ଝିଅ ମାନଙ୍କ ଶୋଇବା ଶୈଳୀ ରୁ ଜାଣନ୍ତୁ ସେମାନଙ୍କୁ କିପରି ପୁଅ ପସନ୍ଦ ଅଟନ୍ତି ଏବଂ ସେମାନଙ୍କ personality କିପରି

0

ସାଧାରଣତଃ କୌଣସି ପୁଅ ଏକ ଝିଅ ସହ ବନ୍ଧୁତା କରିବାକୁ ଚେଷ୍ଟା କରିଥାଏ ଏବଂ ଜାଣିବା କୁ ଚେଷ୍ଟା କରେ ସେ ଝିଅକୁ କିପରି ପୁଅ ପସନ୍ଦ ଓ କେମିତ ଗୁଣର ହୋଇଥିବା ଆବଶ୍ୟକ ଏମିତି ବହୁତ କିଛି l ତେବେ ଆଜି ଆପଣମାନେ ଏହି ସବୁ କଥା ଜାଣିପାରିବେ ବହୁତ ସହଜରେ କି ଝିଅମାନଙ୍କ ମନରେ କଣ ଅଛି l ଚାଲନ୍ତୁ ଜାଣିବା ଏହି ଗୁପ୍ତ ଉପାୟ ବିଷୟରେ l

ସବୁ ବ୍ୟକ୍ତିମାନଙ୍କ ସ୍ଵଭାଵ ଅଲଗା ଅଲଗା ହୋଇଥାଏ l ସେହିପରି ଶୋଇବାର ଢାଞ୍ଚା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ lଝିଅମାନଙ୍କ ଶୋଇବା ଶୈଳୀରୁ ଜାଣିପାରିବ ତାଙ୍କୁ କେଉଁଭଳି ପୁଅ ପସନ୍ଦ ଓ ତାଙ୍କ ସ୍ଵଭାଵ କିପରି ହୋଇଥାଏ ଜାଣିପାରିବ l ଏହିପରି ଆପଣଙ୍କ ପ୍ରେମିକାର ସ୍ଵଭାଵ ବିଷୟରେ ମଧ୍ୟ ଜାଣିପାରିବ ତେବେ ଚାଲନ୍ତୁ ଜାଣିବା l

1- ସିଧା ଶୋଇବା

ବହୁତ କମ ଝିଅ ଥାନ୍ତି ଯେଉଁମାନେ ସିଧା ହୋଇ ଶୋଇଥାନ୍ତି l ଏହି ଝିଅମାନେ ସବୁବେଳେ ଦେଖିଥିବା ତାଙ୍କ ସ୍ବପ୍ନକୁ ପୂରଣ କରିବାକୁ ସମ୍ପୂର୍ଣ ଚେଷ୍ଟା କରିଥାନ୍ତି l ଏହି ପ୍ରକାର ଝିଅଙ୍କୁ ସେହି ପୁଅ ପସନ୍ଦ ଯେଉଁମାନେ ନିଜର ସ୍ୱାଭିମାନ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇ ପାରୁଥିବ l

2- ଓଲଟା ହୋଇ ମୁହଁ ତଳକୁ କରି ଶୋଇବା :-

ଯେଉଁ ଝିଅ ମାନେ ଏମିତି ହୋଇ ସୋଇଥାନ୍ତି ସେମାନେ ସ୍ଵଭାଵ ରେ ଲୋଭି ହୋଇଥାନ୍ତି l ଏହି ଝିଅ ମାନଙ୍କୁ ସେହି ପୁଅ ପସନ୍ଦ ଯେଉଁ ମାନେ ସବୁବେଳେ କିଛିନା କିଛି ସରପ୍ରାଇସ ଦେଇପାରୁଥିବ l ଏବଂ ଏମାନଙ୍କୁ ଯମାବି ବୋରିଂ ପୁଅ ପସନ୍ଦ ନୁହଁ l

3:- ବାମ ପାର୍ଶ୍ୱକୁ ମୁହଁ କରି ଶୋଉଥିବା ଝିଅ :-

ବୈଜ୍ଞାନିକ ମାନେ ବି କହିଥାନ୍ତି ଯେ ଏହି ଭଳି ଯେଉଁମାନେ ସୋଇଥାନ୍ତି ତାଙ୍କ ସ୍ୱାସ୍ଥ୍ୟ ସବୁବେଳେ ଠିକ ରହିଥାଏ l ଏହି ଝିଅ ମାନଙ୍କୁ ସେହି ପୁଅ ପସନ୍ଦ ଯେଉଁମାନେ ନେତୃତ୍ୱ କରିବାକୁ ପସନ୍ଦ କରନ୍ତି l ଏବଂ ଏମାନେ ସବୁବେଳେ ପାଦସହ ପାଦ ମିଶେଇ ଚାଲି ପାରିବେ l

4:- ତକିଆ କୁ ଧରି ଶୋଉଥିବା ଝିଅ :-

ଏହି ଭଳି ସ୍ଵଭାଵର ଝିଅ ମାନେ ବହୁତ ଭାବୁକ ହୋଇଥାନ୍ତି l ଏହି ଝିଅମାନଙ୍କୁ ପୁଅ ମାନଙ୍କର ଲୂକ ବହୁତ ପ୍ରଭାବିତ କରେ l ଏହି ଝିଅ ମାନଙ୍କୁ କେହିବି ଅତି ଶୀଘ୍ର ଫସେଇ ପାରିବେ l

5:- ଗୋଡ଼କୁ ଓସାରି ଶୋଇବା :-

ଯେଉଁ ଝିଅମାନେ ଗୋଡ଼କୁ ଓସାରୀ ହୋଇ ସୋଇଥାନ୍ତି ସେମାନେ ବହୁତ କେୟାର ଲେସ ହୋଇଥାନ୍ତି l ଏହି ଝିଅମାନଙ୍କ କାମ ବି ବହୁତ ସମୟରେ ଖରାପ ହୋଇଥାଏ l ଏହି ଝିଅମାନଙ୍କୁ ସେହି ପୁଅ ପସନ୍ଦ ଯେଉଁମାନେ କେବେ ରୋକ ଠୋକ କରୁନଥିବେ l ଏମାନେ ନିଜର ସ୍ୱାଧୀନରେ ରହିବାକୁ ପସନ୍ଦ କରନ୍ତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।