ଝିଅର ଏମିତି କେଉଁ ଜିନିଷ ଯାହା ଝିଅ ନିଜେ ବି ଦେଖି ପାରି ନଥାଏ ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣି ନାହାନ୍ତି

0

ସାରା ବିଶ୍ୱରେ କୋରନା ମହାମାରୀ ଯୋଗୁଁ ପ୍ରତ୍ୟୋକଲୋକମାନଙ୍କୁ ଓ ପିଲା ମାନଙ୍କୁ ଘରେ ରହିବାକୁ ପଡୁଥିଲା , ଯାହାଫଳରେ ସେମାନେ ବହୁତ ବିରକ୍ତ ଅନୁଭବ କରିଥାନ୍ତି । କାରଣ ସର୍ବଦା ସେମାନଙ୍କୁ ସେହି ଘରେ ହିଁ ରହିବାକୁ ପଡୁଥିଲା । ଏମିତି କେତେକ ମଜାଳିଆ ପ୍ରଶ୍ନ ଗୁଡିକ ରହିଛି ଯାହାକୁ ପିଲାମାନେ ଘରେ ରହି ପଢି ପାରିବେ ଓ ଏହାର ମଜା ମଧ୍ୟ ନେଇ ପାରିବେ । ଆପଣ ମାନେ ଜାଣିଛନ୍ତି ଏହି ସବୁ ପ୍ରଶ୍ୱ ଆମ ମାନଙ୍କ ଜୀବନରେ ଅନେକ ସଫଳତା ଆଣି ଦେଇଥାଏ ଏବଂ କେତେକ ଇଣ୍ଟରଭ୍ୟୁ ଗୁଡିକରେ ଅତି ସହଜିଆ ପ୍ରଶ୍ନ ପଚାରିଥାନ୍ତି । ଯାହାର ଉତ୍ତର ଆମେ ମାନେ କହିପାରି ନଥାଉ କିନ୍ତୁ ଆଜି ଆମେ କେତେକ ସେହି ମଜାଳଇଆ ପ୍ରଶ୍ନ ଗୁଡିକ ବିଷୟରେ ଆଲୋଚନା କରିବା ।

1 ଇଂରାଜୀର କେଉଁ ଅକ୍ଷରରେ ବହୁତ ପାଣି ଅଛି ?
ଉତ୍ତର – ସି ।

2 ଖରା ଦେଖିକି ମୁଁ ଆସିଥାଏ , ଛାଇ ଦେଖିକି ମୁଁ ଲୁଚିଯାଏ , ପବନ ଛୁଇଁଲେ ମତେ , ଲାଜେ ଲାଜେ ମରିଯାଏ ?
ଉତ୍ତର – ଝାଳ ।

3 ବାଛୁରୀର ହକ୍ ମାରି ମହାଦେବ ପିଏ , ମଣିଷ ପିଇଲେ ଭାରି ଶକ୍ତିଶାଳୀ ହୁଏ , କହିଲ ଭାବି କି ଦରବ ଇଏ ?
ଉତ୍ତର – କ୍ଷୀର ।

4 ହାତରେ ନଧରି ମଧ୍ୟ ଅଟକାଇ ପାରିବା , ତାହା କଣ ?
ଉତ୍ତର – ନିଶ୍ୱାସ ।

5 ତାହା କଣ ଯାହାକୁ ବାନ୍ଧିବା ପରେ ମଧ୍ୟ ଚାଲିଥାଏ ?
ଉତ୍ତର – ହାତ ଘଣ୍ଟା ।

6 ଏମିତି କେଉଁ ଟେବୁଲ ଅଛି , ଯାହାକୁ ଆମେ ଖାଇଥାଉ ?
ଉତ୍ତର – ଭେଜିଟେବୁଲ ।

7 ତାହା କେଉଁ ଜିନିଷ ଯାହା ଫ୍ରିଜରେ ରହିଲେ ମଧ୍ୟ ଗରମ ରହେ ?
ଉତ୍ତର – ଗରମ ମସଲା ।

8କେଉଁ ଭିଟାମିନ ଅଭାବରୁ ମୁଣ୍ଡର ବାଳ ଧଳା ହୋଇଥାଏ ?
ଉତ୍ତର – B6 ଏବଂ B12 ।

8 ସେ କିଏ ଯାହାର ମୁଣ୍ଡ ନାହିଁ କିନ୍ତୁ ଟୋପି ପିନ୍ଦେ ?
ଉତ୍ତର – ବୋତଲ ।

9 କେଉଁ ଜିନିଷ ଗାଧୋଇଲା ପରେ ଛୋଟ ହୋଇଯାଏ ?
ଉତ୍ତର – ସାବୁନ ।

10 ଏମିତି କେଉଁ ପକ୍ଷୀ ସେ ଯେଉଁବାଟେ ଖାଇଥାଏ ସେଇବାଟେ ମଳତ୍ୟାଗ କରିଥାଏ ?
ଉତ୍ତର – ବାଦୁଡି ।

11 ସବୁଠାରୁ ଦ୍ରୁତ ଗତିରେ ଦୌଡୁଥିବା ପକ୍ଷୀର ନାମ କଣ ?
ଉତ୍ତର – ବାଜ ପକ୍ଷୀ ।

12 ଝିଅର ସିଏ କେଉଁ ଜିନିଷ ଯାହା ଝିଅ ନିଜେ ବି ଦେଖି ପାରି ନଥାଏ ?
ଉତ୍ତର – ଆତ୍ମା ।

13 କ୍ଷେତ୍ରଫଳ ଅନୁସାରେ ଭାରତର ସବୁଠାରୁ ବଡ ରାଜ୍ୟର ନାମ କଣ ?
ଉତ୍ତର – ରାଜସ୍ଥାନ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।