New Twist – ଗୋପାଳ ପାଇଁ ଜେଲକୁ ଦହି ପଖାଳ ,ଶୁଖୁଆ ଭଜା ,ମାଛ ଭଜା ସେ ଯାହା ଖାଇବ ନେଇକି ଯିବି :ମିନତୀ, କଣ କହୁଛନ୍ତି ଦେଖନ୍ତୁ video ..

ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚତ ଯେ ବର୍ତମାନ ନବଦାସଙ୍କ ମୃତ୍ୟୁ ପାଇଁ ପୋଲିସ ଗୋପାଳ ଦାସଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ସତ ବାହାର କରିବା ପାଇଁ ଅନେକ ପ୍ରକାର ଚେଷ୍ଟା ମଧ୍ୟ କରିଛି |କିନ୍ତୁ ଏପ୍ରଯ୍ୟନ୍ତ କିଛି ସଠିକ ପ୍ରମାଣ ପୋଲିସ ହାତରେ ପଡ଼ିନାହିଁ, ଗୋପାଳ ଦାଶ ମନ୍ତ୍ରୀ ନବଦାସଙ୍କୁ ହତ୍ୟା କରି ଠିକ କରିଛି ବୋଲି ଅନେକ ଓଡିଶାବାସୀ ମଧ୍ୟ ମତ ଦେଉଛନ୍ତି |ମୁଁ ଆଜି ଆପଣକୁ ଜଣେ ମହିଳା କିପରି ଗୋପାଳ ଦାସଙ୍କ ଭଗବାନଙ୍କ ଅବତାର କହି ତାଙ୍କର ପ୍ରସଂଶା କରୁଥିବା ସମୟରେ ମନ୍ତ୍ରୀ ନବଦାସ ମାରିବା ଠିକ ହୋଇଛି ବୋଲି ସେ କହିଛନ୍ତି ;ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ମହିଳାଙ୍କ ସମ୍ପୂର୍ଣ କଥା ବିଷୟରେ ଜାଣିବା |

ମନ୍ତ୍ରୀ ନବଦାସ ମୃତ୍ୟୁରେ ତାର ପରିବାର ବର୍ଗ ଭାଙ୍ଗି ପଡ଼ିଥିବା ସମୟରେ ତାଙ୍କର ହତ୍ୟାକାରୀଙ୍କୁ ଗିରଫ କରି ତାଙ୍କ ବିଷୟରେ ପ୍ରମାଣ ଖୋଜୁଛନ୍ତି ପୋଲିସ |ମାତ୍ର କିଛି ସତ୍ୟ ପ୍ରମାଣ ଏପ୍ରଯ୍ୟନ୍ତ ପୋଲିସ ହାତକୁ ଆସିନାହିଁ |ମନ୍ତ୍ରୀ ନବ ଦାଶ କୁଆଡେ ବହୁତ ଖରାପ ବ୍ୟକ୍ତିଥିଲେ ବୋଲି କହିଛନ୍ତି ଏହି ମହିଳା ଜଣଙ୍କ ସେ ଯଦି ଆଉ କିଛି ଦିନ ରହିଥାନ୍ତେ ତେବେ ପଶ୍ଚିମ ଓଡିଶାକୁ ଧ୍ବଂଶ କରି ଦେଇଥାନ୍ତେ |ଗୋପାଳ ଦାଶ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରି ସାରା ଓଡିଶା ବାସୀଙ୍କ ପାଇଁ ମଙ୍ଗଳ କରିଛନ୍ତି ବୋଲି କହିଛନ୍ତି ଏହି ମହିଳା ଜଣଙ୍କ |

ଗୋପାଳ ଦାଶ କିପରି ନିର୍ଦୋଷରେ ଜେଲରୁ ମୁକୁଳନ୍ତୁ ବୋଲି ସେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ମିନତୀ କରିଛନ୍ତି, ତାଙ୍କ ସହିତ ଗୋପାଳ ଦାଶ ମଧ୍ୟ ଜେଲରେ ଭଗବାନଙ୍କୁ ଡାକୁଛନ୍ତି ଆଉ ଭଗବାନ ତାଙ୍କର ଡାକ ନିଶ୍ଚିତ ଶୁଣିବେ ବୋଲି କହିଛନ୍ତି |ମନ୍ତ୍ରୀ ନବ ଦାଶଙ୍କ ଅତ୍ୟାଚାର ଏହି ଓଡିଶାରେ ବହୁତ ବଢ଼ି ଯାଇଥିଲା ତେଣୁ ଭଗବାନଙ୍କ ଅବତାର ରୂପେ ଗୋପାଳ ଦାଶ ଧର୍ମର ରକ୍ଷା ପାଇଁ ସାରା ଓଡିଶା ବାସୀଙ୍କ ମଙ୍ଗଳ ପାଇଁ ତାଙ୍କୁ ହତ୍ୟା କରିଥିଲେ |ଗୋପାଳ ଦାସଙ୍କ ପରିବାର ଲୋକଙ୍କୁ ମଧ୍ୟ ସାନ୍ତ୍ୱନା ବାଣୀ ଦେଇଛନ୍ତି ଏହି ମହିଳା ମିନତୀ, ଗୋପାଳ ନିଶ୍ଚିତ ଦିନେ ଜେଲରୁ ନିର୍ଦୋଷ ଭାବରେ ଖୋଲାସ ହେବେ ବୋଲି ପୂର୍ଣ୍ଣ ବିଶ୍ୱାସ ରଖିଛନ୍ତି ଏହି ମହିଳା ମିନତୀ |

ଏହା ସହିତ ସେହି ମହିଳା ଜଣଙ୍କ ତାଙ୍କର ଗୋପାଳ ଦାଶଙ୍କୁ ଦେଖାକରିବା ପାଇଁ ଯିବ ବୋଲି ମଧ୍ୟ କହିଛନ୍ତି ମିଡିଆ ସାମ୍ନାରେ, ତାହା ସହିତ ସେ ଗୋପାଳ ଦାସଙ୍କୁ ଜେଲରେ ଦେଖା କରିବା ସହିତ ତାଙ୍କର ମନ ପସନ୍ଦର ଖାଇବା ମଧ୍ୟ ନେଇଯିବେ ବୋଲି କହିଛନ୍ତି |ଗୋପାଳ ଦାଶ ଯେବେ ଜେଲରୁ ରିଲିଜ ହେବେ ସେଦିନ ଏହି ମହିଳା ମିନତୀ ତାଙ୍କୁ ବନ୍ଦାପନା କରି ନିଜ ଘରକୁ ଆଣିବେ ବୋଲି କହିଛନ୍ତି |ମହିଳା ଜଣଙ୍କ ଏପରି କଥା ବର୍ତମାନ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment