣି କିଛି ଯୁବକ କଲେ ଏମିତି କଲେ ଏହି ଲଜ୍ୟାଜନକ କାମ, ସୋସିଆଲ ମିଡିଆରେ ନିଆଁ ଭଳି ହେଉଛି ଭାଇରାଲ….

0

ବର୍ତ୍ତମାନ ସମୟରେ ଟେକ୍ନୋଲୋଜିର କାୟା ବିସ୍ତାର ଖୁବ ଜୋର ସୋର ଭାବରେ ହେଉଛି। ଟେକ୍ନୋଲୋଜିର ମହାଦାନ ହେଉଛି ସୋସିଆଲ ମିଡ଼ିଆ। ବର୍ତ୍ତମାନ ସମୟରେ ଆଜିକାଲି ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ଅଙ୍ଗାଅଙ୍ଗୀ ଭାବରେ ଜଡିତ ରହୁଛନ୍ତି। ବର୍ତ୍ତମାନର ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ରେ ତାଯୁବ ଲାଗିଥାଏ। ଶିକ୍ଷାର ପ୍ରସାର ହେବା ଫଳରେ ମଣିଷ ଆଧୁନିକ ତାରେ ପହଁଛି ଗଲାଣି। ଆଜିକାଲିର ଯୁବକ ଓ ଯୁବତୀ ମାନେ କାର୍ଯ୍ୟକଳାପ ଓ ଆଚାର ବ୍ୟବହାରକୁ ପରିବେଷଣ କରିବା ପାଇଁ ଇଚ୍ଛା ପ୍ରକାଶ କରି ଥାଆନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଏକ ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି କିଛି ଅସମାଜିକ ଯୁବକ ଦୁଇ ଜଣ ଯୁବତୀଙ୍କୁ ଅଶ୍ରୀଳ ଭାଷାରେ ଗାଳି ଗୁଳଜ କରୁ ଥିବାର ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଜଗତସିଂହପୁର ଜିଲ୍ଲା ରାହମା ଅଞ୍ଚଳରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ରାହମା କଲେଜର ଦୁଇ ଜଣ ଛାତ୍ରୀ, ଜଣେ ଯୁବକଙ୍କ ସହିତ କକେଜ ଠାରୁ ଅନତୀ ଦୂରରେ ଥିବା ନଦୀ ପଠାର ଏକ ଝାଇଁ ଜଙ୍ଗଲରେ ଆସି ବୁଲାବୁଲି କରିବା ସହିତ ଗପସପ କରୁଥିଲେ। ଠିକ ସେହି ସମୟରେ କିଛି ଯୁବକ ମାନେ ଆସି ସେମାନଙ୍କ ଭିଡ଼ିଓ କରି ଭାଇରଲ କରି ଦେବାର ଧମକ ଦେଉଥିଲେ। ତେବେ ଦୁଇ ଜଣ ଯୁବତୀ ସେହି ଯୁବକଙ୍କ ଗୋଡ଼ ତଳେ ପଡି ସେମାନଙ୍କୁ ହଇରାଣ ନକରିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଯୁବକ ଜଣଙ୍କ ତାଙ୍କ କଥା ନଶୁଣି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଖରାପ ବ୍ୟବହାର ମଧ୍ୟ ଦେଖାଉଥିଲେ।

ଏଥି ସହିତ ସେମାନଙ୍କୁ ଭୟ ଭୀତ କରାଇ ଦେଉଥିଲେ। ଯୁବତୀ ମାନେ କାନ୍ଦି କାନ୍ଦି କହୁଛନ୍ତି ଯେ, ଆମେ ଏମିତି ଭୁଲ କରିବୁନି ଛାଡି ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ। କିନ୍ତୁ ସେହି ଯୁବକ ମାନେ ତାଙ୍କୁ ସେମିତି ଡରେଇ ଧମକେଇ ରହିଥିଲେ। ଏହି ଘଟଣା ପୋଲିସ ପକ୍ଷରୁ କୌଣସି ବି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ। ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଯେଉଁ ଅସଭ୍ୟ ବ୍ୟକ୍ତି ମାନେ ଯୁବକ ଯୁବତୀ ମାନଙ୍କ ଉପରେ ଏଭଳି ବ୍ୟବହାର ଦେଖାଉଛନ୍ତି, ସେମାନଙ୍କୁ ଉଚିତ ଦଣ୍ଡ ଦିଆଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।