ଦେଖନ୍ତୁ ଭିଡ଼ିଓ – ହେ ଭଗବାନ ! ଝିଅ ଆଗରେ ମା” କୁ ନିର୍ମମ ଭାବେ ହତ୍ୟା କଲା ଯୁବକ ।। ଭାଇରାଲ ହେଉଛି ସିସିଟିଭି ଫୁଟେଜ, ଦେଖିଲେ ଗୋଡ ତଳୁ ମାଟି ଖସିଯିବ…

0

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ନିଜର ସମ୍ପର୍କ ର ଡୋରି କୁ ମଧ୍ୟ ଭୁଲି ଯାଇଛି।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି।

ବେଳେ ବେଳେ ଏମିତି କିଛି ଘଟଣା ଆମ ସାମ୍ନା କୁ ଆସେ ଯାହାକୁ ଆମେ ସହଜ ରେ ଗ୍ରହଣ କରି ପାରି ନଥାଉ। ପ୍ରତିଦିନ ଏମିତି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହା ସହଜ ରେ ଗ୍ରହଣ ଯୋଗ୍ୟ ନୁହେଁ । ଆଉ ଏହି ସବୁ ଘଟଣା ପଛରେ ଏମିତି କିଛି ଅପ୍ରିୟ ସତ ଲୁଚି ରହିଥାଏ ଯାହାକୁ ଶୁଣିଲେ ଆଖି ରେ ଲୁହ ରୁହେ ନାହିଁ । ତେବେ ଏମିତି କିଛି ଘଟଣା ଆଜି ଆମେ ଆପଣ ଙ୍କୁ କହିବାକୁ ଯାଉଛୁ ।

ସୋସିଆଲ ମିଡିଆରେ ସାକ୍ଷାତକାର ଆଉ ଏହା ପରେ ବନ୍ଧୁତା ଆଉ ବନ୍ଧୁତା ଧୀରେ ଧୀରେ ପ୍ରେମ ସମ୍ପର୍କ କୁ ପରିବର୍ତ୍ତିତ ହୋଇଥିଲା । ଆଉ ଏହି ପ୍ରେମ ରୁ ହତ୍ୟାକାଣ୍ଡ ହୋଇଛି। ଇନ୍ଦୋରରେ ରହୁଥିବା ଜଣେ ମହିଳା ଯାହାଙ୍କ ନାମ ପ୍ରିୟା ଅଗ୍ରୱାଲ ଅଟେ ସେ ସୋସିଆଲ ମିଡ଼ିଆ ଜରିଆ ରେ ସୌରଭ ଗୋଟ୍ରେଙ୍କ ନାମକ ଜଣେ ଯୁବକ ଙ୍କ ସହିତ ସାକ୍ଷାତକାର ହୋଇଥିଲା । ଆଉ ଏହି ସାକ୍ଷାତକାର ଧୀରେ ଧୀରେ ପ୍ରେମ ସମ୍ପର୍କ ରେ ବଦଳି ଯାଇଥିଲା ।

ସୂଚନା ଅନୁସାରେ ପ୍ରିୟା ଅଗ୍ରୱାଲ ପୂର୍ବରୁ ବିବାହିତା ଅଟନ୍ତି ଓ ତାଙ୍କର ଏକ ୬ ବର୍ଷର ଝିଅ ମଧ୍ୟ ରହିଛି । ସେ ନିଜ ପରିବାର ସହିତ ଇନ୍ଦୋର ରେ ରୁହନ୍ତି । ସୂଚନା ଅନୁସାରେ ଗତ ଗୁରୁବାର ଦିନ ସଂଧ୍ୟା ପ୍ରାୟ ୭.୨୦ ଟା ବେଳେ ପ୍ରିୟା ନିଜ ୬ ବର୍ଷର ଝିଅ ସହିତ ସୋସିଆଲ ମିଡିଆ ବନ୍ଧୁ ସୌରଭ ଙ୍କୁ ଦେଖା କରିବା ପାଇଁ ଯାଇଥିଲେ । ଆଉ ସେହି ସାକ୍ଷାତକାର ରେ ସୌରଭ ପ୍ରିୟା କୁ ତାଙ୍କ ଝିଅ ସାମ୍ନା ରେ କାଇଞ୍ଚୀ ମାରି ଆକ୍ରମଣ କରିଛନ୍ତି ।

ତେବେ ସୌରଭ ଙ୍କ ର ଏହି ଆକ୍ରମଣ ରେ ପ୍ରିୟା ସେଇଠି ନିଜ ଝିଅ ସାମ୍ନା ରେ ମୃତ୍ୟୁ ବରଣ କରିଥିବାର ଦୃଶ୍ୟ ସିସିଟିଭି କ୍ୟାମେରା ରେ କଏଦେ ହୋଇଛି। ତେବେ ଘଟଣା ସ୍ଥଳରୁ ହିଁ ଅପରାଧୀ କୁଆଡ଼େ ଫେରାର ହୋଇ ଯାଇଛନ୍ତି। ଘଟଣା ର ସୂଚନା ପାଇ ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳ ରେ ପହଞ୍ଚି ଘଟଣା ର ତଦନ୍ତ କରିବା ଆରମ୍ଭ କରି ଦେଇଛି। ଆଉ ତଦନ୍ତ ପରେ ମୁଖ୍ୟ ଅପରାଧୀ କୁ ଗିରଫ କରାଯାଇ ଥିବାର ସୂଚନା ମଧ୍ୟ ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।