ଯେତେବେଳେ ଏହି ଫଟୋକୁ Zoom କରି ଦେଖିବେ ହଲିଯିବ ଆପଣଙ୍କ ଦିମାଗ୍ ! ଥରୁଟିଏ ଦେଖି ନିଅନ୍ତୁ

0

ଆଧୁନିକ ସମାଜରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କାରଣ ଆପଣ ମାନେ ଦେଖିଥିବେ। ଛୋଟ ପିଲା ଠାରୁ ବୟସ୍କ ଲୋକ ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି। କିନ୍ତୁ ଯଦି ଦେଖିବା ସୋସିଆଲ ମିଡ଼ିଆକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି। ଯଦି ଦେଖିବା ପୂର୍ବ ଅପେକ୍ଷା ଯୋଗାଯୋଗ ଖୁବ ଶୀଘ୍ର ହୋଇ ପାରୁଛି। ଗୋଟିଏ ସେକେଣ୍ଡ ରେ ଦେଶର ଯେ କୌଣସି ସ୍ଥାନରେ ବାର୍ତା ପହଁଚି ପାରୁଛି। ଆଜିକାଲିର ସ୍ମାର୍ଟଫୋନ ରେ ଯାହା ବି କିଛି ଆମ ଆଖି ଆଗରେ ଦେଖା ଦେଉଛି। ଆମେ ତାହାର ଫୋଟୋ ଉଠାଇ ସୋସିଆଲ ମିଡିଆରେ ଛାଡ଼ି ଦେଉଛେ।

ପୃଥିବିର ଯେ କୌଣସି ସ୍ଥାନରେ ରହିଲେ ଆମେ ମାନେ ଏହି ସବୁ ଭାଇରାଲ ଭିଡ଼ିଓ ଏବଂ ଫୋଟୋ ଇତ୍ୟାଦି ଖୁବ ସହଜରେ ଦେଖି ପାରୁଛେ। ସୋସିଆଲ ମିଡ଼ିଆ ମାଧ୍ୟମରେ ସମ୍ଭବ ହୋଇ ପାରିଛି। ତେବେ ସୋସିଆଲ ମିଡିଆରେ ଆପଣ ମାନେ ଅନେକ ଫୋଟୋ ଏବଂ ଭିଡ଼ିଓ ଦେଖିବା ପାଇଁ ପାଇଥିବେ। ବର୍ତ୍ତମାନ ସମୟରେ ଏଭଳି କିଛି ଫୋଟୋ ଏବଂ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଜାଣିଲା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଭାଇରାଲ ହେଉଥିବା ଫୋଟୋ ରେ ସମୁଦ୍ର କୂଳରେ ଜଣେ ଉଭୟ ଯୁବକ ଏବଂ ଯୁବତୀ ଆଲିଙ୍ଗନ ଆଲିଙ୍ଗନ କରୁଛନ୍ତି। ତେବେ ଖୋଲା ସ୍ଥାନରେ ଏଭଳି ଅସଂଯତ କାମ କରିବା ମହଙ୍ଗା ପଡ଼ିଛି।

ଯାହା ବାସ୍ତବରେ ଏକ ପ୍ରକାର ନିନ୍ଦନୀୟ ଘଟଣା। ଯାହା ଜଣା ପଡ଼ିଛି ଯେ ନିଶ୍ଚିତ ଭାବରେ ବାପା ମାଆକୁ ଲୁଚେଇ ଏଭଳି କାମ କରୁଛନ୍ତି। ଯଦି ଏମାନେ ସ୍ୱାମୀ ସ୍ତ୍ରୀ ହୋଇଥାନ୍ତେ। ତାହାଲେ କଣ ଏଭଳି ଭାବରେ ସମୁଦ୍ର କୂଳରେ ଲୁଚି ଲୁଚି ଏଭଳି ଖରାପ କାମ କରିନଥାନ୍ତେ। ବାପା ମାଆ କେତେ ଭରଷାରେ ପିଲା ମାନଙ୍କୁ ପୂର୍ଣ ସ୍ଵାଧୀନତା ଦେଉଛନ୍ତି। ପିଲା ମାନଙ୍କ ଉପରେ କେତେ ଭରଷା ରହିଥାଏ। ହେଲେ ଏଭଳି ଭାବରେ ପିଲା ମାନଙ୍କୁ ସ୍ୱାଧୀନତା ଦେଲା ପରେ ବି ଯଦି ବାପା ମାଆଙ୍କୁ ଲୁଚେଇ ସମାଜ ବିରୋଧୀ କାର୍ଯ୍ୟ କରିବେ ତେବେ କାହା ଉପରେ ବିଶ୍ୱାସ ରହିବ ଆପଣ ମାନେ ହିଁ ନିଜେ ଥରେ ବିଚାର କରନ୍ତୁ।

ଏହା ଫୋଟୋଟି ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଏକ ନୂଆ ଘଟଣା ନୁହେଁ ବରଂ ଏଭଳି ଘଟଣା ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଥାଏ। ତେବେ ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବା ପରେ ମଧ୍ୟ ଆଜିକାଲିର ଯୁବକ ଯୁବତୀ ମାନେ ଏଭଳି ଭୁଲ କାମ କରୁଛନ୍ତି। ବନ୍ଧୁଗଣ ଆପଣ ମାନେ ଏଭଳି କିଛି କରନ୍ତୁ ନାହିଁ ଯାହା ଆପଣଙ୍କ ବାପା ମାଆଙ୍କ ସନମାନ ହାନି ଘଟିବ। ଯାହାବି ହେଉ ଏଭଳି ଫୋଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।