ଆପଣ ମାନେ ତ ମହିଳା ମାନଙ୍କର ମାସିକ ଋତୁ ସ୍ରାବ କଥା ଜାଣିଥିବେ।ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଯାହା ପ୍ରତ୍ୟେକ ମାସ ହୋଇଥାଏ।ତେବେ ଆମେ ଆଜି ଏହି ବିଶେଷ ଲେଖାରେ ଜାଣିବା ଯେ କନ୍ୟା ମାନେ ଋତୁମତି କେଉଁ ତିଥିରେ ହେଲେ କଣ ପ୍ରଭାବ ପଡ଼ିଥାଏ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଏବଂ ସେମାନଙ୍କ ସାଂସାରିକ ଜୀବନରେ। ଆସନ୍ତୁ ନଜର ପକାଇବା ସେହି ସମ୍ବନ୍ଧୀୟ ତଥ୍ୟ ଉପରେ।
କେଉଁ ତିଥିରେ ଋତୁମତି ହେଲେ କଣ ପ୍ରଭାବ ପଡ଼ିଥାଏ ଜାଣନ୍ତୁ।ତେବେ ଯଦି କନ୍ୟା ମାନେ ପ୍ରଥମ ଋତୁମତି ଏହି ସବୁ ତିଥି ମାନଙ୍କରେ ହୁଅନ୍ତି ତେବେ ସେମାନେ କଣ ସମସ୍ୟା ଦେଇ ଗତି କରନ୍ତି ଥରେ ଜାଣି ନିଅନ୍ତୁ।
ପ୍ରତିପଦ ତିଥି- ଚିର ରୋଗୀନୀ ହୋଇଥାଏ।
ଦ୍ଵିତୀୟା ତିଥି- ଉଦାସିନୀ, ସ୍ମରଣ ଶକ୍ତି ହ୍ରାସ ପାଇଥାଏ।
ତୃତୀୟା ତିଥି- ପୁତ୍ର ହୀନା, ବନ୍ଧ୍ୟା ଦୋଷ ରୁହେ।
ଚତୁର୍ଥୀ ତିଥି – ଗର୍ଭ ନଷ୍ଟ, ମୃତ ପିଲା ଜନ୍ମ ଆଶଙ୍କା ଥାଏ।
ପଞ୍ଚମୀ ତିଥି – ମୃତ୍ୟବତ ଜୀବନ ଯାପନ, ଅଳ୍ପ ଆୟୁଷ ପ୍ରାପ୍ତି ହୁଏ।
ଷଷ୍ଠୀ ତିଥି – ଜନ୍ମ ଜୀବନ ବିଫଳ, ଚିର ରୋଗିନୀ ହୋଇଥାଏ।
ସପ୍ତମୀ ତିଥି – ବନ୍ଧ୍ୟା ଦୋଷ ରହିଥାଏ।
ଅଷ୍ଟମୀ ତିଥି – ସଦା ସୁଖିନି, ଐଶ୍ଵର୍ଯ୍ୟ ଶାଲିନି ହୁଏ।
ନବମୀ ତିଥି – ସୁଖ ଭାଗିନି, ନିରୋଗୀ, ପତି ସୁହାଗିନି ମଧ୍ୟ ହୋଇଥାଏ।
ଦଶମୀ ତିଥି – କୁଲଟା, ରାକ୍ଷସୀ ପ୍ରକୃତି ର ହୁଏ।
ଏକାଦଶୀ ତିଥି – କୂଳ ଘାତିନି, ଡାକିନି ପ୍ରକୃତି ର ହୋଇଥାଏ।
ଦ୍ୱାଦଶୀ ତିଥି – ଧାର୍ମିକ, ଧର୍ମ ଶିଳା ହୁଏ।
ତ୍ରୟୋଦଶୀ ତିଥି- ପତି ପରାୟଣ, ସାଧବା ହୁଏ।
ଚତୁର୍ଦ୍ଦଶୀ ତିଥି- ଆଜୀବନ ଶୋକ, ଦୁଃଖ, ଲକ୍ଷ୍ମୀ ହିନା ହୋଇଥାଏ।
ପୂର୍ଣ୍ଣମୀ ତିଥି – ଭାଗ୍ୟବତୀ, ପୁତ୍ର ବତୀ, ଲକ୍ଷ୍ମୀ ଯୁକ୍ତା ହୋଇ ସମ୍ମାନ ପାଇଥାଏ।
ଅମାବାସ୍ୟା ତିଥି – ଗର୍ବିତା, କୁଳଟା, ଅପ୍ରିୟ ଭାଶିନି ଏବଂ ରୋଗୀନି ମଧ୍ୟ ହୋଇଥାଏ।
ତେବେ ସେହିପରି ସପ୍ତାହର ଥିବା ୭ ଟି ବାର ରେ କୌଣସି ବି ଦିନ ମହିଳା ଋତୁମତୀ ହେଲେ କଣ ହୋଇଥାଏ ତାହା ମଧ୍ୟ ଜାଣି ରଖନ୍ତୁ।
ରବିବାର- ବିଧବା, କଷ୍ଟ ଯନ୍ତ୍ରଣା ଭୋଗ କରିଥାଏ।
ସୋମବାର- ପତିବ୍ରତା, ସୁଶୀଳା,ପତିର ଅତିପ୍ରିୟ ହେବା ସହିତ ଭଲପାଇବା ଦେଇଥାଏ।
ମଙ୍ଗଳ ବାର- କୁଳଟା ହେବା ଓ ପ୍ରକୃତି ଖରାପ୍ ହୋଇଥାଏ।
ବୁଧବାର- ରାନି ପ୍ରାଣ ଜୀବନ ଯାପନ, ସୁଖୀ, ସୌଭାଗ୍ୟ ବତୀ ହୋଇ ଜୀବନ ସୁରୁଖୁରରେ ଅତିବାହିତ କରିଥାଏ।
ଗୁରୁବାର- ସୁନ୍ଦର ସ୍ବାମୀ ପ୍ରାପ୍ତ, ଲକ୍ଷ୍ମୀ ବାନ ମଧ୍ୟ ହୋଇଥାଏ।
ଶୁକ୍ର ବାର -ପୁତ୍ର ବତୀ, ଦୀର୍ଘାୟୁ ପୁତ୍ର ପ୍ରାପ୍ତି ହୁଏ ଏବଂ ସନ୍ତାନ ସୁଖ ମଧ୍ୟ ମିଳିଥାଏ।
ଶନିବାର – ବଂଧ୍ୟା ହୁଏ। ସନ୍ତାନ ପ୍ରାପ୍ତି ଯୋଗ ନଥାଏ।
ତେଣୁ ଆପଣ ମାନେ ଏଥିରୁ ଜାଣି ପାରିବେ ଆପଣଙ୍କର ଋତୁମତି ହେବାପରେ ଆପଣଙ୍କ ସହିତ କେଉଁ ସମସ୍ୟା ରହୁଛି।ଏହା ଅନେକାଂଶରେ ସତ ପ୍ରମାଣିତ ହୋଇଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।