“ଝିଅ ଯାହା କହିଲେ ସମସ୍ତେ ବିଶ୍ୱାସ କରନ୍ତି” – ଓଲା ଡ୍ରାଇଭରଙ୍କୁ ଯୁବତୀଙ୍କ Misbehave, ସବୁ ସୀମା ଟପିଗଲା…ଦେଖନ୍ତୁ Viral ଭିଡ଼ିଓ

0

ଯଦି ଆମେ ୫୦ ବର୍ଷ ତଳର କଥା ଦେଖିବା ସେତେବେଳେ କିଛି ମାତ୍ରାରେ ପୁରୁଷ ପ୍ରାଧାନ୍ୟ ଥିଲା। ଏହାପରେ ଧୀରେ ଧୀରେ ଏଥିରେ ପରିବର୍ତ୍ତନ ଆଣାଯାଇ ନାରୀ ପୁରୁଷ ସମାଜରେ ସମାନ ଅଧିକାର ରହିଛି। ମହିଳାଙ୍କ ପାଇଁ ମହିଳା କମିଶନ ମଧ୍ୟ ରହିଛି। ଯଦି କେହି ମହିଳା କୌଣସି ପ୍ରକାର ଅସୁବିଧା ହେଉଛି, ସଙ୍ଗେ ସଙ୍ଗେ ଥାନାକୁ ଯାଇ ଅଭିଯୋଗ କରୁଛନ୍ତି। ସେମାନଙ୍କ ଅଭିଯୋଗ ମଧ୍ୟ ପ୍ରଶାସନ ଅତି ଗୁରୁତର ଭାବରେ ଗ୍ରହଣ କରୁଛନ୍ତି।

ଯଦି ଯେକୌଣସି ସ୍ଥାନରେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଝଗଡ଼ା ହେଉଛି, ଲୋକମାନେ ସିଧା ସଳଖ ମହିଳାକୁ ସହଯୋଗ କରୁଛନ୍ତି। ଆଜିକାଲି ଅନେକ ମହିଳା ଏପରି ଅଛନ୍ତି, ଫାଇଦା ଉଠାଉଛନ୍ତି। ପୁରୁଷ ମାନେ କିଛି ନକରି ଆସୁବିଧା ରେ ପଡୁଛନ୍ତି। ବର୍ତ୍ତମାନ ଏକ ଭିଡ଼ିଓ ଭାଇରାଲ ହେଉଛି, ଜଣେ ଓଲା ଡ୍ରାଇଭରଙ୍କୁ ଯୁବତୀ ହଇରାଣ କରୁଥିବା ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି, ଜଣେ ଓଲା ଡ୍ରାଇଭର ଏବଂ ଜଣେ ଯୁବତୀ ପାସେଞ୍ଜର। ଯୁବତୀ ଗାଡି ବୁକ କରିଥିଲେ, ତେବେ ଯୁବତୀ ଜଣକ ଯେଉଁ ସ୍ଥାନରୁ ପହଁଚିବା କଥା ସେହି ସ୍ଥାନରେ ପହଞ୍ଚାଇଥିଲେ, ଓଲା ଡ୍ରାଇଭର ଏହାପରେ ଯୁବତୀ ସେହି ସ୍ଥାନରେ ନ ଓଲ୍ହାଇ ଆଉ ଗୋଟିଏ ସ୍ଥାନକୁ ନେଇଯିବା ପାଇଁ କହିଲେ।

ଓଲା ଡ୍ରାଇଭର ମନା କଲେ, ସେ କହିଲେ ଏହା ତାଙ୍କ ନିୟମ ନାହିଁ, କାରଣ ତାଙ୍କ ପାଖରେ ସମୟ ନାହିଁ। ଅନ୍ୟ ଲୋକ ମାନେ ମଧ୍ୟ ଗାଡି ବୁକ କରିଛନ୍ତି। ହେଲେ ଯୁବତୀ ଜଣକ ଯେତେବେଳେ ମିସ ବିହେବ କରିବା ଆରମ୍ଭ କଲେ। ଡ୍ରାଇଭର ଅନ୍ୟ କିଛି ଉପାୟ ନପାଇ ମୋବାଇଲ ରେ ଭିଡ଼ିଓ କରିବା ଆରମ୍ଭ କଲେ। ଯୁବତୀ ଜଣକ ତାଙ୍କୁ ଧମକ ଦେଉଛି, କି ଆଜିକାଲି ସମାଜରେ ମହିଳା ମାନକୁ ସରକାର ଗୁରୁତ୍ୱ ଦେଇଛି। ଯଦି ତମେ ମୋତେ କିଛି ବାଟ ଯାଏ ନ ନେବ ତମକୁ ଜେଲ ପଠେଇଦେବି। ଏକଥା ମଧ୍ୟ କହିବେ କହୁଛନ୍ତି, ତାଙ୍କୁ ଓଲା ଡ୍ରାଇଭର ଛୁଇଁବା ପାଇଁ ଚେଷ୍ଟା କରୁଥିଲା, ମିଛରେ ଲୋକଙ୍କୁ ଡାକିବି କହିବି, ଆଉ ତାପରେ ତୋର ଅବସ୍ଥା କଣ ହେବ ତୁ ନିଜେ ଜାଣି ପାରିବୁ ନାହିଁ।

ଏହିଭଳି ଭାବରେ ସେ ଓଲା ଡ୍ରାଇଭରଙ୍କୁ ମହିଳା ଜଣକ ଧମକ ଦେଉଥିଲା। ପୋଲିସ କୁ ଡାକିବାର ଧକମ୍ ମଧ୍ୟ ଦେଉଥିଲା। ଡ୍ରାଇଭର ମଧ୍ୟ ଅତି ସ୍ୱଚଟତାର ସହିତ କହିଥିଲେ, ଆପଣ ପୋଲିସ କୁ ଡାକିପାରନ୍ତି। କେବଳ ଏତିକି ନୁହେଁ, ମୋବାଇଲ ରେ ରେକର୍ଡ଼ କରୁଥିଲେ। ମୋବାଇଲ ଭାଙ୍ଗିବା ପାଇଁ ମଧ୍ୟ ଦୁଇଥର ଉଦ୍ୟମ କରୁଥିଲା। ଏହାପରେ ବେବି ନାମରେ ଆଉ ଜଣେ କାହାକୁ କୋଲ କଲେ ଏବଂ ଗାଡିରୁ ଓଲ୍ହାଇ ପଡ଼ିଲେ। ତେବେ ବନ୍ଧୁଗଣ ଆପଣ ମାନେ ଭାବନ୍ତୁ, ଯଦି ଡ୍ରାଇଭର ଜଣକ ନିଜର ମୋବାଇଲ କ୍ୟାମେରା ଅନ କରିନଥାନ୍ତେ। ଡ୍ରାଇଭରଙ୍କୁ ଦୋଷରେ ପଡ଼ିଥାନ୍ତେ। ତେଣୁ ଆପଣ ମାନେ ସତର୍କ ହୋଇଯାଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।