(ବାଳ) ଝିଅ ମାନଙ୍କର କେଉଁ ସ୍ଥାନରେ ଚୁଟି ରହିବା ଅଶୁଭ || ଜାଣନ୍ତୁ କିଏ ଅଶୁଭ କାହାଠାରୁ ଦୁରେଇ ରହିବେ ଜଣାନ୍ତୁ….

0

ବାସ୍ତୁ ଶାସ୍ତ୍ର ଏମିତି ଏକ ଶାସ୍ତ୍ର ଯେଉଥିରେ ବର୍ଣ୍ଣନା ରହିଅଛି ପୁରୁଷ କିମ୍ୱା ସ୍ତ୍ରୀ ଙ୍କର ଶରୀରରେ ରହିଥିବା ପ୍ରତ୍ୟେକ ଅଙ୍ଗର ଆକାର ଏବଂ ଅବସ୍ଥିତି ଏମାନଙ୍କ ଭବିଷ୍ୟତ ବିଷୟରେ ଅନେକ କିଛି କଥା କହିଥାଏ । ଯେଉଁ ଝିଅ ମାନଙ୍କର ଘନ ଏବଂ ଲମ୍ୱା ମୁଣ୍ଡରେ ବାଳ ରହିଥାଏ , ସେହିପରି ଝିଅମାନେ ଶାନ୍ତ ସରଳ ହୋଇଥାନ୍ତି । ଏହିପରି ଝିଅ ମାନଙ୍କର ବୈବାହିକ ଜୀବନ ସୁଖମୟ ହୋଇଥାଏ । ଏହା ବ୍ୟତୀତ ଯେଉଁ ଝିଅ ମାନଙ୍କର ଆଇବ୍ର ର ବାଳ ପରସ୍ପର ସହିତ ଯୋଡି ହୋଇ ରହିଥାଏ ଏହିପରି ଝିଅ ମାନଙ୍କୁ କେବେହେଲେ ଧନର ଅଭାବ ହୋଇ ନଥାଏ ।

ନିଜର କାର୍ଯ୍ୟତା ଦକ୍ଷତା ବଳରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ସଫଳତା ପାଇଥାନ୍ତି । ଅନ୍ୟର ସାହାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ଏବଂ ନିଜର ଜୀବନ ସାଥୀଙ୍କ ଠୁ ଅଧିକରୁ ଅଧାକ ଭଲ ପାଇବା ସହିତ ଶ୍ୱଶୁରଙ୍କର ପ୍ରିୟ ହୋଇଥାନ୍ତି । ତେବେ ଆଜି ଆମେ ଜାଣିବା ଝିଅ ମାନଙ୍କର କେଉଁ ଅଙ୍ଗରେ ବାଳ ରହିଲେ ଅଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

1. ଛାତିରେ କେଶ ଥିବା ମହିଳା :-

ଯେଉଁ ମହିଳା ମାନଙ୍କର ଛାତିରେ ବାଳ ରହିଥାଏ ଏପରି ଝିଅ ମାନେ ସ୍ୱାର୍ଥୀ ହୋଇଥାନ୍ତି । ଅନ୍ୟ ଅପେକ୍ଷା ନିଜର ସ୍ୱାର୍ଥ ଚିନ୍ତା କରନ୍ତି , ଯେଉଁ ଘରକୁ ବିବାହ କରି ଯାଇଥାନ୍ତି , ସେହି ଘରର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସହିତ ଘରର ଆର୍ଥିକ ବିକାଶ ବିଗିଡି ଯାଏ ।

2. ନାକ ତଳେ ବାଳ ଥିବା ମହିଳା :-

ଯେଉଁ ଝିଅ ମାନଙ୍କର ନିଶ ବା ନାକ ତଳେ ବାଳ ରହିଥାଏ , ଏହିପରି ଝିଅମାନେ ମୁଖ୍ୟତଃ ଉଚ୍ଚ ଅଭିଳାଶୀ ହୋଇଥାନ୍ତି । କିନ୍ତୁ ଏପରି ତାଙ୍କ ନାକ ତଳେ ଚୁଟି ରହିବା ତାଙ୍କ ସ୍ୱାମୀ ପାଇଁ ଅଶୁଭ ରହିଥାଏ ।

3. ପେଟରେ ବାଳ ଥିବା ମହିଳା :-

ଯେଉଁ ମହିଳା ମାନଙ୍କର ପେଟରେ ବାଳ ରହିଥାଏ , ମୁଖ୍ୟତଃ ସେମାନେ ନିଜ ସ୍ୱାମୀଙ୍କ ଅପେକ୍ଷା ଅନ୍ୟ ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଯେଉଁ ଘରକୁ ବିବାହ କରି ଯାଇଥାନ୍ତି , ସେହି ଘରେ କୋଳାହଳ ଲାଗିବା ସହିତ ଘର ମଧ୍ୟରେ ସମସ୍ୟା ବଢିଯାଏ ।

4. ହାତ ଓ ଗୋଡରେ ଅଧିକ ବାଳ ଥିବା ମହିଳା :-

ଯେଉଁ ମହିଳାଙ୍କର ପୁରୁଷ ଙ୍କ ପରି ହାତ ବା ଗୋଡରେ ଅଧିକ ବାଳ ରହିଥାଏ , ଏହିପରି ଝିଅମାନେ ମୁଖ୍ୟତଃ ଉଗ୍ର ସ୍ୱାଭାବର ହୋଇଥାନ୍ତି । ଅନ୍ୟ ମାନଙ୍କ ସହିତ ଝଗଡା କରିବା ପାଇଁ ସଦା ସର୍ବଦା ପ୍ରସ୍ତୁତ ରହିଥାନ୍ତି । ନିଜ ଭୁଲ ନମାନି ଅନ୍ୟକୁ ଦୋଷ ଦେଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।