IAS ପରୀକ୍ଷା ପ୍ରଶ୍ନ – ଝିଅମାନଙ୍କର କେଉଁ ଅଙ୍ଗ କୁ ଚିପିଲେ ତାହା ଫୁଲିଥାଏ ? ଦମ ଅଛି ତ ଉତ୍ତର ଦେଇ କି ଦେଖାଅ

0

ବନ୍ଧୁଗଣ ଆଜି ଆମେ କିଛି ମଜାଳିଆ ଢଗ ଢମାଳି ବିଷୟରେ ଜାଣିବା l ଢଗ ଢମାଳି ଏକ ମଜାଳିଆ ବିଷୟ ଯାହା ପଢିବା ଏବଂ ଶୁଣିବାକୁ ଭଲ ଲାଗିଥାଏ l ତେବେ ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା କିଛି ଢଗ ଢମାଳି ବିଷୟରେ ଯାହାକି ଆମର ଜ୍ଞାନର ଭଣ୍ଡାରକୁ ବଢ଼ାଇବ….

1:- ଯାହା କେବଳ ବଢିଥାଏ କେବେବି କମି ନଥାଏ ତାହା କଣ ?
ଉତ୍ତର :- ବୟସ
ହଁ ବନ୍ଧୁଗଣ ଆମମାନଙ୍କର ବୟସ ସଦା ସର୍ବଦା ବଢି ଥାଏ l କେବେବି ସେ ହ୍ରାସ ହୋଇନଥାଏ ଏବଂ ବୟସ ସରିବା ସହ ଆମ ଆୟୁଷ କ୍ଷୟ ହୋଇଥାଏ l

2:-ତାହା କଣ ଯାହା ତଳ ଉପର ହୋଇଥାଏ କିନ୍ତୁ ହଲି ନଥାଏ ?
ଉତ୍ତର :- ତାପମାତ୍ରା
ଋତୁ ଅନୁସାରେ ଆମର ତାପମାତ୍ରା ଅଲଗା ହୋଇଥାଏ l କେବେ ଖରା ତ କେବେ ବର୍ଷା l

3:- ମୁଁ ଆଲୋକ ଦ୍ୱାରା ବଞ୍ଚି ଥାଏ l ଆଲୋକ ଦ୍ୱାରା ହିଁ ମରିଥାଏ, ମୁଁ କିଏ ?
ଉତ୍ତର :- ଛାଇ
ଛାଇ ଯାହାକି ସିଏ ଆଲୋକ ପଡିଲେ ଆମର ଛାଇ ଦେଖା ଦେଇଥାଏ l ଏବଂ ଆଲୋକ ଚାଲିଗଲେ ସେ ଦେଖା ଦେଉନାଥାଏ l

4:- ତାହା କଣ ଯାହା କେବଳ ଡାହାଣ ହାତରେ ଧରି ହୁଏ l ବାମ ହାତରେ ନୁହଁ ?
ଉତ୍ତର :- ଡାହାଣ ହାତ

5 :- ଝିଅ ମାନଙ୍କ କେଉଁ ଜିନିଷ କୁ ଚିପିଲେ ତାହା ବଡ଼ ହୋଇଥାଏ ?

ଉ – ଝିଅ ମାନଙ୍କର ଏପରି କୌଣସି ଜିନିଷ ନାହିଁ ।

6:- ଯଦି ଗୋଟିଏ ଅଣ୍ଡା ସିଝିବା ପାଇଁ ଦଶ ମିନିଟ ନିଏ ତେବେ ଦଶ ଟି ଅଣ୍ଡା ସିଝିବା ପାଇଁ କେତେ ସମୟ ନେବ l
ଉତ୍ତର :- ଦଶ ମିନିଟ
ହଁ ଆଜ୍ଞା ଦଶ ଟି ଅଣ୍ଡାକୁ ଯେତେ ସମୟ ଲାଗିବ ଗୋଟିଏ ଅଣ୍ଡାକୁ ସେତିକି ସମୟ ଲାଗିବ l

7:- ତାହା କଣ ଯାହା ମେଡିକାଲ ରେ ପଇସା ଦେବାକୁ ପଡେ କିନ୍ତୁ ବାହାରେ ମାଗଣାରେ ମିଳେ ?
ଉତ୍ତର :- ଅମ୍ଳଜାନ
ହଁ ଆଜ୍ଞା ଆମେ ଅମ୍ଳଜାନ ଦ୍ୱାରା ଆମେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସାହାର୍ଯ୍ୟ କରିଥାଏ l ଏବଂ ଏହା ଆମର ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଲେ ଆମକୁ ମେଡିକାଲରେ ପଇସା ଦେଇ ନବାକୁ ପଡିଥାଏ l

8:- କିଏ ପ୍ରଥମେ ଗୀତ ଶୁଣାଏ ତାପରେ ଆକ୍ରମଣ କରେ ?
ଉତ୍ତର :- ମଶା
ଆମକୁ ମଶା ସବୁବେଳେ ଆଗ ଆମ ପାଖରେ ଆସି ଗୀତ ଶୁଣାଇ ଥାଏ l ତାପରେ କାମୁଡି ଦେଇଥାଏ l

9:-କଣ ସବୁବେଳେ ଆସେ ହେଲେ କେବେ ପହଞ୍ଚେନାହିଁ ?
ଉତ୍ତର :- ଆସନ୍ତାକାଲି

10:-ତାହା କଣ ଯାହା ବର୍ଷରେ ଥରେ ମାସରେ ୨ଥର ସପ୍ତାହରେ ୩ଥର ଦିନରେ ୫ଥର ଆସିଥାଏ ?
ଉତ୍ତର :- f ଅକ୍ଷର

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।