ଦେଖନ୍ତୁ ଭିଡ଼ିଓ – ଝିଅଙ୍କୁ ଘାରିଛି ମଦ ନିଶା । ଏହି ଝିଅ ମାନଙ୍କର ମଦ ପିଆ ଷ୍ଟାଇଲ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ….

0

ଅନେକ କ୍ଷେତ୍ରରେ ଆଜିର ବ୍ୟକ୍ତି ବିଶେଷ ମାନେ ସେମାନଙ୍କ କାର୍ଯ୍ୟ କଲାପ ଉପରେ ଆଦୌ ଦୃଷ୍ଟି ଦେଉ ନାହାନ୍ତି ଯେ ସେମାନେ କରୁଥିବା କାର୍ଯ୍ୟ କେତେ ମାତ୍ରାରେ ଭୁଲ୍ କି ଠିକ୍। ଯଦି ଜଣେ ମଣିଷର ଆଚରଣ ଓ ଉଚ୍ଚାରଣରେ ନୈତିକତା ଏବଂ ଶାଲିନତା ନରହିଲା ତେବେ ସେ ଇତର ପ୍ରାଣୀ ସହିତ ସମାନ ଭାବରେ ପରିଗଣିତ ହୁଏ। ସେତେବେଳେ ମଣିଷ ଓ ପଶୁ ଭିତରେ କୌଣସି ପାର୍ଥକ୍ୟ ପରିଲକ୍ଷିତ ହୋଇ ନଥାଏ।

ତେବେ ସମାଜର କିଛି ଏମିତି ଦିଗ ଅଛି ଯଦି ତାକୁ ଆମେ ଭଲ ଭାବରେ ଅନୁଧ୍ୟାନ କରିବା ତେବେ ହୃଦୟଙ୍ଗମ କରି ପାରିବା କି ବାସ୍ତବରେ ବହୁତ ନୈତିକତା, ସଂସ୍କୃତି ସଂପନ୍ନ ଏବଂ ମାନବିକତା ଯୁକ୍ତ ଏ ସମାଜର ଗଠନ।

ଯାହା ସଂପୂର୍ଣ୍ଣ ଭାବରେ ଜଣେ ବ୍ୟକ୍ତି ଉପରେ ହିଁ ନିର୍ଭର କରେ। କାରଣ ଏହା କୌଣସି ବିଡମ୍ବନା ନୁହଁ ଯଦି ଆମେ ଦୁଃଖ, କଷ୍ଟ, ସମସ୍ୟା ଏବଂ ବିପତ୍ତି ର ସମ୍ମୁଖୀନ ହେଉଛୁ।ଏହା ଏକ ପାରିପାର୍ଶ୍ବିକ ପ୍ରକ୍ରିୟା।ଏହା ମଣିଷକୁ ସଚେତନ କରାଇଥାଏ କି ଆମେ ନିଜକୁ କିଭଳି ପରିଚାଳିତ କରିବା ଦରକାର। ଏବଂ ଆମର ଭୁଲ କେଉଁଠି ରହୁଛି ଆମ କାର୍ଯ୍ୟ କଲାପରେ।

ସେଥିପାଇଁ ତ ନିଜକୁ ଉଚିତ୍ ମାର୍ଗରେ ପରିଚାଳିତ କରିବା ସହିତ ନିଜକୁ ସମାଜର ଅନୁକୂଳ ଏବଂ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ନିଜର କାର୍ଯ୍ୟ କଲାପ ଏବଂ ଜୀବନ ଧାରଣ ର ଧାରା କୁ ବି ପରିବର୍ତ୍ତନ କରିବାକୁ ପଡ଼ିଥାଏ।

ଆଉ ତାହା ନହେଲେ ସମାଜ ରେ ଲଜ୍ଜିତ, ଅପମାନିତ ହୋଇ ନିଜର ସମ୍ମାନ ହରାଇବାକୁ ପଡ଼ିବ।ତେବେ ଏହିଭଳି ଅନେକ ନିନ୍ଦନୀୟ ଘଟଣା ଆଜିର ସମାଜରେ ଦେଖିବାକୁ ମିଳୁଛି କାରଣ ମଣିଷ ନିଜର ନୈତିକତା କୁ ଭୁଲି ଯାଉଛି ଏବଂ ଏକ ଉପଯୁକ୍ତ ନିଷ୍ପତି ନେଇ ପାରୁ ନାହିଁ। ଯେଉଁ କାରଣରୁ ବେଳେବେଳେ ସେ ବିଚଳିତ ହୋଇ କିଛି ଏଭଳି କାର୍ଯ୍ୟ କରୁଛି ଯାହା ତାକୁ ପରେ ଲଜ୍ୟା ଜନକ ସ୍ଥିତି କୁ ସମ୍ମୁଖୀନ କରିବାକୁ ବାଧ୍ୟ କରୁଛି। ତା ସହିତ ତାର ଅଭିଭାବକ ମାନଙ୍କର ମଧ୍ୟ ସାମାଜିକ ପ୍ରତିଷ୍ଠା କ୍ଷୁର୍ଣ୍ଣ ହେଉଛି। ଯେଉଁଭଳି ଏକ ଘଟଣା ଏହି ନିକଟରେ ଘଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁଇଜଣ କଲେଜ୍ ଯୁବତୀ କଲେଜ୍ ପୋଷାକରେ ଏକ ଜଙ୍ଗଲ ପାର୍ଶ୍ଵରେ ମଦ ପିଉଛନ୍ତି ଏବଂ ନିଶାରେ ଅନେକ କଥା କହୁଛନ୍ତି ଏବଂ ହସୁଛନ୍ତି। ସେମାନଙ୍କର ଭିଡିଓ କରୁଛନ୍ତି ସେମାନଙ୍କ ଦୁଇ ପୁରୁଷ ବନ୍ଧୁ।

ଆଉ ଏହି ଘଟଣାକୁ ସେମାନେ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି। ପେଶାଦାର ମଦ୍ୟପ ମାନଙ୍କ ଭଳି ମଦ ପିଇ ସେମାନେ ହସି ହସି ବେଦମ୍ ହୋଇ ଯାଉଛନ୍ତି।ଏହି ଭିଡିଓ ଭାଇରାଲ ହେବା ପରେ ଏହି ଘଟଣାକୁ ଅନେକ ନିନ୍ଦା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।