ଯେତେ ରୋଜଗାର କଲେ ବି ଏହି ୫ ଜଣ ଲୋକ କେବେ ବି ହୋଇପାରିବେନି ଧନୀ

ଶାସ୍ତ୍ରରେ ମାବନ ଜୀବନ ଶୈଳୁକୁ ନେଇ ଅନେକ ନୀତି ନିୟମ ବିଷୟରେ ଉଲ୍ଲେଖ କରାଯାଇଛି । ଯଦି ଜଣେ ବ୍ୟକ୍ତି ତାଙ୍କ ଜୀବନରେ ଏମିତି ସବୁ ନିୟମକୁ ପାଳନ କରେ ଏବଂ ନିଜର କର୍ମରେ ପାଳନ କରିଥାଏ , ତେବେ ସେହି ବ୍ୟକ୍ତିକୁ ଜୀବନରେ ଅନେକ ସୁଖଶାନ୍ତି ମିଳିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି 5 ଟି ବ୍ୟକ୍ତି ମାନଙ୍କ ବିଷୟରେ କହିବୁ , ଯେଉଁମାନେ ଯେତେ ରୋଜକାର କଲେ ମଧ୍ୟ ଜୀବନରେ କେବେବି ଧନୀ ହୋଇ ପାରନ୍ତି ନାହିଁ ।

1. ମଇଳା ପୋଷାକ ପିନ୍ଧିଥିବା ବ୍ୟକ୍ତି :-

ଯେଉଁମାନଙ୍କର ସୁନ୍ଦର ଓ ପରିଷ୍କାର ପୋଷାକ ପିନ୍ଧି ମଧ୍ୟ , ସେମାନେ ମଇଳା ଓ ଚିରା ପୋଷାକ ପିନ୍ଧନ୍ତି ତେବେ ମାତା ଲକ୍ଷ୍ମୀ ଏପରି ବ୍ୟକ୍ତିଙ୍କ ଜୀବନକୁ କେବେବି ଆସନ୍ତି ନାହିଁ । ଯେଉଁମାନେ ସର୍ବଦା ଅପରିଷ୍କାର ପୋଷାକ ପିନ୍ଧନ୍ତି ଓ ତାଙ୍କ ଚାରିପଟେ ସର୍ବଦା ପରିଷ୍କାର ରଖନ୍ତି ନାହିଁ । ସେମାନଙ୍କ ଉପରେ ମାତା ଲକ୍ଷ୍ମୀ କୃପା କେବେହେଲେ ପଡେ ନାହିଁ , ଆଗାମୀ ଦିନ ମାନଙ୍କରେ ସେମାନଙ୍କୁ ଅପମାନ ସହିବାକୁ ପଡିଥାଏ ।

2. ଦାନ୍ତ ସଫା ରଖୁନଥିବା ବ୍ୟକ୍ତି :-

ଶାସ୍ତ୍ର ଅନୁସାରେ ଯେଉଁମାନେ ଦାନ୍ତକୁ ସଠିକ୍ ଭାବରେ ସଫା କରନ୍ତି ନାହିଁ , ତେବେ ସେହି ଲୋକମାନଙ୍କୁ ନିଶ୍ଚୟ ଦରିଦ୍ରର ସମ୍ମୁଖୀନ ହେବାକୁ ପଡିଥାଏ । କୁହାଯାଏ ଯେ ମାତା ଲକ୍ଷ୍ମୀ ମଇଳା ଦାନ୍ତ ଥିବା ଲୋକମାନଙ୍କ ପାଖକୁ କଦାପି ଆସନ୍ତି ନାହିଁ । ସେଥିପାଇଁ ସର୍ବଦା ଦାନ୍ତ ସଫା ରଖୁଥିବା ଲୋକ ମାନଙ୍କ ଠାରେ ମାତା ଲକ୍ଷ୍ମୀ ରହିଥାନ୍ତି ।

3. ଭୋକ ଠାରୁ ଅଧିକ ଭୋଜନ କରୁଥିବା ବ୍ୟକ୍ତି :-

ଜୀବନ ଶାସ୍ତ୍ର ଅନୁସାରେ ଭୋକ ଠାରୁ ଅଧିକ ଖାଉଥିବା ବ୍ୟକ୍ତି ମଧ୍ୟ ଧନୀ ହୋଇ ପାରିବେ ନାହିଁ । ଦାରିଦ୍ର୍ୟ ହିଁ ମଣିଷ କୁ ଦାରିଦ୍ର୍ୟରେ ପରିଣତ କରିଥାଏ , ଏବଂ ସେହି ସମୟରେ ଅଧିକ ଖାଉଥିବା ବ୍ୟକ୍ତି ଜୀବନରେ କେବେବି ସୁଖରେ ରହିଥାନ୍ତି ।

4. କଟୁଶବ୍ଦ କହୁଥିବା ବ୍ୟକ୍ତି :-

ମନେ ରଖନ୍ତୁ ଯେଉଁ ମାନେ ସର୍ବଦା ତିକ୍ତ ଶବ୍ଦ କୁହନ୍ତି , ସେମାନେ କଦାପି ଧନୀ ହୋଇ ପାରିବେ ନାହିଁ । ଯେକୌଣସି ବ୍ୟକ୍ତି ନିଜ ଶବ୍ଦରେ ଅନ୍ୟ ମାନଙ୍କୁ ଆଘାତ କରିଥାଏ , ସେ କେବ ମଧ୍ୟ ମାତା ଲକ୍ଷ୍ମୀଙ୍କ କୃପା ପାଇ ପାରି ନଥାଏ । ଏଥି ସହିତ ତାଙ୍କର କେହି ବନ୍ଦୁ ମଧ୍ୟ ହୋଇ ନଥାନ୍ତି , ଏହିପରି ଲୋକମାନେ ଭଲ ବନ୍ଧୁ ଅପେକ୍ଷା ଅଧିକ ଶତ୍ରୁ ମାନଙ୍କ ଦ୍ୱାରା ଘେରି ହୋଇ ରହିଥାନ୍ତି ।

5. ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇ ରହୁଥିବା ବ୍ୟକ୍ତି :-

ଯେଉଁମାନେ ଅଳସୁଆ ଓ ନିଜ ପାଇଁ ପ୍ରଥମେ ଭାବନ୍ତି , ସେମାନେ କଦାପି ଧନୀ ହୋଇପାରିବେ ନାହିଁ । ସୂର୍ଯ୍ୟ ଉଦୟରୁ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ଯେଉଁମାନେ ଶୋଇ ରୁହନ୍ତି , ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର କୃପା କେବେବି ରହି ନଥାଏ । ବିନା କାରଣରେ ଶୋଇବା ମଣିଷ ପାଇଁ ଅତ୍ୟନ୍ତ କ୍ଷତି କାରକ ହୋଇଥାଏ । ଏହାଛଡା ଯେଉଁମାନେ ଚତୁରତା , ଅସାଧୁତା ଉପାୟରେ ଅର୍ଥ ଉପାର୍ଜନ କରିଥାନ୍ତି , ସେମାନଙ୍କ ଅର୍ଥ ଅଧିକ ଦିନ ପର୍ଯ୍ୟନ୍ତ ରହି ନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment