ଝିଅ ପଟେଇବା ପାଇଁ ବଶୀକରଣ ମାତ୍ର ୧ ଘଣ୍ଟାରେ, ଆଜି ରାତିରେ ଚୁପ ଚାପି କରି ଦିଅନ୍ତୁ ଏହି କାମ ୧୦୦% ଗ୍ୟାରେଣ୍ଟି

0

ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର ଏହି ଲେଖାରେ କିଭଳି ଭାବରେ ଆପଣ ଚାହୁଁଥିବା ଆପଣଙ୍କ ପସନ୍ଦର ଝିଅ କିମ୍ବା ପୁଅ କୁ କିପରି ଆପଣଙ୍କର କରିବେ କିମ୍ବା ପଟେଇବେ। ଅନେକ ସମୟରେ ଆମେ ନିଜ ପସନ୍ଦର ପୁଅ କିମ୍ବା ଝିଅକୁ ପାଇବା ପାଇଁ ବହୁତ୍ ଚେଷ୍ଟା କରିଥାଉ କିନ୍ତୁ ନ ପାଇବା କାରଣରୁ ଅନେକ ପ୍ରକାର ଉପାୟ କଥା ଭାବି ଥାଉ। ଯେମିତି ହେଲେ ନିଜ ଇଚ୍ଛାର ବା ପସନ୍ଦର ଝିଅକୁ ନିଜର କରିବା ପାଇଁ ଚେଷ୍ଟା କରିଥାଉ।

କେତେବେଳେ ଏହା ସଫଳ ହୁଏ ତ ପୁଣି କେ ଏହା ହୋଇ ନଥାଏ। ତେବେ ଆମେ ଆପଣଙ୍କୁ ଆଜିର ଏହି ଲେଖା ମାଧ୍ୟମରେ ଜଣାଇବୁ ଯେ କିଭଳି ଭାବରେ ଆପଣ ଆପଣଙ୍କ ପସନ୍ଦର ଝିଅକୁ ବା ପୁଅକୁ ନିଜ ଆଡ଼କୁ ଆକର୍ଷିତ କରାଇବେ।

ତେବେ ଯଦି ଆପଣ ସେମିତି କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆଜି ରାତିରେ ଏହି ଉପାୟ କୁ କରିବାକୁ ପଡ଼ିବ। ଏହା ହେଉଛି ବଶୀ କରଣ ଉପାୟ। ଯାହା ମାଧ୍ୟମରେ ଆପଣ ଗୋଟିଏ ଝିଅକୁ ପଟାଇ ପାରିବେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ। ଏହାକୁ ଆପଣ କିପରି କରିବେ ଭଲ ଭାବରେ ଜାଣି ନିଅନ୍ତୁ।ଏହା ଏକ ମହା ଶକ୍ତିଶାଳୀ ବସୀ କରଣ ବିଧି ଅଟେ। ଏହି ବିଧି କୁ ଅବଲମ୍ବନ କରି ଅନେକ ଫଳପ୍ରଦ ହୋଇଛନ୍ତି।ତେବେ ଆସନ୍ତୁ ଜାଣିବା କିପରି ଏହାକୁ କରିବେ। ଏଥିପାଇଁ ଆପଣଙ୍କୁ ୩ ଟି ଲବଙ୍ଗ ନେବାକୁ ପଡିବ। ଯେଉଁ ଲବଙ୍ଗ ରେ ଫୁଲ ଥିବ।

ଏହି ଲବଙ୍ଗ ଗୁଡ଼ିକୁ ନେଇ ଆପଣଙ୍କୁ ଏକ ନିଛାଟିଆ ସ୍ଥାନକୁ ଯିବାକୁ ପଡିବ। ଯେମିତି ଆପଣ ଗଲା ଆପଣଙ୍କୁ କେହି ପଛରୁ ଡାକିବେନି।ଏହି ସ୍ଥାନକୁ ଗଲାପରେ ଆପଣ ଏହି ତିନିଟି ଲବଙ୍ଗ କୁ ଏକ ସ୍ଥାନରେ ରଖି ଯେଉଁ ଝିଅକୁ ପଟେଇବା ପାଇଁ ଚାହୁଁଛନ୍ତି ତାର ନାମ କୁ ଉଚ୍ଚାରଣ କରନ୍ତୁ ଏବଂ ତାର ଚେହେରା କୁ ମନ ଭିତରକୁ ଆନନ୍ତୁ।ତାପରେ ଆପଣ ଏହି ୩ ଟି ଶବ୍ଦ ‘ତାସିନ ତାସିନ ମରତାସିନ’ କୁ ଉଚ୍ଚାରଣ କରନ୍ତୁ।ଏହି ୩ ଟି ଶବ୍ଦକୁ ଉଚ୍ଚାରଣ କରି ସାରିବା ପରେ ଆପଣ ସେହି ଲବଙ୍ଗ ଉପରେ ପରିସ୍ରା କରି ଦିଅନ୍ତୁ। ମନେ ରଖନ୍ତୁ ଆପଣଙ୍କୁ ଆଖି ବନ୍ଦ କରି ହିଁ ପରିସ୍ରା କରିବାକୁ ପଡ଼ିବ ।

ଏହି କାମ ସାରିବା ପରେ ଆପଣ ସେଠାରୁ ଘରକୁ ପଳାଇ ଆସିବେ।ଆଉ ଘରକୁ ଆସିବା ସମୟରେ ଯେମିତି ଆପଣ ପଛକୁ ଘୂରି ନ ଚାହାନ୍ତି ସେଥିପ୍ରତି ଧ୍ୟାନ ଦେବେ। ତେବେ ଆପଣ ଏହି ବଶୀ କରଣ ବିଧିକୁ କରି ସାରିବା ପରେ ମାତ୍ର ଏକ ଘଣ୍ଟା ମଧ୍ୟରେ ହିଁ ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଯିବ ଏବଂ ଆପଣ ଚାହୁଁଥିବା ଝିଅ ଆପଣଙ୍କ ପ୍ରତି ଆକର୍ଷିତ ହେବ। ଏହାର ପ୍ରଭାବ ଆପଣ ଜାଣି ପାରିବେ ଏହାକୁ ଭଲ ଭାବରେ କରିବା ପରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।