ias interview Question – ଝିଅ ମାନଙ୍କର କେଉଁ ଜିନିଷକୁ ଚାଟିବା ଦ୍ବାରା ତାହା ନାଲି ପଡ଼ିଯାଏ ? ଯାହାର ଉତର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

0

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଫନୀ ବା କୌତୁକିଆ ପ୍ରଶ୍ନ ନେଇ ଆସିଚୁ ଯାହା ଶୁଣିଲେ ଆପଣ ମାନେ ଖୁସି ହୋଇଯିବେ ଏବଂ ହସି ହସି ବେଦମ୍ ହୋଇଯିବେ।ଏହା କେବଳ ମନୋରଞ୍ଜନ ଉପରେ ଆଧାରିତ ଅଟେ। ତେଣୁ ଏହାକୁ ଖରାପ ଭାବରେ ନେବେ ନାହିଁ। କିନ୍ତୁ ଏହି ପ୍ରଶ୍ନ ସବୁକୁ ପଢି ଆପଣ ବହୁତ୍ ମଜା ନେବେ। ଯାହା ଆପଣଙ୍କ ମନୋରଞ୍ଜନ ପାଇଁ।କାହିଁକି ନା ମଜାଳିଆ ପ୍ରଶ୍ନ କୌତୁକିଆ ହୋଇଥାଏ ଏବଂ ଏହାର ଉତ୍ତର ମଧ୍ୟ ଭିନ୍ନ ପ୍ରକାରର ହୋଇଥାଏ।

କିଛି ଏମିତି ମଜାଳିଆ ପ୍ରଶ୍ନ ରହିଥାଏ ଯାହା ଡବଲ ମିନିଙ୍ଗ ଭଳି ହୋଇଥାଏ। ମଜାରେ ସାଙ୍ଗମାନେ ଏମିତି ପ୍ରଶ୍ନ ପଚାରି ଥାଆନ୍ତି।ତେବେ ଆସନ୍ତୁ ଆଜିର ଏହି ଲେଖାରେ ଆମେ ସେହିଭଳି କିଛି ପ୍ରଶ୍ନ ବିଷୟରେ ଜାଣିବା ଏବଂ ଏହାର ଉତ୍ତର ମଧ୍ୟ ଖୋଜିବା।

ପ୍ରଶ୍ନ ୧- ଝିଅ ମାନଙ୍କର କେଉଁ ଦୁଇଟି ଜିନିଷ ସମସ୍ତଙ୍କୁ ବହୁତ୍ ଭଲ ଲାଗେ?
ଉତ୍ତର- ସେମାନଙ୍କର ସ୍ନେହ ଏବଂ ମମତା ସମସ୍ତଙ୍କୁ ଭଲ ଲାଗେ।

ପ୍ରଶ୍ନ ୨- ଝିଅ ମାନେ ଆଚାର କେବେ ଖାଆନ୍ତି?
ଉତ୍ତର- ଘରେ ତରକାରୀ ନଥିଲେ ସେମାନେ ଆଚାର ଲଗାଇ ଭାତ ଖାଆନ୍ତି।

ପ୍ରଶ୍ନ ୩- ଝିଅ ମାନଙ୍କର ଟ୍ରୁ ଲଭ ଅର୍ଥାତ୍ ସତ ସତିକା ପ୍ରେମ କେତେଥର ହୋଇଥାଏ?
ଉତ୍ତର- କାହାର ଥରେ ତ କାହାର ଦୁଇ ଥର ପୁଣି କାହାର ଦୁଇ ରୁ ଅଧିକ।

ପ୍ରଶ୍ନ ୪- ଝିଅ ମାନଙ୍କର କଣ ବା କେଉଁ ଅଙ୍ଗକୁ ଚାଟିବା ଦ୍ବାରା ତାହା ନାଲି ପଡ଼ିଯାଏ?
ଉତ୍ତର- ଓଠ। ଏହାକୁ ଚୁମ୍ବନ କରିବା ଦ୍ୱାରା ଏହା ନାଲି ପଡ଼ିଯାଏ।

ପ୍ରଶ୍ନ ୫- ଚଉଠି ରାତିରେ ସବୁ ଖୋଲା ଖୋଲି, ଅଖୋଲା ରହିଲା କେଉଁଟା?
ଉତ୍ତର- ମଙ୍ଗଳ ସୂତ୍ର।ଏହା ଖୋଲା ଯାଇ ନଥାଏ।

ପ୍ରଶ୍ନ ୬- ଏମିତି କେଉଁ ଜିନିଷ ଅଛି ଯାହାକୁ ଜଣେ ପୁଅ ବାମ ହାତରେ ଧରିପାରିବ କିନ୍ତୁ ଡାହାଣ ହାତରେ ଧରି ପାରିବ ନାହିଁ।
ଉତ୍ତର – ନିଜର ଡାହାଣ ହାତ କୁ କେହି ବି ଡାହାଣ ହାତରେ ଧରି ପାରିବ ନାହିଁ।

ପ୍ରଶ୍ନ ୭- ଏମିତି କଣ ଅଛି ଯାହା ଝିଅ ମାନଙ୍କର ଛୋଟ କିନ୍ତୁ ସ୍ତ୍ରୀ ଲୋକଙ୍କ ବଡ଼?
ଉତ୍ତର- ବୟସ। ଝିଅ ମାନଙ୍କ ଅପେକ୍ଷା ସ୍ତ୍ରୀ ଲୋକଙ୍କ ବୟସ ଅଧିକ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।