Exclusive : ସାଙ୍ଗ ସାଙ୍ଗ କହି ସାଙ୍ଗ ସ୍ତ୍ରୀକୁ ପଟେଇ ଶୋଇଲା, ଆଉ ତା ପରେ କଲା ଏମିତି… ଏ ନେଇ କଣ କହୁଛନ୍ତି ଶାଶୁ, ଦେଖନ୍ତୁ Video

ହଁ ବବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରେମ ସମ୍ପର୍କ କୁ ନେଇକି ବର୍ତ୍ତମାନ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ | ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହା ଅତ୍ୟନ୍ତ ଲଜ୍ୟା ଜଣକ କଥା ବୋଲି କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସାଙ୍ଗ ବୋଲି କହି ସାଙ୍ଗ ସହିତ ସାଙ୍ଗର ପରିବାର ଓ ତାଙ୍କର ସ୍ତ୍ରୀ ଙ୍କ ସହିତ ମିଶିଲେ ଆଉ ଝରକା ଢ଼େଇକି ଆସିକି ଦେଖା ମଧ୍ୟ କରିଲେ | ଆଉ ଏବେ ଦୁର୍ଘଟଣା ରେ ପଡିଥିବା ବେଳେ ସ୍ତ୍ରୀ ଦିଭୋର୍ସ ପାଇଁ ଦାବି କରି ଘରୁ ପଳେଇ ଯାଇଥିବାର ଜଣା ପଡିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ଏଭଳି ଏକ ଅଭାବନୀୟ ଆଉ ଲଜ୍ୟା କର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର କୌଣସିନୀବାସୀ ଗାଁ ରେ ଆଉ ସେହି ଗାଁ ର ବିଶ୍ୱରଂଜନ ଦାସ ବିବାହ କରିଥିଲେ ଇଛାପୁର ଗାଁ ର ଶୁଭଶ୍ରୀ ଙ୍କୁ | ଆଉ ଯାହା ଜଣା ପଡିଥିଲା କି ଦୁହିଁଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବେଶ ଭଲ ରେ ଚାଲିଥିଲା | ଆଉ ସେହିଭଳି ସମ୍ପର୍କ ଚାଲି ଥିବା ସମୟରେ ସେମାନଙ୍କ ଭିତରକୁ ପଶି ଆସିଥିଲେ ଚନ୍ଦନ ଦାସ ନାମକ ଲୋକ |

ଆଉ ଯିଏ କି ସାଙ୍ଗର ପରିଚୟ ଦେଇକି ଆସିଥିଲେ ଆଉ ସାଙ୍ଗ ବୋଲି କହି ସାଙ୍ଗର ସ୍ତ୍ରୀ ଙ୍କ ସହିତ ଖରାପ ନଜର ରଖିବା ସହିତ ସମ୍ପର୍କ ମଧ୍ୟ ଖରାପ ରଖିଥିଲେ |ଆଉ ଯାହାକୁ ନେଇକି ଶାଶୂ ବିଶ୍ୱାଳତା ଦାସ ବୋହୁଙ୍କ ବାପ ଘରେ ଜଣାଇବା ପରେ ମଧ୍ୟ ସେମାନେ ଶୁଣି ନ ଥିଲେ | ଆଉ ଯେତେବେଳ ବିଶ୍ଵରଞ୍ଜନ ଦୁର୍ଘଟଣା ରେ ହସ୍ପିଟାଲ ରେ ଥିଲେ ସେତେବେଳେ ତାଙ୍କର ସ୍ତ୍ରୀ ଚନ୍ଦନ ଙ୍କ ସହିତ ମିଶିକି ଛାଡ଼ପତ୍ର ସହିତ ଭରଣ ପୋଷଣ ର ମଧ୍ୟ ଦାବି କରିବା ପାଇଁ ଲାଗିଥିଲେ | ଆଉ ବାରମ୍ବାର ତାଙ୍କୁ ମାରି ଦେବାର ଧମକ ଦେଇ ସ୍ତ୍ରୀ ଜଣଙ୍କ ତାଙ୍କର ସାଙ୍ଗ ଚନ୍ଦନ ଙ୍କ ସହିତ ପଳେଇ ଯାଇଥିଲେ |

ଆଉ ସେଠାରେ ଶୁଭଶ୍ରୀ ଙ୍କ ର ନେକେଟ ଫୋଟ ସବୁ ଭାଇରାଲ ହେବା ପରେ ସ୍ୱାମୀ ତାଙ୍କୁ ଘରକୁ ପଳେଇ ଆସିବାକୁ କହିଥିଲେ | କିନ୍ତୁ ସ୍ତ୍ରୀ ଜଣଙ୍କ ତାଙ୍କର କଥା କୁ ନ ଶୁଣି ପଳେଇ ଯାଇଥିଲେ ଚନ୍ଦନ ଙ୍କ ସହିତ ଆଉ ତାଙ୍କ ନାଁ ରେ ଥାନା ରେ ଅଭିଯୋଗ ମଧ୍ୟ କରିଥିଲେ ଶୁଭଶ୍ରୀ | ଆଉ ଯେଉଁଥିପାଇଁ ବିଶ୍ୱରଂଜନ ଏବେ ଜେଲ ରେ ଅଛନ୍ତି |ଆଉ ସେପଟେ ତାଙ୍କର ମା ନ୍ୟାୟ ପାଇଁ ଦାବି ମଧ୍ୟ କରିଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment