IAS ପ୍ରଶ୍ନ – ଝିଅ ମାନଙ୍କର କେଉଁ ଅଙ୍ଗ କୁ ତୁମେ ଖାଇ ପାରିବ ? ଉତ୍ତର ଦେବାରେ ୯୮% ଲୋକ ଫେଲ, ଦାମ ଅଛି ତା ଉତ୍ତର ଦେଇ କି ଦେଖାଅ ?

0

ଆମେ ଯେତେ ଅଧିକ ପ୍ରଶ୍ନର ଉତ୍ତର ଜାଣିବା ଆମର ଜ୍ଞାନ ସେତେ ଅଧିକ ବଢିବ l ଆମେ ଯେତେ ଶିକ୍ଷିତ ହେଲେ ମଧ୍ୟ ଯେତେ ଅଧିକ ଜ୍ଞାନ ଥିଲେ ମଧ୍ୟ ଆମକୁ ଆହୁରି ଅଧିକ କିଛି ଜ୍ଞାନ ଆହାରଣ କରିବାକୁ ପଡି ଥାଏ l ଆମ ପାଖରେ ଯେତେ ଜ୍ଞାନ ଥିଲେ ମଧ୍ୟ ଆମକୁ ଅଧିକ କିଛି ଶିଖିବାକୁ ପଡିଥାଏ l ଯାହା ବି ହେଲେ ଆମ ପାଖରେ କିଛି କମି ରହି ଯାଇଥାଏ l ପିଲାମାନେ ଏହି ପରି କେତେକ ପ୍ରଶ୍ନର ଉତ୍ତର ବିଷୟରେ ଜାଣିଲେ ଦେଶ, ବିଦେଶ ଓ ବାହାର ଦୁନିଆରେ କଣ ସବୁ ରହିଛି, ସେମାନେ ଜାଣି ପାରନ୍ତି l ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନର ଉତ୍ତର ବିଷୟରେ l

1- କେଉଁ ଦେଶ 2011 ମସିହାରେ ସ୍ୱାଧୀନତା ଲାଭ କରିଥିଲା ?
ଉତ୍ତର – ଦକ୍ଷିଣ ଉଡାନ

2- କେଉଁ ଗଛ ତଳେ ଶୋଇଲେ ମଣିଷ ମରିଯାଏ ?
ଉତ୍ତର – ନିମ୍ବ ଗଛ

3- 100 ବର୍ଷରେ କେତୋଟି ଅଧି ବର୍ଷ ଆସେ ?
ଉତ୍ତର – ୨୪ଟି

4- ରାଜସ୍ଥାନ ରାଜ୍ୟରେ ସବୁଠାରୁ ବଡ ସହରର ନାମ
କଣ ?
ଉତ୍ତର – ଜୟପୁର ସହର

5- ସୁଏଜ କେନାଲର ଲମ୍ବ କେତେ କିଲୋମିଟର ?
ଉତ୍ତର – 193 km

6- ଝିଅ ମାନଙ୍କର କେଉଁ ଅଙ୍ଗ କୁ ତୁମେ ଖାଇ ପାରିବ ?
ଉତ୍ତର – Ladis finger (ଭେଣ୍ଡି )

7- କେଉଁ ଦେଶର ରାଜଧାନୀ ନାହିଁ ?
ଉତ୍ତର – ନାରୁ ଦେଶର ରାଜଧାନୀ ନାହିଁ l

8- ମଣିଷର ନାକ କେତେ ପ୍ରକାରର ବାସ୍ନାକୁ ଜାଣି ପାରେ ?
ଉତ୍ତର – 50 ହଜାର ପ୍ରକାର

9- ଦିଲ୍ଲୀ ଭାରତର ରାଜଧାନୀ କେବେଠୁ ହୋଇ ଥିଲା ?
ଉତ୍ତର – 13 ଫେବୃୟାରୀ 1931

10- କେଉଁ ଦେଶରେ ଗୋରସ ବିକିବା ଅପରାଧ ବୋଲି ମନା ଯାଇ ଥାଏ ?
ଉତ୍ତର – ଫିନଲଣ୍ଡ

11- କେଉଁ ପ୍ରାଣୀର କ୍ଷୀର ପିଇଲେ ମଣିଷ ମରିଯାଏ ?
ଉତ୍ତର – ସିଂହୀର କ୍ଷୀର

12- ତାଜମହଲ ଭିତରେ କେତୋଟି ରୁମ ଅଛି ?
ଉତ୍ତର – 120

13- କେଉଁ ଜୀବ କିଛି ନଖାଇ ତିନି ଦିନ ଜୀବିତ ରହି ପାରେ ?
ଉତ୍ତର – ବିଲେଇ

14- ଏମିତି କେଉଁ ଜିନିଷ ଅଛି ଯାହା ଗରିବ ଲୋକ ପାଖରେ ଅଛି କିନ୍ତୁ ଧନୀ ଲୋକ ପାଖରେ ନାହିଁ ?
ଉତ୍ତର – ଗରିବୀ

15- ଭାରତୀୟ ଜାତୀୟ କଂଗ୍ରେସ କେଉଁ ମସିହାରେ ଗଠନ ହୋଇଥିଲା ?
ଉତ୍ତର – 1885

16- ଗୋଟିଏ ମାଈ ମଶା ଗୋଟିଏ ଥରରେ କେତେ ଅଣ୍ଡା ଦେଇ ଥାଏ ?
ଉତ୍ତର – 100ଟି

17- ସେ କିଏ ଯାହା ପାଖରେ ମୁଣ୍ଡ ଅଛି ଲାଞ୍ଜ ଅଛି କିନ୍ତୁ ଶରୀର ନାହିଁ ?
ଉତ୍ତର – କଏନ

18- ଏମିତି ଏକ ପ୍ରଶ୍ନ ଯାହାର ଉତ୍ତର ସବୁବେଳେ ଅଲଗା ଆସେ ?
ଉତ୍ତର – ସମୟ କେତେ

ଆମେ ଏମିତି ଆହୁରି ଅଧିକ ପ୍ରଶ୍ନର ଉତ୍ତର ଆମେ ଅଧିକ କିଛି ସାଧାରଣ ଜ୍ଞାନ ବହି ପଢିଲେ ଜାଣି ପାରିବା l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।