ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମନୁଷ୍ୟର କର୍ମ ଫଳ ଅନୁସାରେ ସେମାନଙ୍କର ଭାଗ୍ୟ ନିରୂପଣ ହୋଇଥାଏ। କିନ୍ତୁ ଏଭଳି କିଛି କର୍ମ ଥାଏ ଯାହା ଆମର ଅଜାଣତରେ ଅନେକ ପ୍ରକାର କ୍ଷତି ଘଟାଇଥାଏ। ଏବଂ ମନୁଷ୍ୟ ଅନେକ ଅସୁବିଧାରେ ସମୁଖୀନ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଜଣେଇବୁ ଏହିପରି କେତେକ କାର୍ଯ୍ୟ ବିଷୟରେ ଯାହାକୁ କରିବା ଦ୍ୱାରା ଆପଣଙ୍କ ଜୀଵନ ସୁଖମୟ ହେବ। ତେବେ ଆସନ୍ତୁ ଜାଣିବା;
(୧) :- ବାଦାମ ଓ ମଧୁରିକାକୁ ଗୁଣ୍ଡ କରି ,ତାକୁ ଗୋଟେ ଗ୍ଲାସ ପାଣିରେ ଦୁଇ ଚାମଚ ପକାଇ , ଶୋଇବା ପୂର୍ବରୁ ପିଲା ମାନଙ୍କୁ ଦେଲେ ସେମାନଙ୍କର ସ୍ମରଣ ଶକ୍ତି ହୋଇଥାଏ। ଏବଂ ସେମାନେ ଭଲ ପାଠ ମଧ୍ୟ ପଢି ଥାଆନ୍ତି।
(୨) :- ପ୍ରଥମେ ସକାଳୁ ଉଠିବା ପରେ ଗରମ ପାଣିରେ ଗୁଆ ଘିଅ ମିଶାଇ ଖାଇଲେ ,ଶରୀର ପାଇଁ ବହୁତ ଉପକାର ହେବା ସହିତ ରୋଗ ବୈରାଗୀ ଶକ୍ତି ମଧ୍ୟ ଦୁରେଇ ଯାଇଥାଏ। ଏଥି ସହିତ ସକାଳୁ ଉଠି ଘରର ପୂର୍ବ- ଦକ୍ଷିଣ ସ୍ଥାନରେ କୌଣସି ପକ୍ଷୀ ମାନଙ୍କୁ ଖାଇବାକୁ ଦେଲେ ,ଘରର ଉପକାର ହୋଇଥାଏ ଏବଂ ଖରାପ ଦୃଷ୍ଟି ମଧ୍ୟ ପଡି ନଥାଏ।
(୩) :- ଯଦି ପିଲାଟିର ପାଠ ପଢିବାକୁ ଇଛା ନଥାଏ ,ତା ହେଲେ ସେ ରହୁଥିବା ରୁମରେ ଘିଅ ଦୀପ ଲଗାଇ ତାକୁ ପୂର୍ବ ଦିଗକୁ ମୁହଁ କରି ଚାହିଁଲେ ,ପିଲାଟିର ପାଠ ପ୍ରତି ଆଗ୍ରହ ରହିବ ଏବଂ ପାଠ ପଢ଼ାରେ ମଧ୍ୟ ମନ ଲାଗିବ। ଏଥି ସହିତ ପିଲାଟିର ସ୍ମରଣ ଶକ୍ତି ମଧ୍ୟ ବଢିବ।
(୪) :- ଯଦି ଘରେ କୌଣସି ପୁଅ କିମ୍ବା ଝିଅର ବାହାଘର ଠିକ ହେଉ ନାହିଁ, ତା ହେଲେ ଆପଣ ମାନେ ଅଶ୍ୱସ୍ତ ଗଛକୁ ଗୋଟେ ମାସ ପର୍ଯ୍ୟନ୍ତ ପୂଜା କରନ୍ତୁ ଏବଂ ସେମାନଙ୍କ ତକିଆ ତଳେ ହଳଦୀ ବାନ୍ଧି ରଖି ଦିଅନ୍ତୁ ବାହାଘର ଠିକ ହୋଇଯିବ।
(୫) :-ପ୍ରଥମେ ସକାଳୁ ଉଠି ଗଣେଶଙ୍କ ଉପରେ ନାଲି ରଙ୍ଗର ଫୁଲ ଦେଲେ ଆପଣଙ୍କ ସବୁ ସ୍ବପ୍ନ ସାକାର ହୋଇଥାଏ ଏବଂ ଦିନଟି ମଧ୍ୟ ବହୁତ ଖୁସିରେ କାଟି ଥାଏ।
(୬) :- ଯେଉଁ ଯୁବତୀ ମାନଙ୍କର ଛାତିରେ ବା ସ୍ଥାନରେ ଚୁଟି ରହିଥାଏ, ସେମାନେ ଗର୍ବୀ,ଅହଂଙ୍କାରୀ ଓ ଲଜ୍ୟାହୀନ ହୋଇ ଥାଆନ୍ତି। ସେମାନେ କାହାରିକୁ ଖାତିର କରନ୍ତି ନିଜ ଇଚ୍ଛାରେ ସବୁ କିଛି କରିବାକୁ ଚାହିଁ ଥାଆନ୍ତି।
(୭) :- ଯେଉଁ ଯୁବତୀ ମାନଙ୍କର କାଖରେ ଚୁଟି ରହିଥାଏ ,ସେମାନେ ପରିଶ୍ରମୀ ଓ ବୃଦ୍ଧି ମତି ହୋଇ ଥାଆନ୍ତି।ସେମାନେ ନିଜକୁ ସବୁ କ୍ଷେତ୍ରରେ ପରିଚୟ ଦେଇ ଥାଆନ୍ତି।
(୮) :- ଯେଉଁ ବ୍ୟକ୍ତି ମାନଙ୍କ ବାମ ପାର୍ଶ୍ୱରେ କଳା ଯାଇ ରହିଥାଏ, ସେମାନେ ଭାଗ୍ୟବାନ ହେବା ସଙ୍ଗେ ସଙ୍ଗେ ବହୁତ ଉଚକୁ ଯାଇ ଥାଆନ୍ତି। ସେମିତିକି ଯଦି ଡାହାଣ ପଟରେ କଳା ଯାଇ ଥାଏ ତା ହେଲେ ସେମାନେ ବୁଦ୍ଧି ମତି ଓ ଭଲ ଚାକରି କରି ଥାଆନ୍ତି ଏଥି ସହିତ ସବୁ କ୍ଷେତ୍ରରେ ସମ୍ମାନ ମଧ୍ୟ ମିଳିଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।