ଝୁମ୍ପୁଡି ଘରେ ରହି କୋଟି କୋଟି ଲୋକଙ୍କ ମନ କିଣିଲେ ମଲିସା, ଦେଖନ୍ତୁ ବସ୍ତିର ରାଜ କୁମାରୀଙ୍କ କାହାଣୀ

ଜୀବନରେ ସଫଳତା ହାସଲ କରିବା ପାଇଁ ହେଲେ ନିର୍ଦିଷ୍ଟ ଲକ୍ଷ୍ୟ ରଖି କଠିନ ପରିଶ୍ରମ କରିବା ଉଚିତ। ଷ୍ଟ୍ରଗଲ କରିବା ପାଇଁ ପଡ଼ିଥାଏ, ଅନେକ ବାଧା ବିଗ୍ନ ଆସିବ କିନ୍ତୁ ସେ ସବୁକୁ ସାମ୍ନା କରିବା ପାଇଁ ପଡିବ। ଯଦି ଲକ୍ଷ୍ୟ କୋଠର ଥିବ, ତାହାଲେ ସ୍ୱୟଂ ଭଗବାନ ମଧ୍ୟ ସାଥ ଦିଅନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଝିଅର କାହାଣୀ ବିଷୟରେ କହିବା ପାଇଁ ଯାଉଛୁ, ତାଙ୍କ ବିଷୟରେ ଜାଣିଲା ପରେ ଆପଣ ଏତେ ମାତ୍ରରେ ଅଭିପ୍ରେରିତ ହେବେ, ଯାହା ନିଜର ଲକ୍ଷ୍ୟ ପଥରେ ଅଗ୍ରସର ହେବାରେ ସାହାଯ୍ୟ କରିବ ନିଶ୍ଚିତ;

ମାଲିସା ଏମିତି ଏକ ଝିଅର କାହାଣୀ ଯାହା ଆପଣଙ୍କୁ ନୂଆ ଦିଗ ଦେଖାଇବ, ଗୁଜୁରାଟର ଝୁମ୍ପୁଡିରେ ରହୁଥିଲେ ସତ କିନ୍ତୁ ତାଙ୍କର ଇଚ୍ଛା ଥିଲା ସେ ବଡ଼ ହୋଇ ସୁପର ମଡେଲ ହେବାର, ତାପରେ ସେ ବାପା ଏବଂ ଭାଇଙ୍କ ସହ ଗୁଜୁରାଟ ରୁ ଦିଲ୍ଲୀ ଆସିଥିଲେ, ବାପା ବାପା ତାଙ୍କର ଝାଲ ମୁଢି ବିକ୍ରି କରି ପରିବାର ଚଳାନ୍ତି। ପରିବାର କହିଲେ ତାଙ୍କ ବାପା, ଭାଇ ଓ ସେ ନିଜେ, ତାଙ୍କ ମାଆ ଙ୍କର ଠିକଣା ନାହିଁ ସେ କେଉଁ ଆଡେ ଚାଲି ଯାଇଛନ୍ତି। ଏହିସବୁ ସତ୍ତ୍ୱେ ସେ ପିଲାଟି ବେଳରୁ ଜଣେ ସୁପର ମଡେଲ ହେବାକୁ ଇଚ୍ଛା ରଖିଥିଲେ ମାଲିସା, ତାଙ୍କୁ ବର୍ତ୍ତମାନ ୧୨ ବର୍ଷ ବୟସ, ସେ ସରକାରୀ ସ୍କୁଲରେ ପାଠ ପଢ଼ନ୍ତି, ସବୁଠାରୁ ଆଶ୍ଚର୍ଯ୍ୟ କର କଥା ସରକାରୀ ସ୍କୁଲରେ ପାଠ ପଢି ଏତେ ଭଲ ଇଂଲିଶ କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ।

ବର୍ତ୍ତମାନ ତାଙ୍କ ପ୍ରସଂଶକ ଙ୍କ ସଂଖ୍ୟା ଏତେ ଯେ କୌଣସି ବଡ ସେଲିବ୍ରେଟି ଙ୍କ ଠାରୁ କମ ନୁହେଁ। ହୋଲିଉଡ଼ ଆକ୍ଟର ରୋବର୍ଟ ହୋପମ୍ୟାନ ଭାରତ ଆସିଥିବା ବେଳେ ରାସ୍ତାରେ ଏହି ମଲେସା ଙ୍କ ସହିତ ଦେଖା ହୋଇଥିଲା, ଏବଂ ମଲିସାଙ୍କ ସୁନ୍ଦର ଚେହେରା ଦେଖି ତାଙ୍କର ଏକ ଇଂସ୍ଟଗ୍ରାମ ଆକାଉଣ୍ଟ ଖୋଲିଲେ ଆଉ ନାଁ ଦେଲେ, ‘ପ୍ରିନ୍ସ ଫର୍ମ ଦି ସ୍ଲୋମ’ ଏବଂ ଆକାଉଣ୍ଟ ର ଫଣ୍ଡିଂ ପାଇଁ ଏକ ଲିଙ୍କ ମଧ୍ୟ ଦେଇଥିଲେ ରୋବର୍ଟ ,ସେଥିରେ ସେ ଲେଖିଥିଲେ ମାଲିସାର ସ୍ୱପ୍ନ ପୂରଣ ହେବା ପାଇଁ କିଛି ସାହାଯ୍ୟ କରନ୍ତୁ।

ଏହାପରେ ତାଙ୍କ ସାଙ୍ଗ ମାନଙ୍କ ସହିତ ମିଶି କିଛି ଭିଡ଼ିଓ ବନାଇଲେ ଏବଂ ଫୋଟୋ ସୋସିଆଲ ଆକାଉଣ୍ଟ ରେ ଛାଡିଲେ ପାଣି ନେଇ ଯାଉଥିବାର ଭିଡ଼ିଓ ଓ ନାଚୁଥିବାର କିଛି ଭିଡ଼ିଓ ତାଙ୍କ ଇଂସ୍ଟଗ୍ରାମ ଆକାଉଣ୍ଟରେ ପୋଷ୍ଟ କଲେ , ଧୀରେ ଧୀରେ ଲୋକେ ଲାଇକ ସେୟାର କରିବା ପାଇଁ ଲାଗିଲେ, ଚମତ୍କାର ତୋ ସେତେବେଳେ ହେଲା ଯେତେବେଳେ ତାଙ୍କ ତାଙ୍କ ଫୋଟ ମେଗାଜିନ କଭର ଫୋଟୋ ହିସାବରେ ଲଗା ଗଲା। ସବୁଠାରୁ ଦୁଃଖର ବିଷୟ ଯେ ତାଙ୍କର ରହିବା ପାଇଁ ତାଙ୍କ ର ଘୋର ନାହିଁ ମୁନ୍ସୀ ପାଲଟି ବାରମ୍ବାର ତାଙ୍କ ଘର ଭାଙ୍ଗି ଦିଅନ୍ତି, ତାଙ୍କର ଏସବୁ ସତ୍ୱେ ସେ ନିଜର ଲକ୍ଷ୍ୟ ପଥରେ ବଢିଚାଲିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment