ହଁ ଦର୍ଶକ ବନ୍ଧୁ ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଯୋଡାଘାତୁଣୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ଯାହା ଏବେ ସୋସିଆଲ ମିଡିଆରେ ବିହୁତ ମାତ୍ରା ରେ ଭାଇରାଲ ହେବାକୁ ଲାଗୁଛି | ହଁ ଆଜ୍ଞା ଏମିତି ଏକ ଘଟଣା ଘଟିଛି ଯାହା ପାଇଁ ଆଜି ଘର କାନ୍ଦରେ ଫାଟି ଉଠୁଛି, ଯେଉଁ ଘରେ ଦିନେ ମା ମା ଡାକରେ ପୁରି ଉଠୁଥିଲା ଓ ପାଉଁଜି ଶବ୍ଦ ରେ ଘର କମ୍ପି ଉଠୁଥିଲା ସେଇ ଘରେ ଆଜି ମା ର କାନ୍ଦ ରେ ଫାଟି ଉଠୁଛି | କାହିଁକି ନା ଆଉ କେବେ ମା ତାର ଝିଅ ପୂଜା ମୁହଁରୁ ମା ଡାକ ଶୁଣିପାରିବନି କି ତାର ପାଉଁଜି ର ରୁଣୁଝୁଣୁ ଶବ୍ଦ ମଧ୍ୟ ଶୁଭିବନି |କାରଣ ଝିଅ ପୂଜା ସମସ୍ତ ଙ୍କୁ ଏକା କରି ଆର ପାରି କୁ ଚାଲିଯାଇଛି, ତାହାଲେ ଆସନ୍ତୁ ବନ୍ଧୁ ଗଣ କଣ ସେହି ଘଟଣା ଯାହା ପାଇଁ ପୂଜା ଜୀବନ ଯାଇଛି ସେହି ପୁରା ଘଟଣା ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁଯାୟୀ ଜଡ଼ାଘାତୁଣୀ ଗ୍ରାମର ରାଜେନ୍ଦ୍ର ଗୌଡ଼ ଙ୍କ ନାବାଳିକା ଝିଅ ପୂଜା ଗୌଡ଼ ଗାଧେଇବା ପାଇଁ ନଦୀ କୁ ଯାଇଥିଲେ | ପୂଜା ଗୌଡ଼ ଙ୍କୁ ଏକୁଟିଆ ପାଇ ସେଇ ଗ୍ରାମର ରମେଶ ଗୌଡ଼ ଙ୍କ ପୁଅ ନାରାୟଣ ଗୌଡ଼ ପୂଜା ଗୌଡ଼ ଙ୍କ ସହିତ ଜର କରି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଓ ଖାଲି ଏତିକି ନୁହେଁ ବନ୍ଧୁଗଣ ଯଦି ଏହି କଥା କାହାକୁ କହିବୁ ତାହାଲେ ଜୀବନ ରୁ ମାରିଦେବେ ବୋଲି ନାରାୟଣ ଗୌଡ଼ ପୂଜା ଗୌଡ଼ ଙ୍କୁ କହିଥିଲେ | ଏହି ଦୁର୍ବଳତା ତାର ସୁଯୋଗ ନେଇ ନାରାୟଣ ଗୌଡ଼ ବାରମ୍ବାର ପୂଜା ଗୌଡ଼ ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ |
ତେବେ ପୂଜା ଗୌଡ଼ ବାରମ୍ବାର ଏପରି ହେବାର ସହିନପାରି ଘର ଲୋକଙ୍କୁ କହିଥିଲେ ଓ ଘରେ ଲୋକ ଏକଥା ଗ୍ରାମର ବୃଦ୍ଧିଜୀବୀ ଙ୍କ ପାଖରେ ପକାଇଥିଲେ ଓ ବୃଦ୍ଧିଜୀବୀ ମାନେ ସେମାନଙ୍କୁ ବିବାହ କରିବା ପାଇଁ କହିଥିଲେ ମଧ୍ୟ ପୁଅ ଘରେ ଏ ବାହାଘର ରେ ରାଜି ହୋଇନଥିଲେ | ଏହି କଥା ପୂଜା ଗୌଡ଼ ଘରେ କହିଥିବାରୁ ନାରାୟଣ ଗୌଡ଼ ପୂଜା ସହିତ ଉଠାଉ ଥିବା କିଛି ଅଶ୍ଳୀଳ ଫୋଟ ଭାଇରାଲ କରିଦେଇଥିଲା |ଏହି କଥା ଶୁଣି ପୂଜା ଗୌଡ଼ ନିଜର ପରିବାର ଲୋକଙ୍କ କଥା ନିଜର ନିର୍ଯାତନା ସହିନପାରି ସେ ଆତ୍ମହତ୍ୟା କରିବା କରିଛନ୍ତି ବୋଲି ସେ ତାଙ୍କର ମୃତ୍ୟୁ ପୂର୍ଵ ର ଗୋଟିଏ ଚିଠି ରେ ପରିସ୍କାର ଭାବରେ ଲେଖି ଯାଇଛନ୍ତି |
ପୂଜା ଗୌଡ଼ ମୃତ୍ୟୁ ପୂର୍ବ ରୁ ସେ ଚିଠି ଏହା ଲେଖିଛନ୍ତି ଯେ ମା ମୁ ଆଉ ଲୋକ ନିନ୍ଦା ସହିପାରିଲିନି | କେମିତି ବା ସହିଥାନ୍ତି ମୋ ସହିତ ଦୁଷ୍କର୍ମ ପରେ ଲୋକ ନିନ୍ଦା ମୋତେ ଏମିତି କରିବା ପାଇଁ ବାଧ୍ୟ କଲା | କ୍ଷମା କରିବ ବାପା ମୋ ସହିତ ନାରାୟଣ ଗୌଡ଼ ଯାହା କରିଛି ମୁ କେମିତି କେଉଁ ମୁହଁ ନେଇ ଚାଲିପାରିଥାନ୍ତି |ମୋତେ ଆଜି ବହୁତ ଖରାପ ଲାଗୁଛି | ମୁଁ ମୋ ନିଜକୁ ଧିକ ମନେ କରୁଛି କାରଣ ତମେ ମୋ ପାଇଁ ଲଜ୍ଜିତ | ମୋର ଏଭଳି ନିଷ୍ପତି ପାଇଁ ମୋର ବାପା ମା କେହି ବି ଦାୟୀ ନୁହଁନ୍ତି | ଏ ନିଷ୍ପତି କେବେଳ ମୋର | ଆଈ ଲଭ ୟୁ ବାପା ଆଈ ଲଭ ୟୁ ମା |ତାହେଲେ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଘଟଣା ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।