ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ପ୍ରତେକ ଦିନ କିଛି ନା କିଛି ନୂଆ ନୂଆ ଭିଡ଼ିଓ ମାନ ଭାଇରାଲ ହେଉଥିବାର ତ ଆପଣ ମାନେ ଦେଖୁଥିବେ | ତେବେ ବର୍ତ୍ତମନ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁ ଘଟଣା କୁ ଦେଖିଲେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଆସିଯିବ | କାରଣ ଝିଅ ଟେ ଜନ୍ମ ହେବା ପରେ ବାପା ମା ଭାବିଥାନ୍ତି ଘରକୁ ଲକ୍ଷ୍ମୀ ଟିଏ ଆସିଛି ବୋଲି | ଆଉ ଝିଅକୁ ଛୋଟରୁ ବଡ଼ ଟିଏ କରିଥାନ୍ତି କେତେ ଦୁଃଖ ଆଉ କଷ୍ଟ କୁ ସହିକି | ଆଉ ଶେଷରେ ପର ହାତରେ ଟେକି ଦେଇଥାନ୍ତି ଝିଅର ଆଗାମୀ ଭବିଷ୍ୟତ ପାଇଁକି | ଆଉ ସେଠି ଯଦି ସେହି ଝିଅକୁ ଯୌତୁକ ନିର୍ଯାତନା ଦେଇକି ମାରି ଦିଆଯାଏ, ତାହେଲେ ତାର ମା ବାପା ଙ୍କ ଉପରେ କଣ ବିରୁଥିବ ଥରେ ଭାବନ୍ତୁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହିଭଳି ଏକ ଦୁଖଃଦ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ସବୁ ଝିଅ ଙ୍କ ଭଳି ତାର ଝିଅ ଜଣଙ୍କର ମଧ୍ୟ ଇଚ୍ଛା ଥିଲା କି ସେ ଶାଶୂ ଘରକୁ ଯିବ | ଆଉ ସେଠି ମା ବାପ ଙ୍କ ଭଳି ଶାଶୂ ଘରେ ଶାଶୂ ଆଉ ଶଶୂର ଙ୍କ ଭଳି ମା ବାପା ପାଇବ | ଆଉ ସ୍ୱାମୀ ଙ୍କ ସହିତ ବହୁତ ସୁଖରେ ଘର ସଂସାର ମଧ୍ୟ କରିବ | ଆଉ ଏତେ ମନରେ ଆଶା ରଖିକି ସେ ମଧ୍ୟ ସାଜି ହେଇଥିଲା ନାଲି ଟୁକୁଟୁକୁ ସାଧବ ବୋହୂ ଟେ ପରି | ଆଉ ତାର ବାହାଘର ମଧ୍ୟ ହେଲା |
କିନ୍ତୁ ଏତେ ସବୁ ପରେ ତାଙ୍କର ଜୀବନ ମଧ୍ୟ ବହୁତ ସୁଖ ଆଉ ଶାନ୍ତିରେ ଚାଲିଥିଲା | କିନ୍ତୁ କିଛି ଦିନ ପରେ ପରିବାରରେ ଆସିବାକୁ ଲାଗିଲା କଳହ | ଆଉ ବୋହୂଙ୍କୁ କରିବାକୁ ଲାଗିଲେ ତାଙ୍କର ଶାଶୂ ଘର ଲୋକ ଯୌତୁକ ନିର୍ଯାତନା | ଆଉ ବାରମ୍ବାର ଏହି କଥା କହିବା ଫଳରେ ଝିଅ ଜଣକ ତାର ବାପା ଆଉ ଭାଇ ଙ୍କୁ କହିକି ଅନେକ ଜିନିଷ ମଧ୍ୟ ଦେଇଛି ତାର ଶାଶୂ ଘର ଲୋକଙ୍କୁ |
କିନ୍ତୁ ଏତେ ସବୁ ପରେ ବୋହୂ ଉପରେ ଅତ୍ୟାଚାର କରିବା କମିଲାଣି , ଆଉ ବୋହୂ ଙ୍କୁ ମାରିବା ସହିତ ତାଙ୍କୁ ଖାଇବା ପାଇଁ ମଧ୍ୟ ଗଣ୍ଡେ ଦେଲେ ନାହିଁ | ଆଉ ଯାହା ପରେ ଝିଅଟି ଭାବିଲା କି କୋଳକୁ ଯଦି ଗୋଟିଏ ସନ୍ତାନ ଆସିବ ତାହେଲେ ହୁଏତ କିଛି ପରିବର୍ତ୍ତନ ଆସିବ ତାର ସ୍ୱାମୀ ଆଉ ଶାଶୂ ଘର ଲୋକ ଙ୍କ ମଧ୍ୟରେ | କିନ୍ତୁ ତାହା ହେଲା ନାହିଁ ତିନି ମାସର ଛୁଆଁ ଥାଉ ଥାଉ ତାର ମା ଙ୍କୁ କରିଦିଆଗଲା ତାର ମା ଙ୍କଠୁ ଅଲଗା ଆଉ ତାଙ୍କୁ ମାରି ମଧ୍ୟ ଦିଆଗଲା | ଆଉ ଏହି ଦୁଖଃଦ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।