ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ନବଦାସଙ୍କ ହତ୍ୟାକରି ଗୋପାଳ ଦାଶଙ୍କ ବିଷୟରେ ପ୍ରତ୍ୟେକ ଦିନ ଅନେକ ଖବର ଶୁଣିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଗୋପାଳଙ୍କ ବିଷୟରେ ଏମିତି ଏକ କଥା କହିବି ଯାହା ଶୁଣିଲେ ଆପଣ କିଛି ସମୟ ପାଇଁ ନିଶବ୍ଦ ହୋଇଯିବେ |ଗୋପାଳ ଦାଶ ଜଣେ ଧାର୍ମିକ ଓ ନିଷ୍ଠାପର ବ୍ୟକ୍ତିଥିଲେ ସେ କେବେ କାହାର ଖରାପ ଚିନ୍ତା କରନ୍ତି ନାହିଁ କିନ୍ତୁ ଆଜି ସେ ଏମିତି ନିଷ୍ପତି କାହିଁକି ନେଲେ କାହିଁକି ସେ ନବଦାସଙ୍କୁ ହତ୍ୟା କଲେ ତାହା ସମସ୍ତଙ୍କ ପ୍ରଶ୍ନର ବିଷୟ |ମୁଁ ଆଜି ଆପଣକୁ ଗୋପାଳ ଦାଶ କିପରି ଜେଲରେ ନିଷ୍ଠାର ସହିତ ଭଗବାନ ଶିବଙ୍କ ଆରାଧନା କରିବା ସହିତ ଶିବ ରାତ୍ରି ପାଳନ କରିବା ପାଇଁ ଜେଲ କତୃପକ୍ଷଙ୍କୁ କିପରି ବିକଳ ହୋଇହୋଇ ଅନୁମତି ମାଗିଛନ୍ତି ସେ ବିଷୟରେ ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ନବ ଦାସଙ୍କ ହତ୍ୟା ଅଭିଯୋଗରେ ପୋଲିସ ଅଫିସର ଗୋପାଳ ଦାସଙ୍କୁ ପୋଲିସ ଗିରଫ କରିଛି, ଗୋପାଳ ଦାଶ ଜଣେ ଭଲ ଲୋକ ଥିଲେ ସେ ନିଜ ଜୀବନରେ ଅଧିକ ସମୟ ଠାକୁର ପୂଜା ଓ ତାଙ୍କ ସେବାରେ ଦିନ ବିତାଉ ଥିଲେ |ଗୋପାଳ ଦାଶ ଜଣେ ଧର୍ମ ପରାୟଣ ଓ ସରଳ ଓ ନିଷ୍ଠାବାନ ବ୍ୟକ୍ତିଥିଲେ ସେ କେବେ କାହାର ଅନିଷ୍ଟ କରନ୍ତି ନାହିଁ, କାହାର ଖରାପ ଚିନ୍ତା ମଧ୍ୟ ସେ କେବେ କରନ୍ତି ନାହିଁ |ଗୋପାଳ ଦାଶ କଟକ ଚଉଦର ମଣ୍ଡଳ କାରାଗାର ଭିତରେ ଶିବ ପଞ୍ଚକ୍ଷର ବୋଲୁଥିବାର ଶୁଣିବାକୁ ମିଳିଛି,ସେ ନିଜର ଭକ୍ତି ସହକାରେ ପ୍ରଭୁ ଶିବଙ୍କ ଶିବ ରାତ୍ରି ବ୍ରତ ପାଳନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି |
ଆଜି ଜେଲରେ ସେ ନିଜର ନିତ୍ୟକର୍ମ ସାରିବା ପରେ କିଛି ସମୟ ଧ୍ୟାନରେ ବସି ଶିବଙ୍କୁ ଆରାଧନା କରିଥିଲେ,ଏହା ସହିତ ସେ ଜେଲ ଭିତରେ ସକାଳର ଖବର କାଗଜ ପଢି ଜାଣିଥିଲେ ଏବଂ ସେ ଜେଲ କତୃପକ୍ଷଙ୍କୁ ଶିବରାତ୍ରି ବ୍ରତପାଳନ କରିବାପାଇଁ ଅନୁମତି ଭିକ୍ଷା ମାଗିଥିଲେ |ପ୍ରତ୍ୟେକ ଦିନ ସେ ମନ୍ଦିର ଯିବା ସହିତ ସେ କରୁଥିଲେ ପ୍ରଭୁଙ୍କ ଆରାଧନା, ଏହା ସହିତ ଗୋପାଳ କୁଆଡେ ଅଧିକ ଶିବଙ୍କ ଆରାଧନା କରନ୍ତି ବୋଲି କହିଛନ୍ତି ତାଙ୍କର ପରିବାର ଲୋକ |
ଆଉ ପ୍ରତ୍ୟକ ଜାଗରରେ ସେ ଅତି ନିଷ୍ଠାର ସହିତ ଜାଗର ବ୍ରତ ପାଳନ କରନ୍ତି, କିନ୍ତୁ ବର୍ତମାନ ଗୋପାଳଙ୍କ ସ୍ୱାସ୍ଥ୍ୟ ଜେଲରେ ଭଲ ନଥିବାରୁ ପ୍ରତ୍ୟେକ ଦିନ ଗୋପାଳଙ୍କ ବ୍ଲଡ଼ ପ୍ରେସର ଚେକ କରୁଛନ୍ତି ଡାକ୍ତର |ଆଗରୁ ଗୋବିନ୍ଦ ସାହୁଙ୍କ ଜେଲରେ ମୃତୁ ଖବର ଜେଲ କତୃପକ୍ଷଙ୍କ ଅନେକ ଅପବାଦ ଆଣିଥିବା ସମୟରେ ଗୋପାଳ ଦାସଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଆଖି ଆଗରେ ରଖି ତାଙ୍କୁ ଏହି ବ୍ରତ ପାଳନ କରିବା ପାଇଁ ଅନୁମତି ଦେବକି ନାହିଁ ତାହା ଜେଲ କତୃପକ୍ଷଙ୍କ ଉପରେ ନିର୍ଭରକରେ |
ଗୋପାଳ ଦାସଙ୍କ ଜାଗର ବ୍ରତ ପାଳନ କରିବା ଖବର ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।