ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଚାରିଆଡେ କେବଳ ଗୋଟିଏ ଘଟଣା ବିଷୟରେ ଚର୍ଚ୍ଚା ଜୋର ଧରିଛି ଆଉ ତାହା ହେଉଛି ନବ ଦାସ ଙ୍କର ମୃତ୍ୟୁ କୁ ନେଇକି କିଛି ଘଟଣା | ଆଉ ଯେଉଁଠି ଗୋପାଳ ଦାସ ଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କର ମୃତ୍ୟୁ ଘଟଣା କୁ ନେଇକି ବନ୍ଦୀ କରି ନେଇଥିଲେ ଜେଲ ଅଧିକାରୀ ମାନେ | ଆଉ ତାଙ୍କୁ ଜେଲ ଭିତରେ ରଖିବା ସହିତ ଘଟଣା ର ତଦନ୍ତ ପାଇଁକି ମଧ୍ୟ ଚେଷ୍ଟା ଚଳାଇଥିଲେ | ତେବେ ଏତିକି ବେଳେ ଗୋପାଳ ଙ୍କୁ ଦେଖା କରିବ ପାଇଁ ଜେଲ ଭିତରକୁ ଯାଇଛନ୍ତି ଗୋପାଳ ଦାସ ଙ୍କର ଭାଇ ସତ୍ୟ ନାରାୟଣ ଦାସ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ମିଳିଥିବା ସୂଚନା ଅନୁସାରେ ରବିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝାଡ଼ସୁଗୁଡା କୁ ଏକ ସରକାରୀ କାର୍ଯ୍ୟାନୁଷ୍ଠାନ ର ଉଦ୍ଘାଟନୀ ସଭା ରେ ଯୋଗ ଦେବା ପାଇଁ ଆସିଥିବା ବେଳେ ଏକ ଅଭାବନୀୟ ଘଟଣା ଟି ଘାଟି ଯାଇଥିଲା | ଆଉ ଯେଉଁଠି ASI ଗୋପାଳ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି କୁହାଯାଉଛି | ଆଉ ଯେଉଁଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ମଧ୍ୟ ହୋଇ ଯାଇଥିଲା | ଆଉ ଯେଉଁଥିପାଇଁ ASI ଗୋପାଳ ଦାସ ଙ୍କୁ ବନ୍ଦୀ କରାଯାଇଥିଲା |
ଆଉ ତାହା ସହିତ ଜେଲ ଭିତରେ ଗୋପାଳ ଦାସ ଙ୍କୁ କ୍ରାଇମ ବ୍ରାଞ୍ଚ ତରଫରୁ ତଦନ୍ତ କରାଯାଇଥିବା ବେଳେ, ଗୋପାଳ ଙ୍କର ପରିବାର ଲୋକ ଙ୍କୁ ମଧ୍ୟ ତଦନ୍ତ କରାଯାଇଥିଲା | ଆଉ ବର୍ତମାନ ଯେଉଁ ଘଟଣା ଟି ସାମ୍ନା କୁ ଆସିଛି ତାହା ହେଉଛି ASI ଗୋପାଳ ଦାସ ଙ୍କର ବଡ଼ ଭାଇ ସତ୍ୟନାରାୟଣ ଦାସ ଙ୍କୁ ନେଇକି କିଛି କଥା | ଆଉ ଯେଉଁଠି କୁହାଯାଉଛି କି ସତ୍ୟ ନାରାୟଣ ତାଙ୍କ ଭାଇ ଗୋପାଳ ଙ୍କୁ ଦେଖା କରିବା ପାଇଁ ଯାଇଛନ୍ତି | ଆଉ ଜେଲ ଭିତରେ ପୋଲିସ ଅଧିକାରୀ ଙ୍କର ଅନୁମତି କ୍ରମେ ସମୟ ଅନୁସାରେ ଦେଖା କରିଛନ୍ତି |
ତାହା ସହିତ ଦୁଇ ଭାଇ ଦୁଇ ଜଣଙ୍କ ମୁହଁ କୁ ଦେଖିକି ଦୁଃଖ କରିଛନ୍ତି ଆଉ ସତ୍ୟ ନାରାୟଣ ଗୋପାଳ ଙ୍କୁ କହିଛି ଗୋପାଳ ତୁ ଆଦୁ ବି ବ୍ୟସ୍ତ ହେବୁ ନାହିଁ ଦେହ ର ଯତ୍ନ ନେବୁ | ଆଉ ସେପରେ ଗୋପାଳ ଘର କଥା ସହିତ ତାଙ୍କର ସ୍ତ୍ରୀ ଆଉ ପିଲା ମାନଙ୍କ କଥା ମଧ୍ୟ ପଚାରିଛନ୍ତି | ଆଉ ଜେଲ ଭିତରେ ଦୁଇ ଭାଇ ଙ୍କର ଏହି କଥା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।